Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାରା ରାଜ୍ୟରେ ପ୍ରବଳ ଶୀତ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଅପରାହ୍ଣ ୪ଟା ବାଜିଲେ ଶୀତ ମାଡ଼ି ଆସୁଛି। ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପ୍ରାୟ ଅଞ୍ଚଳରେ ରାତି!-->…
Read More...
Read More...
ଭୁଷୁଡିଲା ନିର୍ମାଣାଧୀନ ମେଡିକାଲ ଛାତ, ୪ ଆହତ
ଗଣିଆ:ଗଣିଆ ମେଡିକାଲ ପରିସରରେ ନିର୍ମାଣଧିନ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ପୋଟିକ ଭୂଷୁଡି ପଡିଥିବା ଜଣାପଡିଛି । ଉକ୍ତ ପୋଟିକର ଛାତ ଆଜି ପଡୁଥିବା ବେଳେ ତଳେ ଦିଆଯାଇଥିବା ଖୁଣ୍ଟ ଭାଡିଆ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଛାତ ଉପରେ ଛିଡା ହୋଇ କାମ କରୁଥିବା ୪ ଜଣ ଶ୍ରମିକ ଗୁରୁତର ହୋଇ!-->…
Read More...
Read More...
ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ,ବନ୍ଧୁକ ସମେତ ଅନେକ ମାଓ ସାମଗ୍ରୀ ଜବତ
ବାଲିଗୁଡ଼ା: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲ୍ଲା ବେଲଘର କୋଟଗଡ଼ ଥାନା ସିମାନ୍ତରେ ମାଓ ଗତିବିଧି ଦେଖାଦେଇଛି । ଏସ୍ଓଜି ଓ ସିଆରପିଏଫ୍ ଜବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହେବା ପରେ ଉଭୟଙ୍କ!-->…
Read More...
Read More...
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ବର: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ ପରୀକ୍ଷା । ୧୯ ତାରିଖ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଗଣିତ ପରୀକ୍ଷା ଦିନ!-->…
Read More...
Read More...
ରାଜ୍ୟରେ ୪୬ ଆଇଏଏସ, ୬୭ ଆଇପିଏସ ପଦବୀ ଖାଲି
ଭୁବନେଶ୍ୱର: ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆାଇଏଫଏସ ପଦବୀ ଖାଲି ନେଇ ସୂଚନା ଦେଇଛନ୍ତି ।ବିଧାନସଭାରେ ଲିଖିତ ଉତ୍ତର ରଖିବା ସହ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୪୬ ଆଇଏଏସ, ୬୭ ଆଇପିଏସ ଓ ୭୦ ଆଇଏଫଏସ ପଦବୀ ଖାଲି!-->…
Read More...
Read More...
ନବ କଳେବର ହେବ କଲେକ୍ଟରେଟ୍ ବିଲ୍ଡିଂ
ଭୁବନେଶ୍ୱର : ନବ କଳେବର ହେବ କଲେକ୍ଟରେଟ୍ ବିଲ୍ଡିଂ । ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ ହେବ । କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଡ଼ାଯିବ । ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩!-->…
Read More...
Read More...
ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ!-->…
Read More...
Read More...
ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ, ମଞ୍ଜୁରି ଦେଲେ ରାଜ୍ୟ ସରକାର
ଭୁବନେଶ୍ବର,୨୯।୧୧ : ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ। ପଞ୍ଚାୟତସ୍ତରୀୟ ପ୍ରଶାସନିକ କାର୍ଯ୍ୟକୁ ଉନ୍ନତ କରିବା ପାଇଁ ଗ୍ରାମ ପଞ୍ଚାୟତ ପିଅନ" ନାମକ ଏକ ନୂତନ ପଦବୀକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ମାସିକ ଦରମା ୧୩ ହଜାର ୧୬୦ ଟଙ୍କା ରଖାଯାଇଛି।
Read More...
Read More...
ସୁଭଦ୍ରା ସଂପର୍କରେ ଗୃହରେ ବଡ ତଥ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା। ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି।୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି।୧ କୋଟି ୩ ଲକ୍ଷ ୮୯!-->…
Read More...
Read More...
ଉପକୂଳକୁ ମାଡ଼ିଆସୁଛି ‘ଡିଟଓ୍ୱା’
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ଡିଟଓ୍ୱା।। ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ବନ୍ୟା ଭୂସ୍ଖଳନରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବାତ୍ୟା ଭାରତ ଆଡକୁ ଗତି କରୁଛି। ଆଜି ସକାଳ ୮ଟା ସମୟରେ ଏହା ଭାରତୀୟ ଅଞ୍ଚଳକୁ ଛୁଇଁବ ବୋଲି ଆଶା କରାଯାଉଛି।!-->…
Read More...
Read More...