Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି । ପ୍ରଥମ!-->…
Read More...
Read More...
ହବିଷ୍ୟାଳୀ ମା’ମାନଙ୍କୁ ଶାଲ ବଣ୍ଟନ
ପୁରୀ :ହବିଷ୍ୟାଳୀ ମା ମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାଲ ବଣ୍ଟନ କରାଯାଇଛି । ଆଜି ପୂର୍ବାହ୍ନରେ ବୃନ୍ଦାବତୀ ନିବାସ ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍ ନୀଳ ଜହର
ବାଲିଗୁଡ଼ା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍ ନୀଳ ଜହର । କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳର ଲୋକେ କୁଚକ୍ରିଙ୍କ ପ୍ରୋଲଭନରେ ପଡ଼ି ନିଜ ବ୍ୟବସାୟ ଛାଡ଼ି ରାତାରାତି କୋଟିପତି ହେବାର!-->…
Read More...
Read More...
ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ
ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ । ତେବେ ମରାମତି କାର୍ଯ୍ୟ ପାଇଁ ଲୁହା ପାଇପ୍ ସ୍କାଫୋଲ୍ଡିଙ୍ଗକୁ ସଂଯୋଗ କରାଯାଇ ଏକ ୱାର୍କିଙ୍ଗ ପ୍ଲାଟଫର୍ମ ତଥା ଭାରା ତିଆରି ହେବ । ସେଠାରେ ଏଏସାଆଇ କର୍ମଚାରୀ ରହି ନାଟମଣ୍ଡପର ମରାମତି!-->…
Read More...
Read More...
ବୁଣାକାର ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କଟକ: ଓଡିଶା ବୁଣାକାର ମହାସଂଘ ପକ୍ଷରୁ ବୁଣାକାରମାନଙ୍କ ସମସ୍ୟା ସମ୍ବଳିତ ୬ ଗୋଟି ପ୍ରସ୍ତାବ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରସ୍ତାବଗୁଡିକ ମଧ୍ୟରୁ ଜଣେ ବୁଣାକାରର ପକ୍କା ଘରଟିଏ ଥିଲେ ମଧ୍ୟ ଲୁଗା ବୁଣୁଥିବା ପ୍ରତ୍ୟେକ ବୁଣାକାରଙ୍କୁ ୧ ଲକ୍ଷ!-->…
Read More...
Read More...
ବିଜେପିରେ ମିଶିଲେ ପୂର୍ବତନ ଆଇଆର୍ଏସ୍ ଅଧିକାରୀ ସମ୍ବିତ୍ ତ୍ରିପାଠୀ
କଟକ: ପଦ୍ମ ଧରିଲେ ପୂର୍ବତନ ଆଇଆର୍ଏସ୍ ଅଧିକାରୀ ସମ୍ବିତ ତ୍ରିପାଠୀ । ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଏହି ପୂର୍ବତନ ପ୍ରାଶାସନିକ ଅଧିକାରୀ । କଟକ ଜିଲ୍ଲା ବଡମ୍ବାରେ ଦଳର ଯେଉଁ ସଂଗଠନ ଅଛି ତାହା ବହୁତ ସୁଦୃଢ ଅଛି । ତୃଣମୂଳ!-->…
Read More...
Read More...
ଭାରତୀୟ ଦଳର ବିଜୟ ପାଇଁ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ଠାରେ ଦୀପଦାନ
ସୁବର୍ଣ୍ଣପୁର : ଆଜି ବହୁ ପ୍ରତିକ୍ଷିତ କ୍ରିକେଟ୍ ୱାର୍ଲ୍ଡ କପ୍ର ଫାଇନାଲ ମ୍ୟାଚ୍ । ଏଥିରେ ଭାରତୀୟ କ୍ରିକେଟ ଦଳ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ହେବ ମହାସମର । ଏହି ଖୁସିରେ ଭାରତୀୟ କ୍ରିକେଟ୍ ଦଳ ର ବିଜୟ ପାଇଁ ଶୁଭ ମନାସି ଆଜି ମାଁ ସୁରେଶ୍ୱରୀଙ୍କ ଠାରେ ସ୍ୱଚ୍ଛ ଭାରତ,!-->…
Read More...
Read More...
ବିଶାଳ ବିଶ୍ୱକପ ପ୍ରତିକୃତି ତିଆରି କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୨୦୨୩ ବିଶ୍ୱକପ କ୍ରିକେଟ ମ୍ୟାଚ୍ର ଫାଇନାଲ ମ୍ୟାଚ୍ । ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବାକୁ କ୍ରିକେଟ ପ୍ରେମୀ ପ୍ରାର୍ଥନା କରୁଛନ୍ତି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ!-->…
Read More...
Read More...
ହରଭଙ୍ଗା ବ୍ଲକରେ କୋଶଲ ମହାବନ୍ଦର ଆଂଶିକ ପ୍ରଭାବ
ହରଭଙ୍ଗା,୧୮/୧୧:- ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶାକୁ ବୈମାତୃକ ମନୋଭାବ, ପଶ୍ଚିମ ଓଡିଶା ଭାଷାକୁ ଅବମାନନା, ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳାକୁ ନେଇ ଆଜି କୋଶଲ ମହାବନ୍ଦରେ ବୌଦ୍ଧ ଜିଲ୍ଲା ସାମିଲ ଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି ।!-->…
Read More...
Read More...
କୋଶଳ ବନ୍ଦ୍କୁ ସୁବର୍ଣ୍ଣପୁର ଜିଲ୍ଲାରେ ଅଦ୍ଭୁତପୂର୍ଣ୍ଣ ସଫଳତା
ସୁବର୍ଣ୍ଣପୁର,୧୮/୧୧:- ଦୀର୍ଘବର୍ଷରୁ ପଶ୍ଚିମ ଓଡିଶାର ୧୧ ଗୋଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରି ଆସୁଥିବା କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ପୁଣି କୋଶଲ ମହାବନ୍ଦ ଡାକରା ଦେଇଛି । ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ କୋଶଳ!-->…
Read More...
Read More...