Browsing Category

ରାଜ୍ୟ

ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍‌ ଅନ୍ତର୍ଗତ ପୀରହାଟରେ ମଦ ପିଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ମଦ ବିଷାକ୍ତ ହୋଇଥିବା ହେତୁ ସେମାନଙ୍କର ମୃତ୍ୟୁ ଘଟିଛି। ତିହିଡି ବ୍ଲକର ପୀରହାଟ
Read More...

ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ସମ୍ବଲପୁର, ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଗତକାଲି ରବିବାର ଦିନ ବିଳମ୍ବିତ ସନ୍ଧ୍ୟାରେ ୨୮ ଏପ୍ରିଲ ମଧୁବାବୁ ଜୟନ୍ତୀ କୁ ଓକିଲ ଦିବସ ରୂପେ ପାଳନ କଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାନ୍ସଦ ଓ ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥୀ ଯୋଗ ଦେଇଥିଲେ । ଓକିଲାତି ବୃତ୍ତିର
Read More...

ସାମୁଦ୍ରିକ ବାତ୍ୟା ଫନି ଧୀରେ ଧୀରେ ବଢ଼ିବାରେ ଲାଗିଛି, ଓଡିଶା ଉପରେ ପ୍ରଭାବ ପଡିପାରେ

ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫନିର ଗତିପଥ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୭୪୫ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୦୫୦
Read More...

ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ

ଫୁଲବାଣୀ- ସ୍ତାନୀୟ ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ ହୋଇଯାଇଛି l ମଧୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ଧୂପ, ଦୀପ, ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା l ସଭାପତି ଶ୍ରୀ ଅସୀମ ପ୍ରହରାଜ, ସମ୍ପାଦକ ମନୋଜ ପଟ୍ଟନାୟକ, ସହ ସମ୍ପାଦକ ପ୍ରଦିପ୍ତ ରଞ୍ଜନ ନାୟକ, ଦେବ ବ୍ରତ
Read More...

ମାଡି ଆସୁଛି ବାତ୍ୟା ଫନି, ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ମାଡ ହେବ, ଓଡ଼ିଶା ଉପରେ ପ୍ରଭାବ ନାହିଁ

ନୂଆଦିଲ୍ଲୀ : ଦେଶରେ ଏବେ ନିର୍ବାଚନୀ ସମର ଚାଲିଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଏହାର ନାଁ ରଖାଯାଇଛି ଫନି । ଏହି ବାତ୍ୟା ଏବେ ଶ୍ରୀଲଙ୍କା ଉପକୂଳ ଆଡକୁ ଅଗ୍ରସର ହେଉଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଏକ ଡିପ୍ରେସନରେ ପରିଣତ ହୋଇ
Read More...

ମହୁଲ ଝାରର ଭିତିରିଆ କଥା, ସଙ୍କଟରେ ଆଦିବାସୀଙ୍କ ଜୀବନଜୀବିକା

ବୌଦ୍ଧ- ବୌଦ୍ଧଜିଲ୍ଲାର ଅଧିକାଂଶ ଗ୍ରାମ ବଣପାହାଡ ଘେରା ହୋଇଥିବା ବେଳେ ତିନୋଟିଯାକ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ରହିଛି । ବନଜାତ ଦ୍ରବ୍ୟ ଆଦିବାସୀ ଓ ବନବାସୀଙ୍କ ଜୀବନଜୀବିକାର ମୁଖ୍ୟ ଆଧାର ହୋଇଥିବା ବେଳେ ବର୍ତମାନ ମହୁଲଫୁଲ ର ଅଭାବୀ ବିକ୍ରିଯୋଗୁଁ ଏମାନଙ୍କ ଜୀବନଜୀବିକା
Read More...

ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା ଦ୍ୱାଦଶ ଦିବସରେ କୁମ୍ଭକର୍ଣ୍ଣ ବଧ ନାଟକ ମଞ୍ଚସ୍ଥ

ବୈାଦ୍ଧ - ବୌଦ୍ଧର ରାମଲୀଳା ଯାତ୍ରା ବୁଧବାର ଦ୍ୱାଦଶ ଦିବସରେ କୁମ୍ଭକର୍ଣ୍ଣ ବଧ ନାଟକ ମଂଚସ୍ଥ ହୋଇଥିଲା । ସ୍ଥାନୀୟ ରାମଲୀଳାପଡିଆର ମାରୁତୀମଣ୍ଡପରେ ପ୍ରଦର୍ଶିତ ହୋଇ ଆସୁଥିବା ଏହି ନାଟକରେ ପୁଅ ଇନ୍ଦ୍ରଜିତର ନାଗଫାଶ ବଂଧନରୁ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ମୁକ୍ତ ହୋଇଯିବା ଖବରପାଇ ଲଙ୍କା
Read More...

ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର: ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍‌ ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍‌ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମାମଲାର ତଦନ୍ତ ଲାଗି ତଦନ୍ତକାରୀ
Read More...

ଉତ୍ସାହ ଓ ଉଦ୍ଦୀପନା ସହ ମତଦାନ ଆରମ୍ଭ

ଆରମ୍ଭରୁ କିଛି କେନ୍ଦ୍ର ରେ ଇଭିଏମ ଅଚଳ ପରେ ସ୍ଥିତି ସାମାନ୍ୟ କରାଗଲା ଅପରାହ୍ନ ୧ଟା ପର୍ଯ୍ୟନ୍ତ ୨୨ ରୁ ୪୮ ପ୍ରତିଶତ ସହିତ ହାରାହାରି ୩୩.୬ ପ୍ରତିଶତ ମତଦାନ ସମ୍ବଲପୁର, ଓଡିଶା ରେ ତୃତୀୟ ପର୍ଯ୍ୟାୟରେ ପରିଚାଳିତ ମତଦାନ ପ୍ରକ୍ରିୟାରେ ଆଜି ଏଠାରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା
Read More...

କାଦପଡା ରାମଲୀଳା ଯାତ୍ରା ଉଦଯାପିତ :ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡାର ମାରୁତି ମଣ୍ଡପରେ ଚାଲିଥିବା ରାମଲୀଳା ଯାତ୍ରା ଉଦଯାପିତ ହୋଇଯାଇଛି । ଶନିବାର ସଂଧ୍ୟାରେ ରାମ-ରାବଣ ସମର ଶୋଭାଯାତ୍ରା ସହ ମହିରାବଣ ବଧ, ରାବଣ ବଧ ଓ ଶ୍ରୀରାମ ରାଜ୍ୟାଭିଷେକ ନାଟକ ମଞ୍ଚସ୍ଥ ହୋଇଯାଇଛି । ସଂଧ୍ୟା ୯
Read More...