Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେଡିର ବୌଦ୍ଧରୁ ପ୍ରଦୀପ କଣ୍ଟାମାଳରୁ ମହୀଧର କଲେ
ନାମାଙ୍କନ ପତ୍ର ଦାଖଲ
ବୌଦ୍ଧ,୨୯/୪:- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ବୌଦ୍ଧ ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ବିଜୁ ଜନତା ଦଳ ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପ୍ରଥମେ ବୌଦ୍ଧ ବିଧାନସଭା!-->…
Read More...
Read More...
ନାମାଙ୍କନପତ୍ର ଦାଖଲକଲେ ବିଜେଡି ଲୋକସଭାପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ
କେନ୍ଦୁଝର,୨୯/୪:- କେନ୍ଦୁଝର ସଂସଦୀୟକ୍ଷେତ୍ର ପାଇଁ ବିଜୁ ଜନତାଦଳର ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ସ୍ଥାନୀୟ କାଳୀପଡିଆରୁ ପାରମ୍ପାରିକ ବାଦ୍ୟ, ନୃତ୍ୟ ସହିତ ପ୍ରାର୍ଥୀପତ୍ର ଦାଖଲର ଶୁଭ ଅଭିଯାନ ଆରମ୍ଭ ହୋଇଥିଲା । ଏକ ବିରାଟ ପଟୁଆର ରେ ଦଳୀୟ!-->…
Read More...
Read More...
ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା
ଦେବଗଡ଼,୨୯/୪:- ଚଳିତ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେଥି ନିମନ୍ତେ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ । ଦେବଗଡ଼ ଜିଲ୍ଲାର ବିଧାନସଭା ଓ ଲୋକସଭା କାର୍ଯ୍ୟ ଖସଡ଼ା କିପରି ରହିଛି ପର୍ଯ୍ୟବେକ୍ଷକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ ଭାବେ ଜନ!-->…
Read More...
Read More...
ବିଜେଡି ପକ୍ଷରୁ ରକ୍ତଦାନ ଶିବିର:୧୦୧ ୟୁନିଟ ରକ୍ତ ସଂଗୃହିତ
ଚିପିଲିମା,୨୫/୪:- ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହେଉଥିବାବେଳେ, ରୋଗୀ ରକ୍ତପାଇଁ ବହୁତ ହଇରାଣ ହେଉଛନ୍ତି । ଏପରି ସ୍ଥିତିରେ ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ!-->…
Read More...
Read More...
ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ୨ ମାଓବାଦୀ ନିହତ:
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୌଦ୍ଧ ଆରକ୍ଷୀ…
ବୌଦ୍ଧ,୨୫/୪:- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପାଢେଲ ଡେମ୍ ନିକଟ ଜଙ୍ଗଲରେ ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଆଜି ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏଥିସହିତ କିଛି ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏନେଇ ଆଜି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ!-->…
Read More...
Read More...
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୋନପୁର ଗସ୍ତକୁ ନେଇ ସାମ୍ୱାଦିକ ସମ୍ମିଳନୀ
ସୁବର୍ଣ୍ଣପୁର,୨୩/୪ - ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଚାଲିଛି, ଧୋକା ଦେଇଛି, ଠକି ଚାଲିଛି ନବୀନ ସରକାର । ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି । ନବୀନ ସରକାର ଏକ ଠକ ସରକାର, କଣ୍ଢେଇ ସରକାର । ଜଣେ ଅଣ ଓଡ଼ିଆ ନବୀନକୁ କଣ୍ଢେଇ ପରି ନଚାଉଛି, ନିଜ ବେପାରରେ!-->…
Read More...
Read More...
ସେକ୍ଟର ଅଫିସରମାନଙ୍କ ପ୍ରଶିକ୍ଷଣ ଶିବିର
ଦେବଗଡ଼,୨୩/୪:- ଆସନ୍ତା ସାଧାରଣ ନିର୍ବାଚନକୁ ଅଧିକ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଫିସର ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସେକ୍ଟର!-->…
Read More...
Read More...
ଅବକାରୀ ବିଭାଗର ଚଢାଉ
ଚମ୍ପୁଆ,୨୩/୪:- ସାଧାରଣ ନିର୍ବାଚନ୨୦୨୪ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଚଢାଉ ଜାରି ରହିଥିବାବେଳେ ଆଜି ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଉପ ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ନିସା ଗଡ଼ିଆ, ସିଲି ପୁଞ୍ଜି ତଥା ଚମ୍ପୁଆରେ ବିଭିନ୍ନ!-->…
Read More...
Read More...
ବୌଦ୍ଧ:ସିଦ୍ଧ ହନୁମାନ ମନ୍ଦିରରେ ଶ୍ରୀଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ
ବୌଦ୍ଧ,୨୩/୪:- ବୌଦ୍ଧ ସହର ମହାନଦୀ ମଧ୍ୟସ୍ତ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ମନ୍ଦିରରେ ଧ୍ୱ୍ୱଜା ରୋପଣ ପରେ ବ୍ରତଧାରୀ ମହିଳାମାନେ ମହାନଦୀରୁ କଳସରେ ଜଳବୁଡାଇ ସହର ପରିକ୍ରମା କରି ପୂଜାସ୍ଥଳରେ!-->…
Read More...
Read More...
ବୌଦ୍ଧରେ ବିଶାଳ ମିଶ୍ରଣ ପର୍ବ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବୌଦ୍ଧ: ବୌଦ୍ଧ ଜିଲ୍ଲାର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଟୁପାଲି ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପରେ ବିଜେପିର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସମାବେଶ ଓ ମିଶ୍ରଣ ପର୍ବରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଜିଲ୍ଲାର ବୌଦ୍ଧ!-->…
Read More...
Read More...