Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତୃତୀୟ ରାଜ୍ୟ ସ୍ତରୀୟ ମା’ ଭୈରବୀ ମହୋତ୍ସବ ଉଦଘାଟିତ
ହରଭଙ୍ଗା :କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଭାବନାର ମହା ମିଳନ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ବାଉଁଶ ରାଣୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଗୁରୁବାର ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ପ୍ରଥମେ ମା ଜଗତ ଜନନୀ ଭୈରବୀଙ୍କ!-->…
Read More...
Read More...
ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ
ବୌଦ୍ଧ,୧୬/୧୧:- ଜିଲ୍ଲାସ୍ତରୀୟ ୭୦ତମ ସର୍ବ ଭାରତୀୟ ସମବାୟ ମହୋତ୍ସବ ଆଜି ବୌଦ୍ଧ ବୁଟୁପାଲିସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ ଶ୍ରୀଯୁକ୍ତ!-->…
Read More...
Read More...
ପ୍ରେସ ଦିବସରେ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଉପରେ ଆଲୋଚନାଚକ୍ର:
ଜିଲ୍ଲା ପ୍ରଶାସନ ତରଫରୁ…
ବୌଦ୍ଧ,୧୬/୧୧ - ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ!-->…
Read More...
Read More...
ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସଦର ମହକୁମାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ,!-->…
Read More...
Read More...
ବୃଦ୍ଧାଶ୍ରମରେ ସାମ୍ବାଦିକ ପାଳିଲେ ଜାତୀୟ ପ୍ରେସ ଦିବସ
ଚମ୍ପୁଆ, ୧୬ ।୧୧: ଚମ୍ପୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ନିଆରା ଢଙ୍ଗରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଦିବସ ବୃଦ୍ଧା ଆଶ୍ରମରେ ପାଳିବା ସହିତ ବୃଦ୍ଧା ଓ ବୃଦ୍ଧମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଥିଲେ । ସୂଚନା ଅନୁସାରେ ବରିଷ୍ଠ!-->…
Read More...
Read More...
ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ସୁବର୍ଣ୍ଣପୁର : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ!-->…
Read More...
Read More...
ଗୋଟିଏ ରାତ୍ରିରେ ତିନି ମନ୍ଦିରରୁ ଚୋରି
ହରଭଙ୍ଗା: ବିଜ୍ଞାନ ଯୁଗରେ ମନୁଷ୍ୟ ଧର୍ମ ଛାଡିବା ସହିତ ବିଭିନ୍ନ ଦେବଦେବୀଙ୍କୁ ନ ମାନି ମନ୍ଦିର, ମସଜିଦ ଭାଙ୍ଗି ବିଧର୍ମୀ ହେବା ସହିତ ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାରେ ପଛାଉ ନାହାଁନ୍ତି । ଏମିତି ଏକ ନିଛାଟ ସତ୍ୟ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ!-->…
Read More...
Read More...
ବାଲିଗୁଡ଼ା ବନାଞ୍ଚଳର ଲଣ୍ଡାଗାଁ ଅଞ୍ଚଳରେ ୮ଟିକିଆ ହାତୀପଲ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଆଠଟିକିଆ ହାତୀପଲ । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି । ସେପଟେ ହାତୀପଲକୁ ଟ୍ରାକ୍ କରିବା ସହ ଘଉଡ଼ାଇବାକୁ ଉଦ୍ୟମ ଯାରି ରଖିଛି!-->…
Read More...
Read More...
ବୌଦ୍ଧରେ ମାଛଚାଷ ସମ୍ବନ୍ଧୀୟ ସଚେତନତା ଓ ପ୍ରଶିକ୍ଷଣ ଶିବିର
ବୌଦ୍ଧ,୧୫/୧୧:- ସ୍ଥାନୀୟ ଟାଉନହଲ ଠାରେ ଅନନ୍ୟା ଏବଂ କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ମୁଖ୍ୟ ବିଷୟବସ୍ତୁ ଥିଲା ମଧୁରଜଳ ମାଛଚାଷ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟଅତିଥି!-->…
Read More...
Read More...
ଆସନ୍ତାକାଲି ଠାରୁ ତୃତୀୟ ମା ଭୈରବୀ ମହୋତ୍ସବ
ହରଭଙ୍ଗା,୧୫/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା ଭୈରବୀ ମହୋତ୍ସବ । ଏହି ମହୋତ୍ସବ ନଭେମ୍ବର ମାସ ୧୬ତାରିଖ ଠାରୁ ଆରମ୍ଭ ହୋଇ ୨୧ତାରିଖ ପଯ୍ୟନ୍ତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।!-->…
Read More...
Read More...