Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୦୨ ଗ୍ରାମ ହେରୋଇନ ଜବତ, ଜଣେ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷିକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନରେ ଥିବା ଅଲାରନାଥ ମହାବିଦ୍ୟାଳୟ ନିକଟ ଅଂଚଳରେ ଚଢ଼ାଉକରି ଦୀପ୍ତି ରଞ୍ଜନ ସେଠୀଙ୍କୁ ଗିରଫ!-->…
Read More...
Read More...
ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା
ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା । ପାନଗୁଟଖାକୁ ବ୍ୟାନ୍ କଲା ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ କରାଯାଇଛି କଟକଣା । ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ!-->…
Read More...
Read More...
ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫ଟି ଉପକ୍ରମରେ ନୂଆ ଯୋଜନା ଆମ ହସ୍ପିଟାଲକୁ!-->…
Read More...
Read More...
ମୁଣ୍ଡରେ ବନ୍ଧୁକ ଲଗାଇ ଫ୍ଲିପ୍କାର୍ଡ କାର୍ଯ୍ୟାଳୟରୁ ୩ ଲକ୍ଷ ଟଙ୍କା ଲୁଟ
ଆଠଗଡ :ମୁଣ୍ଡରେ ବନ୍ଧୁକ ଲଗାଇ ଫ୍ଲିପ୍କାର୍ଡ କାର୍ଯ୍ୟାଳୟରୁ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଓ ଆଠଗଡ଼ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି!-->…
Read More...
Read More...
ହାତୀ ଆକ୍ରମଣରେ ଚାଷୀ ମୃତ
ଚମ୍ପୁଆ,୧୩ା୧୧: ଚମ୍ପୁଆ ରେଂଜ ଅନ୍ତର୍ଗତ କାଳିକାପ୍ରସାଦ ନିକଟସ୍ଥ ଗାଡାସାହି ଠାରେ ହାତୀ ଆକ୍ରମଣରେ ୫୫ ବର୍ଷର ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ହାତୀ ଆକ୍ରମଣ ପରେ ବନ ବିଭାଗ ଅଧିକାରୀ ଅକ୍ଷୟ ଛତ୍ରିଆ ଓ ବନପାଳ କାଳନ୍ଦି ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆହତ ନାରଦ!-->…
Read More...
Read More...
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ: ଐତିହାସିକ ରାମେଶ୍ୱର ଓ ଗନ୍ଧରାଢୀ ମନ୍ଦିର…
ବୌଦ୍ଧ,୧୩ା୧୧:- ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଦିନିକିଆ ବୌଦ୍ଧଜିଲା ଗସ୍ତ କରି ଐତିହାସିକ ରାମେଶ୍ୱର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ପ୍ରତିନିଧିମଣ୍ଡଳୀଙ୍କୁ ଜିଲ୍ଲା!-->…
Read More...
Read More...
କାଳୀ ପୂଜା ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ବୀରଗୋବିନ୍ଦପୁର
ପୁରୀ : ମା ଦକ୍ଷିଣ କାଳୀ ପୀଠ । ରାଜରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମା । ମାଙ୍କର ଦର୍ଶନ ସହ କରୁଣା ଲାଭ କରିବା ଲାଗି ହଜାର ହଜାର ଭକ୍ତଙ୍କର ଭିଡ ଜମିଛି ବୀରଗୋବିନ୍ଦପୁର ଗ୍ରାମରେ । ମନ୍ଦିରରେ ଥିବା ରୀତିନୀତିନୁସାରେ ମାଙ୍କ ଠାରେ ଦୁଇ ଗୋଟି ଛାଗ ବଳି ପଡିଥିବା!-->…
Read More...
Read More...
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର
ବୌଦ୍ଧ,୧୩/୧୧:- ଆଜି ବୌଦ୍ଧ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଇସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଉପ-ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁରଙ୍କ ଉପସ୍ଥିତିରେ ମୋଟ!-->…
Read More...
Read More...
କୋରାପୁଟିଆ ଗାନ୍ଧୀ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୦୮ ତମ ଜନ୍ମୋତ୍ସବ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ପରିସରରେ କୋରାପୁଟିଆ ଗାନ୍ଧୀ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୦୮ ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ଆଜ୍ଞାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ!-->…
Read More...
Read More...
ଶ୍ରୀରାମ ଚରିତ ମାନସ ପାରାୟଣ ଉଦଯାପିତ
ଦଶପଲ୍ଲା : ଦଶପଲ୍ଲା ସାତପାଟଣାସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ୧୦ଦିନ ଧରି ଚାଲିଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟହ ସନ୍ଧ୍ୟାରେ ଦୀପ ଯଜ୍ଞ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବଚନ!-->…
Read More...
Read More...