Browsing Category

ରାଜ୍ୟ

ଘରଡିହ ଶୂନ୍ୟ ପରିବାରଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲିଗୁଡ଼ା: ରାଜ୍ୟର ଗ୍ରାମାଞ୍ଚଳ ମାନଙ୍କରେ ବସବାସ କରୁଥିବା ଏବଂ ଆଇନାନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଘରଡିହ ଶୂନ୍ୟ ପରିବାରଙ୍କୁ ବାସୋପଯୋଗୀ ଜମି ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ତଦନୁଯାୟୀ ଘରଡିହଶୂନ୍ୟ ପରିବାରମାନଙ୍କ ନୂତନ ସର୍ବେକ୍ଷଣ କରିବା ନିମେନ୍ତ ରାଜ୍ୟ ସରକାର
Read More...

ଆନନ୍ଦବଜାର ଭିତରେ ଶୃଙ୍ଖଳା ପାଇଁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆନନ୍ଦବଜାର ଭିତରେ ଶୃଙ୍ଖଳା ଆଣିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବାବେଳେ ଆଜିଠାରୁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୨ ଟି ସିଫ୍ଟରେ ଏହି କର୍ମଚାରୀ ମାନେ ଆନନ୍ଦବଜାରରେ ଶୃଙ୍ଖଳିତ ଭାବେ ମହାପ୍ରସାଦ
Read More...

ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୮୬ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ପୁରୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୁରୀ ପୌର ପରିଷଦ ପକ୍ଷରୁ ୨୮୬ ଜଣ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ସ୍ୱାୟତ୍ତ ଶାସନ
Read More...

ଧର୍ମଶାଳା କଲେଜରେ ୪୭ତମ ସ୍ଵନକ୍ଷତ୍ର ସମାରୋହ

ଧର୍ମଶାଳା : ଆଜି ଧର୍ମଶାଳା ମହାବିଦ୍ୟାଳୟର ୪୭ତମ ସ୍ୱନକ୍ଷତ୍ର ସମାରୋହରେ ମାନ୍ୟବର ଯାଜପୁର ସାଂସଦ ରବିନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସହ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କିଛି ସମୟ ଛାତ୍ରଛାତ୍ରୀ
Read More...

ବୌଦ୍ଧରେ ନିବେଶକାରୀ ହତାଶ;ଅନ୍‌ଲାଇନ ଆପ୍‌ରେ କୋଟିକୋଟି ଟଙ୍କାର ଠକେଇ

ବୌଦ୍ଧ,୩୦/୮ (ହୀ.ପ୍ର) : ଆଜି ସଂଧ୍ୟାରେ ବୌଦ୍ଧ ସହରରେ ଅନଲାଇନ ଜୁଆ ଖେଳକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଶତାଧିକ ଲୋକ କୋଟିକୋଟି ଟଙ୍କା ହରାଇଥିବା ଚର୍ଚ୍ଚା ହେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଅଗଷ୍ଟ ୨୦ ତାରିଖ ଦିନ ବୌଦ୍ଧ ସହରର ଏକ ହୋଟେଲରେ ଅନଲାଇନ ଆପ୍‌ରେ ଟଙ୍କା ଲଗାଇବା ପାଇଁ ଏକ
Read More...

ବିଜେପିରେ ଯୋଗ ଦେଲେ ଜେଏମଏମ ନେତା

ରାଞ୍ଚୀ: ଝାଡ଼ଖଣ୍ଡ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି। ଏଥି ପାଇଁ ରାଞ୍ଚୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଝାଡଖଣ୍ଡ ବିଜେପି ସଭାପତି
Read More...

ଭିଜାଲାନ୍ସ ଜାଲରେ DEO ଅଫିସ୍‌ କିରାଣୀ

ବାଲେଶ୍ବର : ଆଉଜଣେ ପଡିଲେ ଭିଜାଲାନ୍ସ ଜାଲରେ I ଜାଲରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି DEO ଅଫିସ୍‌ କିରାଣୀ । DEO ଅଫିସ୍‌ରେ କିରାଣୀଙ୍କ ଘରେ ରେଡ୍। କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ
Read More...

ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ହେବାକୁ ଯାଉଛି। ଯେଉଁଥିରେ ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନ୍ଦିରର ବଜେଟ ଆଗତ କରାଯିବ l ସେଥିପାଇଁ ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ
Read More...

ବିଭିନ୍ନ ଯୋଜନାର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ନିଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ଉପଯୁକ୍ତ ହିତାଧିକାରୀଙ୍କୁ
Read More...

କର୍କଟ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବାକୁ “ଆଶା ଓ ଦିଶା’ର ଆକୁଳ ନିବେଦନ

ଯାଜପୁର/ଧର୍ମଶାଳା : ଯେଉଁ ବୟସରେ ବହି, ଶିଲଟ ଓ କଲମ ଧରି ସାଙ୍ଗ ସାଥୀ ମେଳରେ ସ୍କୁଲକୁ ଯିବା କଥା ସେ ବୟସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ନିଷ୍ପାପ ଶିଶୁଟି । ଯେଉଁ ବୟସରେ ସାଙ୍ଗ ସାଥୀ ମେଳରେ ଖେଳ କୁଦ କରିବା କଥା ସେ ବୟସରେ ଜୀବନଟି ତାର ବୋଝ ହୋଇଯାଇଛି । ଯେଉଁ ବୟସରେ ଦେଶ ନିର୍ମାଣର
Read More...