Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରୋଷେଇ ଘରେ ପିଆଜ ମାଡ଼
ପିଆଜ ଦରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଦର । ଦର ଏମିତି ହେଲାଣି ଯେ, ମାସକ ମଧ୍ୟରେ ଡବଲ୍ ହୋଇଯାଇଛି । ଫଳରେ ରୋଷେଇ ଘରେ ପଡ଼ିଛି ଭାଳେଣି । ମାସକ ଆଗରୁ ପିଆଜ କିଲୋ ୨୫ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଡବଲ୍ ହେଲାଣି । ଏମିତିକି କେତେକ ଖୁଚୁରା ବଜାରରେ ପିଆଜ କିଲୋ!-->…
Read More...
Read More...
ପୁରୀର ୫ଟି କେନ୍ଦ୍ରରେ ହବିଷ୍ୟାଳୀ ମାମାନଙ୍କ ରହଣି ପାଇଁ ବ୍ୟବସ୍ଥା
ପୁରୀ : ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୨୯ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳୀ ମା ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଟାଉନ!-->…
Read More...
Read More...
ପଥୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୬/୧୦:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଚେତନତା ପାଇଁ ପଥୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ୨୮ ତାରିଖରେ ମର୍ଜାକୁଦ ସେତୁ ଛକ ଠାରେ ପଥୋତ୍ସବ ଆୟୋଜନ!-->…
Read More...
Read More...
ମହନାପଦା ଗ୍ରାମରେ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ
ଗଣିଆ : ଗଣିଆ ବ୍ଳକର ମହନାପଦା ଗ୍ରାମରେ ଆୟୋଜିତ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ ଗତ ୩ଦିନ ଧରି ଚାଲୁ ରହିଛି । ଆସନ୍ତା ଶନିବାର ଦିନ ଏହି ଉତ୍ସବର ପୂର୍ଣ୍ଣାହୂତି ହେବା ସହିତ ଉଦ୍ଯାପିତ ହେବ । ଗତ୨୪ରେ ମହାନଦୀରୁ ବାଲୁକା ସ୍ଥାପନା ପୂର୍ବକ ୧୦୮ କଳସ ଶୋଭାଯାତ୍ରା ସହ ଶୁଭାଧିବାସ!-->…
Read More...
Read More...
ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପକ୍ଷରୁ ୨୮ରୁ କୁମାର ଉତ୍ସବ
ପୁରୀ : ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପୁରୀ ତାର ୪୪ତମ କୁମାର ଉତ୍ସବ ଆସନ୍ତା ୨୮ ଓ ୨୯ ଅକ୍ଟୋବର ଦୁଇଦିନ ଧରି ବେଳାଭୂମି ସ୍ଥିତ ହୋଟେଲ ଫୋର୍ଟ ମହୋଦଧି ସମ୍ମୁଖ ବେଳାଭୂମିରେପାଳନ କରିବାକୁ ଯାଉଛି । ଏ ନେଇ ଅନୁଷ୍ଠାନ ପକ୍ଷରୁ ଗୁରୁବାର ସ୍ଥାନୀୟ!-->…
Read More...
Read More...
ପୃଥକ୍ ପୃଥକ୍ ଦୁର୍ଘଟଣାରେ ୨ ମୃତ,୨ ଆହତ
ଚମ୍ପୁଆ: ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ପର୍ଶଳା ନିକଟରେ ପଛପଟୁ ଏକ ୧୪ ଚକିଆ ଟ୍ରକ ଧକ୍କା ଦେବା ଫଳରେ ଅନ୍ୟ ଏକ ଗାଡ଼ିର ଡ଼୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ହାଇୱା ଗାଡ଼ିଟି ଅନଲୋଡ କରି କେନ୍ଦୁଝର ଅଭିମୁଖେ ଯାଉଥିବା!-->…
Read More...
Read More...
ଘୁ. ଉଦୟଗିରି ନୂତନ ବିଡିଓଙ୍କ କାର୍ଯ୍ୟଭାର ଗ୍ରହଣ
ଘୁ. ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମନୋଜ କୁମାର ଦେବତା ନୂତନ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କିଛି ଦିନ ପୂର୍ବରୁ ପୂର୍ବତନ ବିଡିଓ ଆଶିଷ ତ୍ରିପାଠୀ ଙ୍କ ଅନ୍ୟ ସ୍ଥାନକୁ ବଦଳି ହୋଇଥିଲା ଓ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ କାର୍ଯ୍ୟଭାର ଗ୍ରହଣ!-->…
Read More...
Read More...
ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ବ୍ୟାଙ୍କ ସମ୍ମୁଖରେ ଧାରଣା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ବ୍ୟାଙ୍କର ସମ୍ମୁଖରେ ଉକ୍ତ ସମବାୟ ବ୍ୟାଙ୍କ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଅଲ ଓଡ଼ିଶା ସେଣ୍ଟରଲ କୋପରେଟିଭ ଏମ୍ପଲୋଇମାନଙ୍କ ପକ୍ଷରୁ ତିନିଦିନିଆ ଧର୍ମଘଟ କରିଥିବାର!-->…
Read More...
Read More...
ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ
କଟକ: ରାଜ୍ୟସରକାର ପକ୍ଷରୁ ବରିଷ୍ଠ ଓଏଏସ ତଥା ପଦୋନ୍ନତି ଆଇଏଏସସ୍ତରରେ କିଛି ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟସରକାରଙ୍କ ଜି.ଏ. ଆଣ୍ଡ ପି.ଜି. ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କର ବଦଳି!-->…
Read More...
Read More...
ରିପ୍ କରେଣ୍ଟ ନେଲା ପର୍ଯ୍ୟଟକଙ୍କ ଜୀବନ
ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ । ଗତକାଲି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ!-->…
Read More...
Read More...