Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କବାଡ଼ି ଚାମ୍ପିୟନ ଟିମ୍କୁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା ଦକ୍ଷିଣ କାଳୀ କବାଡ଼ି ଟିମ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ମା ଦକ୍ଷିଣ କାଳୀ କ୍ଲବ୍ ପକ୍ଷରୁ ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ବ୍ୟବସାୟୀ!-->…
Read More...
Read More...
କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ନଗ୍ନ ଭିଡିଓ ଭାଇରାଲ କରି ଯୁବକ ଗିରଫ
ବାଲିଗୁଡା : କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ପରେ ଛାତ୍ରୀଙ୍କୁ ଧମକ ଚମକ ଦେଇ ଛାତ୍ରୀଙ୍କ ନଗ୍ନ ଦୃଶ୍ୟକୁ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ଘଟଣାରେ ଦାରିଙ୍ଗବାଡି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହେଲେ!-->…
Read More...
Read More...
ମା ଭୈରବୀ ମହୋତ୍ସବ ଓ ପଲିଶ୍ରୀ ମେଳାର ପଞ୍ଚମ ସନ୍ଧ୍ୟା: ସାମିଲ ହେଲେ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ:…
ହରଭଙ୍ଗା,୨୦/୧୧:- ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ବାଉଁଶବଣର ରାଣୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବର ପଞ୍ଚମ ସନ୍ଧ୍ୟା ଆଜି ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଠାରେ ସନ୍ଧ୍ୟା ଆଳତୀ ଅର୍ପଣ କରାଗଲା ପରେ ଆଞ୍ଚଳିକ ଲୋକଗୀତ ସହିତ ପଶ୍ଚିମ ଓଡିଶା ପାରାୟଣ ଗାୟିକା!-->…
Read More...
Read More...
ଶୁଭାରମ୍ଭ ହେଲା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ସମାରୋହ
ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ "କ୍ରୀଡ଼ା ,ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ଏକ ସମନ୍ୱିତ!-->…
Read More...
Read More...
ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର
ଯାଜପୁର,୨୦/୧୧:- କେ.ଏନ୍.ଡି.ଏ. ସମ୍ମିଳନୀ ଗୃହ, କଳିଙ୍ଗ ନଗର ଠାରେ ମିଳିତ ଜନ ଅଭିଯୋଗ ଜିଲ୍ଲାସ୍ତରୀୟ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କ୍ରବର୍ତ୍ତୀ ସିଂହ ରାଠୋର ଅଭିଯୋଗ ଶୁଣାଣିରେ ଅଧ୍ୟକ୍ଷତା କରି ଥିବାବେଳେ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ, ଅତିରିକ୍ତ!-->…
Read More...
Read More...
ଅଜଣା ଯୁବକର ମୃତଦେହ ଉଦ୍ଧାର
ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଛକ ନିକଟରେ ଗତକାଲି ସଂଧ୍ୟା ପ୍ରାୟ ୬. ୩୦ ମିନିଟ ସମୟରେ ଏକ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ତେବେ!-->…
Read More...
Read More...
ବାଲିବେରେଣା ଗ୍ରାମରୁ ବାଘ ଛାଲ ଜବତ, ଜଣେ ଗିରଫ
ଦଶପଲ୍ଲା : ବନ୍ୟଜନ୍ତୁଙ୍କ ପ୍ରତି ମାଡି ଆସୁଛି ମହା ବିପତ୍ତି । ଆଉ ନିଜକୁ ସୁରକ୍ଷା ଦେଇପାରୁନି, ବନରାଜ ବାଘ । ଶିକାରୀଙ୍କ ହାତରେ ଚାଲି ଯାଉଛି ଜୀବନ । ସାରା ଓଡିଶା ସମେତ ଦଶପଲ୍ଲା ବନାଂଚଳରେ ମଧ୍ୟ ହେଉଛି ବାଘ ଶିକାର । ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସଟିଏଫ୍ ଟିମ୍ ଅଚାନକ!-->…
Read More...
Read More...
ଜାନୁୟାରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଚାଲିଛି ଜୋରଦାର ପ୍ରସ୍ତୁତି
ପୁରୀ : ଭକ୍ତ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ!-->…
Read More...
Read More...
ଆସନ୍ତାକାଲି ପବିତ୍ର ଅଁଳାନବମୀ,ରାଧାପାଦ ଦର୍ଶନ କରିବେ ଭକ୍ତ
ପୁରୀ: ଆସନ୍ତାକାଲି ପବିତ୍ର ଅଁଳାନବମୀ ତଥା ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା!-->…
Read More...
Read More...
ରାଣୀ ଲକ୍ଷ୍ମବାଈ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ହରଭଙ୍ଗା :ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟ ଛାତ୍ରୀ ମାନଙ୍କର "ରାଣୀ ଲକ୍ଷ୍ମୀବାଈ ଆତ୍ମ ସୁରକ୍ଷା ତାଲିମ' ଶିବିର ଆଜି ଉଦଘାଟିତ ହୋଇଛି । ଏହି ତାଲିମ ଶିବିରକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣା ଉଦଘାଟନ କରିଥିବା ବେଳେ ହାଇସ୍କୁଲର!-->…
Read More...
Read More...