Browsing Category

ରାଜ୍ୟ

ବିଜେଡି ଉପରେ ବର୍ଷିିଲେ ଦେବାଶିଷ

ଭୁବନେଶ୍ୱର: ଭାଜପାରେ ମିଶିବା ପରେ ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ପୁଣି ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ମୁଁ ଏବେ ଘରକୁ ଫେରିବା ଭଳି ମୋର ମନେ ହେଉଛି। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ନବୀନ ନିବାସକୁ ହଠାତ୍‌ ଯିବାକୁ ମୋତେ ମନା…
Read More...

ଶତକ ଆସିବା ଜାରି ରହିବ, ଆମକୁ ଟ୍ରଫି ଜିତିବାକୁ ପଡିବ : ବୈଭବ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଷ୍ଟାର ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଜାଣି ନ ଥିଲେ ଯେ ତାଙ୍କ ପାଖରେ ସବୁଠାରୁ ଦ୍ରୁତତମ IPL ଶତକର ରେକର୍ଡ ସ୍ଥାପନ କରିବାର ସୁଯୋଗ ଅଛି, କିନ୍ତୁ ସେ କେବଳ ତିନି ରନ ପାଇଁ ଏହାକୁ ହାତଛଡ଼ା କରିଥିଲେ।SRH ବିପକ୍ଷରେ IPL 2026 ଏଲିମିନେଟର ମ୍ୟାଚ୍‌ରେ…
Read More...

ଜୁନ୍ ୨ ଯାଏଁ ହିଟୱେଭ୍ ଆଲର୍ଟ, ଏହି ସବୁ ଜିଲ୍ଲାରେ ସ୍ଥିତି ହେବ ସଙ୍ଗୀନ

ଭୁବନେଶ୍ଵର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଭୀଷଣ ଗୁଳୁଗୁଳି। ଜୁନ୍ ୨ ଯାଏଁ ହିଟୱେଭ୍ ସତର୍କତା ଜାରି କଲା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର ପରି ଖଣିଜ ଅଞ୍ଚଳରେ ଆହୁରି ସଙ୍ଗୀନ ହେବ ସ୍ଥିତି। ଏନେଇ…
Read More...

ବିଳମ୍ବ ହେବ ମୌସୁମୀ ପହଞ୍ଚିବା, ଭୁଲ୍ ହେଲା ଆକାଳନ

ନୂଆଦିଲ୍ଲୀ : ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମିବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଆରମ୍ଭରୁ ଠକିଛି ମୌସୁମୀ । ମେ’ ୨୬ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । କିନ୍ତୁ, ଛୁଇଁବା ତ ଦୂର…
Read More...

ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ

ଭୁବନେଶ୍ଵର : ପଶ୍ଚିମବଙ୍ଗ ପରେ ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍ ରେ ଓଡ଼ିଶା ସରକାର। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ ବୋଲି…
Read More...

ଜୁନ ୧୮ରେ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର- ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ସାଂସଦ ପଦ ପାଇଁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ନିର୍ବାଚନ ଆୟୋଗ। ଜୁନ ୧୮ରେ ଭୋଟ ସହ ଗଣତି ପରିଣ ବିଜ୍ଞପ୍ତିରେ ପ୍ରକାଶ। ବିଜେଡ଼ି ସହ ରାଜ୍ୟସଭା ସାଂସଦ ପଦ ଛାଡ଼ିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ଫଳରେ…
Read More...

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଜମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ ।ମୃତକ ବାଲିଗୁଡ଼ା ସହରର ଯୁବ ବ୍ୟବସାୟୀ ଖଜୁରୀନାଳ ସାହି…
Read More...

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ବିଜେପିରେ ମିଶିଲେ ଦେବାଶିଷ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି)ରେ ମଙ୍ଗଳବାର ଯୋଗ ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ମିଶିଥିବା ସହ ପଦ୍ମ ଧରିଲେ ଦେବାଶିଷ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ…
Read More...

ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ 

ଭୁବନେଶ୍ବର: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ । ତେବେ ସେ ଶଙ୍ଖ ଛାଡି ପଦ୍ମ ଧରିବା…
Read More...

କାଳବୈଶାଖୀ ନେଲା ବୃଦ୍ଧଙ୍କ ଜୀବନ

ବାଲିଗୁଡ଼ା:କାଳବୈଶାଖୀ ନେଲା ବୃଦ୍ଧଙ୍କ ଜୀବନ। ଗତକାଲି କାଳବୈଶାଖୀ ପ୍ରଭାବରେ ଉଡ଼ି ଯାଇଥିଲା ଘରର ଛାତ ଏବଂ ପଡ଼ି ଯାଇଥିଲା କାଠ । ଘର କାଠ ପଡ଼ି ଗୁରୁତର ଆହତ ହୋଇଥିଲେ ବୃଦ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ…
Read More...