Browsing Category

ରାଜ୍ୟ

ଗାଡି ଜବତ, ୨ ଚୋର ଅଟକ

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ଦିନକୁଦିନ ଚୋରି କାଣ୍ଡ ବଢୁଥିବା ବେଳେ ଜ଼ିଲ୍ଲାର ହରଭଙ୍ଗା ଥାନା ତଳଗାଁ ପଚାୟତ ଗଣ୍ଡି ସର ଗ୍ରାମରେ ବିଳମ୍ବିତ ରାତ୍ରିରେ ୨ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରିଥିବା ଜଣାପଡ଼ିଛି । ସୂଚନା ମତେ ଗତ ୨୧ ତାରିଖ ରାତ୍ରି ୧୧ଘଣ୍ଟା ସମୟରେ ଗଣ୍ଡିସର ଗ୍ରାମରେ
Read More...

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି
Read More...

ରାମଗଡ ଗ୍ରାମରେ କୈଳାସୀ ଯାତ୍ରା ଅନୁଷ୍ଠିତ

ହରଭଙ୍ଗା :କାର୍ତ୍ତିକ ମାସ ବଡ଼ ଏକାଦଶୀ ବା କୈଳାସୀ ଓଷା ଗୁରୁବାର ଦିନ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ କୈଳାସୀ ମାଙ୍କ ଓଷାକୋଠିରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଗହଣରେ ଛତି, ଛାତ୍ର, ଘଣ୍ଟଘଣ୍ଟାର ଶୋଭାଯାତ୍ରାରେ ମହାନଦୀକୁ ଯାଇ ପୂର୍ଣ୍ଣ ଜଳ କୁମ୍ଭ
Read More...

ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା

ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି 'ପ୍ରଥା' ସିନେମାର ପ୍ରଯୋଜିକା ସନଲିସା।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା,
Read More...

ବିଜେବି କଲେଜରେ ଛାତ୍ର ଉତ୍ତେଜନା: ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି

ଭୁବନେଶ୍ୱର: ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ । କଲେଜର ଜଣେ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ
Read More...

ଆଠଗଡ କୃଷି ବିଭାଗ ତରଫରୁ ରବି ୠତୁ ପାଇଁ ଚିନାବାଦାମ, ସୋରିଷ ଓ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

ଆଠଗଡ: ଆଠଗଡ ବ୍ଲକ କୃଷି କାଯ୍ୟାଳୟ ତରଫରୁ କ୍ଷେତ୍ର ପ୍ରଦର୍ଶନ ପାଇଁ ରବି ୠତୁରେ ତୈଳ ବୀଜ ଚାଷ ପାଇଁ ଆଠଗଡରେ ବ୍ୟାପକ ଚାଷ ପାଇଁ ମାନ୍ୟବର କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଧୂରୁଷିଆ ଇଚ୍ଛାପୁର, ବେଣ୍ଟାପଦା,
Read More...

ସମବାୟିକା ପକ୍ଷରୁ ଜନ ସଚେତନତା ସମାରୋହ ଓ ସମ୍ବର୍ଦ୍ଧନା ସଭା

କଟକ : ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଓଡିଶା ସମବାୟ ସୁରକ୍ଷା ସଂଘ ତଥା ସମବାୟ ସୁରକ୍ଷା ଓ ବିକାଶର ବାର୍ତାବହ ଭାବେ ପାକ୍ଷୀକ ସମ୍ବାଦ ପତ୍ର ସମବାୟିକା ପକ୍ଷରୁ ଚଳିତ ବର୍ଷ ସ୍ଥାନୀୟ ଗାନ୍ଧୀ ଭବନ ସଭାଗୃହରେ ୧୮ତମ ରାଜ୍ୟସ୍ତରୀୟ ସମବାୟ ଜନ ସଚତେନତା ସମାରୋହ ଓ ସମ୍ବର୍ଦ୍ଧନା ସଭା
Read More...

ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଙ୍କତଇଳା ଗ୍ରାମରେ ଆଜି ୧୧ଟା ସମୟରେ ଜଂଗଲକୁ ପଥର ଆଣିବାକୁ ଯାଇଥିବାବେଳେ କୁଲୁରୁକୁମ୍ପା ଗ୍ରାମର ପ୍ରବୀଣ କୁମାର ସାହୁଙ୍କ ଟ୍ରାକ୍ଟର ଓଡି ୨୫ ଇ ୦୬୮୧ ଦୁର୍ଘଟଣା ଘଟିବା ଯୋଗୁଁ, ବାଣିଗୋଛା ଥାନା ଫାଲଫାଜୁ ଗ୍ରାମର ଟ୍ରାକ୍ଟର ଡ଼୍ରାଇଭର,
Read More...

ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ

ପୁରୀ : ଆଜି ହରି ଉତ୍‌ଥାପନ ଏକାଦଶୀ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ପଞ୍ଚୁକ ନୀତି । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ ଲାଗିଛି ଶ୍ରୀକ୍ଷେତ୍ରରେ । ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମହାପ୍ରଭୁ
Read More...

ହରଭଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ
Read More...