Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇ ମାନବିକତା ଦେଖାଇଲେ ବିଏସକେୱାଇ ଜିଲ୍ଲା ସଂଯୋଜିକା
ସୁବର୍ଣ୍ଣପୁର: ରାସ୍ତାରେ ପଡି ଛଟପଟ ହେଉଥିବା ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜିକା ପ୍ରଜ୍ଞାପରିମିତା ଦାଶ ଉଦାହରଣ ସୃଷ୍ଟି କରିଛନ୍ତି । ଦୁର୍ଘଟଣାର ଶିକାର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ!-->…
Read More...
Read More...
ଗାଡି ସହ କାଠ ଜବତ
ଚମ୍ପୁଆ : କେନ୍ଦୁଝର ଡିଏଫଓ ଡି. ହନୁମତ ନିର୍ଦ୍ଦେଶକ୍ରମେ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆଙ୍କ ତତ୍ତ୍ୱାବଧାନରେ, ଫରେଷ୍ଟର କାଳନ୍ଦି ସାମଲ ଉପସ୍ଥିତିରେ ବନବିଭାଗର ଟିମ ପେଟ୍ରୋଲିଂ ଜାରି ରହିଥିବାବେଳେ ଚମ୍ପୁଆ ରେଞ୍ଜର ଅନ୍ତର୍ଗତ କାଳିକା ପ୍ରସାଦ ନିକଟରେ ଏକ ଟାଟା ମ୍ୟାଜିକ୍ ଗାଡିରେ!-->…
Read More...
Read More...
ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଧାରଣା
ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନରେ ଆଜି ନୂଆଗାଁ ବ୍ଳକ୍ର ୩୮୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପ୍ରାଥମିକ ଶିକ୍ଷକ ସଂଘ, କନିଷ୍ଠ ଶିକ୍ଷକ ସଂଘ, କଳା ଓ କ୍ରୀଡ଼ା!-->…
Read More...
Read More...
ରାଇକିଆ ଥାନା ଆଇଆଇସିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଆଇ.ଆଇ.ସି ରମାକାନ୍ତ ପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ପାତ୍ର ଏଠାରେ ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟ କରି ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେଇ ଆସୁଥିଲେ । ତାଙ୍କ ସମୟରେ ବହୁ ପୋଲିସ ଆଇନ "ମୋ ପୋଲିସ' କାର୍ଯ୍ୟକ୍ରମ!-->…
Read More...
Read More...
ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର
ପୁରୀ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଏସପି, ଏସଡିପିଓ ଓ!-->…
Read More...
Read More...
ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ନନ୍ଦାହାଣ୍ଡି : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଏଥି ଯୋଗୁଁ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଆଜି ନବରଙ୍ଗପୁର!-->…
Read More...
Read More...
ପ୍ରଶାସନିକସ୍ତରରେ ବ୍ୟାପକ ଅଦଳବଦଳ,ନୟାଗଡ ତହସିଲଦାର ହେଲେ ରାଜେଶ କେଶରୀ ସ୍ୱାଇଁ
ଦଶପଲ୍ଲା : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଫଳରେ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କୁ ଖଜୁରୀପଡ଼ା ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବା ବେଳେ ନୟାଗଡ଼ର ଅତିରିକ୍ତ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କୁ ନୟାଗଡ଼!-->…
Read More...
Read More...
ଜମିରେ ପାଣି ମଡାଇବାକୁ ନେଇ ହତ୍ୟାକାଣ୍ଡ : ବାପ ମୃତ, ପୁଅ ଗୁରୁତର
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟା ଗାଁରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ମୃତକ ହେଲେ ଗାଁର ୭୫ ବର୍ଷୀୟ ବାସୁଦେବ ସାହୁ ଏବଂ ଗୁରୁତର ହେଲେ ତାଙ୍କ ପୁଅ ସୁରେନ୍ଦ୍ର ସାହୁ । ଗୁରୁତର ସୁରେନ୍ଦ୍ରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଜମିରେ ପାଣି ମଡ଼ାଇବାକୁ ନେଇ!-->…
Read More...
Read More...
ଆନନ୍ଦବଜାର ଶୃଙ୍ଖଳା ବୈଠକ: ଅବଢ଼ା ଦର ନେଇ ବାହାରିଲାନି ନିଷ୍କର୍ଷ
ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ୱତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ଭକ୍ତଙ୍କ ପାଇଁ ଆନନ୍ଦ!-->…
Read More...
Read More...
ଲଗାଣ ବର୍ଷାରେ ଭୁଶୁଡିଲା ସ୍କୁଲ୍ ଘର, ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
ବାଲିଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ୍ ଘର । ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତର କିଲୁପଡ଼ାରେ । ସୂଚନା ପ୍ରକାରେ ଗତକାଲି ସକାଳ!-->…
Read More...
Read More...