Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଳା ଉତ୍ସବ ଓ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଅନୁଷ୍ଠିତ
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ଆନୁକୁଲ୍ୟରେ ଆଜି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଓ ନୂଆଗାଁ ପ୍ରାଇମେରୀ ସ୍କୁଲ ମଧ୍ୟରେ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଶିକ୍ଷା ବିଭାଗ ଅନୁକୂଲ୍ୟରେ ଏହି ପ୍ରତିଯୋଗୀତା ପ୍ରତ୍ୟେକ!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହା ଭାରତ ତଥା ରାଜ୍ୟରେ ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥରର ବିଷୟବସ୍ତୁ ରହିଛି "ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି!-->…
Read More...
Read More...
ଆମ ଓଡିଶା ନବୀନ ଓଡିଶା: ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ!-->…
Read More...
Read More...
ଦଶପଲ୍ଲାକୁ ଗଡୁନି ରେଳ, ଆନ୍ଦୋଳନ ପାଇଁ ସଜବାଜ
ଦଶପଲ୍ଲା : ଭାରତୀୟ ରେଳ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରୀଙ୍କ ଅବହେଳା ପାଇଁ ଦଶପଲ୍ଲାକୁ ରେଳ ଚଳାଚଳ କରିବାରେ ଦେଖାଦେଉଛି ଅହେତୁକ ବିଳମ୍ବ । ରେଳ ଚଳାଚଳ ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟ ଶେଷ ହୋଇଥିବା ବେଳେ କେବେ ରେଳ ଚଳାଚଳ ହେବ ସେ ନେଇ କୌଣସି ଦିନଧାର୍ଯ୍ୟ କରାଯାଉନାହିଁ ।!-->…
Read More...
Read More...
କନ୍ଧମାଳରେ ଦୁଇଟି ନୂଆ ପର୍ଯ୍ୟଟନ ସ୍ଥଳର ସନ୍ଧାନ
ଫୁଲବାଣୀ: ଖଜୁରିପଡା ଠାରୁ ଭୁବନେଶ୍ୱର ଅଭିମୁଖେ ୪ ରୁ ୫ କିଲୋମିଟର ପରେ ବାମ ପାର୍ଶ୍ୱରେ ଏକ ଛୋଟିଆ ପୋଖରୀ ପଡେ । ସେହି ପୋଖରୀର ଦକ୍ଷିଣ କଡ଼ରେ ଏକ ପାଦଚଲା ରାସ୍ତା ଯାହା ଗାଈ, ବଳଦ ଏବଂ ଛେଳି, ମେଣ୍ଢାଙ୍କ ଦ୍ୱାରା ସୃଷ୍ଟି ହୋଇ ଲମ୍ବି ଯାଇଛି ପାଖ ଜଙ୍ଗଲ ଆଡ଼କୁ । ସେହି ରାସ୍ତାରେ ପ୍ରାୟ!-->…
Read More...
Read More...
ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ
ପୁରୀ: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ରାଜ୍ୟପାଳ ଟ୍ରେନରେ ଝାଡଖଣ୍ଡରୁ ଆସି ସକାଳ ପ୍ରାୟ ୫ ଟା ୦୫ ରେ ପୁରୀ ଷ୍ଟେସନରେ ପହଞ୍ଚିଛନ୍ତି । ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଶ୍ରୀମନ୍ଦିର ଯାଇ!-->…
Read More...
Read More...
ପୁରୀରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ପୁରୀ:ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେଶିଂ ଜରିଆରେ ପୁରୀରେ ହବିଷ୍ୟାଳୀ ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି।ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷ୍ୟାଳୀ ମାନେ!-->…
Read More...
Read More...
ଓଡିଶା ସ୍କୁୟା ମାର୍ଶିଆଲ ଆର୍ଟସର ଖେଳାଳିମାନଙ୍କର ବିଧାୟକ ମୋକିମଙ୍କ ସହ ସାକ୍ଷାତ
କଟକ:ଚଳିତ ବର୍ଷ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଥିବା ୩୭ ତମ ନେସନାଲ ଗେମରେ ଓଡିଶାର ସ୍କୁୟା ମାର୍ଶିଆଲ ଆର୍ଟସର (SQAY MARTIAL ARTS) ଖେଳାଳିମାନେ ବାରବାଟୀ-କଟକ ବିଧାୟକ ଇଂମହମ୍ମଦ ମୋକିମଙ୍କୁ ତାଙ୍କ ସେଲଟର ଛକ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଭେଟିଥିଲେ । ଏହି ଅବସରରେ ବିଧାୟକ ମୋକିମ!-->…
Read More...
Read More...
ଗଣିଆରେ ଓଡ଼ିଶା ବିପର୍ଯ୍ୟୟ ନିରାକରଣ ପ୍ରସ୍ତୁତି ଦିବସ ପାଳିତ
ଗଣିଆ:ରବିବାର ପୂର୍ବାହ୍ନରେ ଗଣିଆ ବ୍ଳକ ସଭାଗୃହରେ ଓଡ଼ିଶା ବିପର୍ଯ୍ୟୟ ନିରାକରଣ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି । ଗ୍ରାମପଂଚାୟତ ଅଧିକାର ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଏବିଡିଓ ରତନଲାଲା ଲୋହରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ବିପିଏମ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ -୨୦୨୩ ପାଳିତ
ଫୁଲବାଣୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀ କାଳୀନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ -୨୦୨୩ ପାଳିତ ହୋଇଯାଇଛି ।ସମ୍ଭାବ୍ୟ!-->…
Read More...
Read More...