Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫୨ ଗ୍ରାମ ହେରୋଇନ ଜବତ, ଜଣେ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବିଷ୍ଣୁପୁର ଗ୍ରାମସ୍ଥିତ ପାଣିଟାଙ୍କି ନିକଟରୁ ଏକ ଯୁବକ ଯାହାଙ୍କ ନାମ ସରୋଜ କୁମାର ବେହେରା ,ବୟସ-୩୭ ବର୍ଷଙ୍କୁ ଗିରଫ!-->…
Read More...
Read More...
ବରଗଛରେ ପିଟିଲା ଯାତ୍ରୀବାହି ଗାଡି
ପୁରୀ : କୋଣାର୍କ ନିକଟ ଜୁଣେଇ ରାସ୍ତାରେ ଦୁର୍ଘଟଣା । ରାସ୍ତା କଡ ବରଗଛରେ ପିଟିଲା ଯାତ୍ରୀ ବାହି ଗାଡି । ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଶିଶୁଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇ ଘଟଣା ସ୍ଥାନରୁ ଡ୍ରାଇଭର ଫେରାର ହୋଇଯାଇଛି ।!-->…
Read More...
Read More...
ନୂଆ ଜିଲ୍ଲା ଗଠନରେ ରୋକ୍
ନୂଆ ଜିଲ୍ଲା ଗଠନରେ ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେନାହିଁ । ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗକରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ!-->…
Read More...
Read More...
ହାଇୱା ଓଲଟି ଚାଳକଙ୍କ ମୃତ୍ୟୁ
ଗଞ୍ଜାମ :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୁତସରସିଙ୍ଗି ନିକଟ ଝରଣ ଛକ ଠାରେ ଭୋର ୫ଘଣ୍ଟ ସମୟରେ ମୋରମ ଧରି ଆସୁଥିବା ହାଇୱା ଟ୍ରକଟି ଭାରସାମ୍ୟ ହରାଇ ପାହାଡ଼ ତଳେ ଓଲଟି ପଡିବା ଫଳରେ ଗାଡ଼ିର ଡ୍ରାଇଭର ସଞ୍ଜୟ ସାହୁଙ୍କ ମୋରମ ତଳେ ରହି ମୃତ୍ୟୁ ହୋଇଛି । ପ୍ରକାଶ ଥାଉକି!-->…
Read More...
Read More...
ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍ଘାଟିତ
ରାୟଗଡା: ସ୍ୱାସ୍ଥ୍ୟଯତ୍ନ ସୁବିଧାରେ ବୃଦ୍ଧି ଘଟାଇବା ଏବଂ ଜନସାଧାରଣଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏକ ଗ୍ରୀନଫିଲ୍ଡ ରିଫାଇନାରୀ ଆଦିତ୍ୟ ଆଲୁମିନା ଚଳିତ ମାସ ୨୧ ତାରିଖରେ କଂସାରୀଗୁଡା!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ମହାପ୍ରଭୁଙ୍କ ନିକଟରେ ଅର୍ପଣ ହେଲା ନିମନ୍ତ୍ରଣ ପତ୍ର
ପୁରୀ : ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଏ ନେଇ ଆଜି ଶୁଭ ବେଳାରେ ବାହାରିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି!-->…
Read More...
Read More...
ହରଭଙ୍ଗା ବ୍ଲକ ବିଭିନ୍ନ ସ୍ଥାନରେ ଡାଲଖାଇ ଯାତ୍ରା
ହରଭଙ୍ଗା : ହରଭଙ୍ଗା ବ୍ଳକର ବିଭିନ୍ନ ସ୍ଥାନରେ ଡାଲଖାଇ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପର୍ବ ଅବସରରେ ଚାରିଛକରେ ଡାଲଖାଇ ଯାତ୍ରା ହୋଇଥିବା ବେଳେ ଠିଁଡ଼ିକାଜୋର ଗ୍ରାମରୁ ଢୋଲ ନିଶାନ,ତାସା ଭୋଗ ଭାର ସହ ଏକ ପଟୁଆରରେ ଗ୍ରାମର ଶତାଧିକ ପୁରୁଷ ମହିଳା ଡାଲଖାଇ ମୁଣ୍ଡିଆକୁ ପହଁଚି!-->…
Read More...
Read More...
ଆସନ୍ତାକାଲି ନୂଆ ଓଡିଶା ଯୁବ ଓଡିଶାର ମେଗା କାର୍ଯ୍ୟକ୍ରମ,ଯୋଗ ଦେବେ ୧୦ ହଜାର କଲେଜ ଛାତ୍ରଛାତ୍ରୀ
ସୁବର୍ଣ୍ଣପୁର : ଆଜି ସୋନପୁରର ଶ୍ରୀ ରାମେଶ୍ୱର ଷ୍ଟାଡିୟମଠାରେ ନୂଆ ଓଡିଶା ଯୁବ ଓଡିଶାର ମହୋତ୍ସବ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏସପି ଅମରେଶ ପଣ୍ଡା, ଏଡିଏମ୍ ସୂର୍ଯ୍ୟ!-->…
Read More...
Read More...
କୂଅରେ ପଡି ଶିଶୁକନ୍ୟା ମୃତ
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ାର ଗଉଡସାହି ଗ୍ରାମର ହିତିକୃଷ୍ଣ ନାୟକଙ୍କ ନାତୁଣୀ କୂଅରେ ପଡ଼ି ମୃତ୍ୟୁବରଣ କରିଛି । ସୂଚନା ଥାଉକି ହିତିକୃଷ୍ଣଙ୍କ ଝିଅ ନିଳେନ୍ଦ୍ରୀ ତିନିବର୍ଷ ତଳେ ସରଣକୁଳ ଆଙ୍ଗିଶୀଙ୍ଗି ଗ୍ରାମର ପ୍ରଭାତ କୁମାର ନାହକଙ୍କ ସହିତ ବାହାଘର ହୋଇଥିଲା!-->…
Read More...
Read More...
ଋଷିଗାଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ
ଭବାନୀପାଟଣା: ରିଷିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହାସମାରୋହରେ ଉଦଯାପିତ ହେଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚାରୀ ଶବର ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ମହେନ୍ଦ୍ର!-->…
Read More...
Read More...