Browsing Category

ରାଜ୍ୟ

୯ରେ ଶପଥ ଗ୍ରହଣ କରିବେ ବିଜେପିର ବେଙ୍ଗଲ ନୂଆ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ସୁନାମି । ୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କସରତ । ଏସବୁ ଭିତରେ ଆସନ୍ତା ମେ ୯ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏନେଇ ଦଳର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ କକ୍ଷର ଶୁଭାରମ୍ଭ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ ହୋଇଯାଇଛି l ଏହି ଅବସରରେ ସକାଳୁ ଶୁଭ ବେଳାରେ ପାରମ୍ପରିକ
Read More...

ଦୁଇ ବର୍ଷ ପୂର୍ବେ ଗଠିତ ଟିଭିକେ, ୭୭ ବର୍ଷ ପୁରୁଣା ଡିଏମକେ ଗଡ଼କୁ ଭାଙ୍ଗି ଦେଲା ? ଆସନ୍ତୁ ଜାଣିବା ତାମିଲ ରାଜନୀତିର…

ନୂଆଦିଲ୍ଲୀ। ବିଜୟ ଥଲାପଥୀ ତାମିଲ ସିନେମାର ଏକ ଜଣାଶୁଣା ନାମ। ମାତ୍ର ୬୯ଟି ଚଳଚ୍ଚିତ୍ରର ଫିଲ୍ମୋଗ୍ରାଫି ସହିତ, ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ସୁପରଷ୍ଟାରମାନଙ୍କ ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରିସାରିଛନ୍ତି। ଅଭିନୟ ବ୍ୟତୀତ, ତାଙ୍କର ଗୀତ ଗାଇବା ପ୍ରତି ମଧ୍ୟ ଆଗ୍ରହ
Read More...

ରାଜ୍ୟରେ ୩ଦିନ ଯାଏ ପ୍ରବଳ ବର୍ଷା ଓ ପବନ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କିଛିଦିନ ହେବ ବର୍ଷା ହେଉଥିବାବେଳେ ରବିବାର ମେଘୁଆ ପାଗ ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ ଆଗାମୀ ୩ଦିନ ଯାଏ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ କରିଛି। ସୋମବାର ରାଜ୍ୟର ପ୍ରାୟ ସବୁ ଜିଲାରେ
Read More...

ଆସାମରେ ପୁଣି ବିପୁଳ ବିଜୟ ପଥରେ ବିଜେପି

ଗୌହାଟୀ : ଆସାମରେ ପୁଣି ବିପୁଳ ବିଜୟ ପଥରେ ବିଜେପି। ୯୦ରୁ ଅଧିକ ଆସନରେ ଅଗ୍ରଣୀ ସହ ସରକାର କରିବା ନିଶ୍ଚିତ। ବହୁ ପଛରେ ରହିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ। ଆସାମରେ ୧୨୬ ଆସନରୁ ୧୨୬ ମଧ୍ୟରେ ବିଜେପି ୯୮ ଆସନ ହାତେଇଥିବା ବେଳେ କଂଗ୍ରେସ ୨୬ ଅନ୍ୟାନ୍ୟ ୦୨ ହାତେଇଛନ୍ତି।ଆସାମ ବିଧାନସଭା
Read More...

ମାଟ୍ରିକ୍ ଫଳ ପ୍ରକାଶ;୯୫.୫୮% ଉତ୍ତୀର୍ଣ୍ଣ, ଜିଲ୍ଲାରେ ଖୁସିର ମାହୋଲ

ବୌଦ୍ଧ,୨/୫ : ଆଜି ମାଟ୍ରିକ୍ (ଦଶମ ଶ୍ରେଣୀ) ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବାରୁ ଶିକ୍ଷା ମଣ୍ଡଳୀ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ ବୌଦ୍ଧ ଜିଲ୍ଲାର ୭୯ଟି ବିଦ୍ୟାଳୟରୁ ମୋଟ ୬୬୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬ ଜଣ
Read More...

ଜିତୁ ମୁଣ୍ଡା ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ଵର : ଜିତୁ ମୁଣ୍ଡା ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ। ଗତ ଏପ୍ରିଲ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଶାଖାରେ ଘଟିଥିବା ଅମାନବୀୟ ଘଟଣାରେ ଆଲୋକପାତ କରିବା ପାଇଁ ବିରୋଧୀ ଦଳ ନେତା
Read More...

ନାରୀଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍:ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:ନାରୀଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍। ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଆପ୍ ଲଞ୍ଚ୍ କରିଛନ୍ତି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Read More...

ଦହିବରା ଖାଇ ୪୦ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ

ଦଶରଥପୁର: ଦହିବରା ଖାଇ ୪୦ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ । ସମସ୍ତଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ।। ଗତ କାଲି ସକାଳୁ ନିକଟସ୍ଥ ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର
Read More...

ଆଜି ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ:ପ୍ରକାଶ ପାଇବ ଆଜି ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ଏବଂ ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ
Read More...