Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରକ୍ ତଳେ ଶୋଇଥିବା ବେଳେ ଉଡ଼ିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ
ବାଲିଗୁଡ଼ା: ଟ୍ରକ୍ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଘଟଣା ।ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଞ୍ଚ ଦିନ ହେବ ରାସ୍ତା କଡ଼ରେ ଗାଡ଼ି ରଖି ଜଗିଥିଲେ ଡ୍ରାଇଭର । ମୃତ ଟ୍ରକ୍ ଡ୍ରାଇଭର ଖୋର୍ଦ୍ଧା!-->…
Read More...
Read More...
ରାଜ୍ୟର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ
ଭୁବନେଶ଼୍ବର,: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏହାର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟର ୨୪ଟି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଥିବା ଜଣାପଡ଼ିଛି । ଅନ୍ୟ ୬ଟି ଜିଲ୍ଲା- ମୟୁରଭଞ୍ଜ, ବାଲେଶ଼୍ବର, ସୁନ୍ଦରଗଡ଼, କେନ୍ଦୁଝର ଏବଂ!-->…
Read More...
Read More...
ବନାଂଚଳ ସ୍ତରୀୟ ବନସୁରକ୍ଷା ସମିତି କର୍ମଶାଳା
ଚମ୍ପୁଆ: ଚମ୍ପୁଆ ବନାଂଚଳ କାର୍ଯ୍ୟାଳୟ ଠାରେ ବନସୁରକ୍ଷା ସମିତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍ଡି ହନୁମନ୍ତ ଯୋଗ ଦେଇ ବନ ସୁରକ୍ଷା ସମିତିର କାର୍ଯ୍ୟ ଓ ମଣିଷ ସମାଜର ସାମାଜିକ କାର୍ଯ୍ୟଶୈଳୀ ଉପରେ ପ୍ରଭାବ!-->…
Read More...
Read More...
ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା
ପୁରୀ : ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା । ତେବେ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା । ଆଜି ଅର୍ଥାତ୍ ଶୁକ୍ରବାର ରାତି ୧୦ ଟାରୁ ଆସନ୍ତାକାଲି ଶନିବାର ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଶେଷ ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ଲାଗୁ କରିଛି ପୁରୀ!-->…
Read More...
Read More...
ଜାରକାରେ ଦୁଇ ଠିକାଦାରଙ୍କ ଘରେ ଜିଏସଟି ବିଭାଗର ଚଢ଼ାଉ
ଯାଜପୁର/ଧର୍ମଶାଳା: ଯାଜପୁର ଧର୍ମଶାଳା ଥାନା ଜାରକା ସ୍ଥିତ ୨ ଠିକାଦାର ଗୌତମ ସାହୁ ଓ ଗଜେନ୍ଦ୍ର ବେହେରା କାର୍ଯ୍ୟାଳୟରେ ଟିକସ ଫାଙ୍କି ଅଭିଯୋଗରେ ଆଜି କେନ୍ଦ୍ରୀୟ ଜୀଏସଟି ପକ୍ଷରୁ ଅଚାନକ ଚଡାଉ କରାଯାଉଛି । ସୂଚନା ମୁତାବକ ଆଜି କେନ୍ଦ୍ରୀୟ ଦଳର ଏକ ଟିମ ଜାରକାରେ ପହଂଚି ଠିକାଦାର ଗୌତମ!-->…
Read More...
Read More...
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଚାଉଳ ଏଟିଏମ୍ ଖୋଲିବେ ରାଜ୍ୟ ସରକାର
ଭୁବନେଶ୍ୱର,୨୦।୬: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ଏଟିଏମ୍ ଖୋଲିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ!-->…
Read More...
Read More...
ନୂଆଗାଁ ବ୍ଲକରେ ଖୋଲିଲା ସ୍କୁଲ
ନୂଆଗାଁ : ନୂଆଗାଁ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆଜି ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀ ଅତି ଖୁସି ମନରେ ବିଦ୍ୟାଳୟକୁ ମାଡି ଆସିଥିଲେ ପାଠ ପଢିବା ପାଇଁ । ଆଜି ଅଧିକାଂଶ!-->…
Read More...
Read More...
ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା
ପୁରୀ : ପବିତ୍ର ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା । ତିନି ରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ ଶେଷ ହେବାସହ ତିନି ରଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡ଼ାଯାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣୀ ପଡିଛି । ତିନିରଥ ଛନ୍ଦାଗୟଳ ମୋଡା ଶେଷ । ତିନି ରଥର ମୋଟ ୩୨ ଗୋଟି ଗୟଳ!-->…
Read More...
Read More...
ବହୁ ଚର୍ଚ୍ଚିତ ସୂଚନା କର୍ମୀ ହତ୍ୟା ମାମଲା, ୱାରେଣ୍ଟ୍ ବଳରେ ଦୁଇ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଏବେବି ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଉକ୍ତ ହତ୍ୟା!-->…
Read More...
Read More...
ଭତ୍ତା ଟଙ୍କା ପାଇଁ ଆଈକୁ ପିଟି ପିଟି ମାରିଦେଲା ନାତି
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଭଳୁଖାଇରେ ଭତ୍ତା ଟଙ୍କା ପାଇଁ ଆଈକୁ ପିଟି ପିଟି ମାରିଦେଲା ନାତି । ଅଭିଯୁକ୍ତ ନାତିକୁ ଗାଁ ଲୋକେ ଗୋଡାଇ ଗୋଡାଇ ରାଜକୁ କାବୁ କରିଥିଲେ । ଏ ନେଇ ପୁଲିସ୍କୁ ଖବର ଦେଇଥିଲେ । ବେଲପଡା ଥାନା ପୁଲିସ୍ ଗାଁରେ ପହଞ୍ଚି!-->…
Read More...
Read More...