Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୧୦୪ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି ।ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ପ୍ରକଳ୍ପଟି ହେଉଛି – ଅଙ୍ଗ ନଦୀରେ ମାଣ୍ଡିଆଢିପ!-->…
Read More...
Read More...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ
ପୁରୀ : ଆଜି କାର୍ତ୍ତିକମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଛି । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ ସେ ସମୟରେ ବ୍ରଜ ଦାଣ୍ଡରେ ଏହି!-->…
Read More...
Read More...
ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସତ୍ୟ ସାଇ ମନ୍ଦିର ପରିସରରେ ଭାଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ଆବାହକ ରାଜୀବ ନେତ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଭୋର ୫ ଟାରୁ ଓଁ କାର ଓ ନଗର ସଙ୍କୀର୍ତ୍ତନ ପୂଜା ହୋମ ପରେ ପତାକା ଉତ୍ତୋଳନ!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ବୁଲିଲା ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥ
ବୌଦ୍ଧ,୨୩/୧୧:- ନଭେମ୍ବରମାସକୁ ଆର୍ନ୍ତଜାତୀୟ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ମାସଭାବେ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଆଜି ଜିଲ୍ଲା ଶିଶୁସୁରକ୍ଷା ବିଭାଗ ବୌଦ୍ଧ, ମହିଳା ଓ ଶିଶୁବିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି!-->…
Read More...
Read More...
ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ମେଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ମେଳାରେ ମୁଖ୍ୟ ବିଷୟବସ୍ତୁ ଭାବେ ଅବିରତ ବିକାଶ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମେତ ଅବିରତ କୃଷି!-->…
Read More...
Read More...
ବୌଦ୍ଧ ଜିଲ୍ଲା ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୨୪ କୋଟି ଟଙ୍କା…
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ପ୍ରକଳ୍ପଟି ହେଉଛି – ସାଲକୀ ନଦୀରେ ସତୀଘାଟ!-->…
Read More...
Read More...
ଗାଡି ଜବତ, ୨ ଚୋର ଅଟକ
ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ଦିନକୁଦିନ ଚୋରି କାଣ୍ଡ ବଢୁଥିବା ବେଳେ ଜ଼ିଲ୍ଲାର ହରଭଙ୍ଗା ଥାନା ତଳଗାଁ ପଚାୟତ ଗଣ୍ଡି ସର ଗ୍ରାମରେ ବିଳମ୍ବିତ ରାତ୍ରିରେ ୨ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରିଥିବା ଜଣାପଡ଼ିଛି । ସୂଚନା ମତେ ଗତ ୨୧ ତାରିଖ ରାତ୍ରି ୧୧ଘଣ୍ଟା ସମୟରେ ଗଣ୍ଡିସର ଗ୍ରାମରେ!-->…
Read More...
Read More...
ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି!-->…
Read More...
Read More...
ରାମଗଡ ଗ୍ରାମରେ କୈଳାସୀ ଯାତ୍ରା ଅନୁଷ୍ଠିତ
ହରଭଙ୍ଗା :କାର୍ତ୍ତିକ ମାସ ବଡ଼ ଏକାଦଶୀ ବା କୈଳାସୀ ଓଷା ଗୁରୁବାର ଦିନ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ କୈଳାସୀ ମାଙ୍କ ଓଷାକୋଠିରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଗହଣରେ ଛତି, ଛାତ୍ର, ଘଣ୍ଟଘଣ୍ଟାର ଶୋଭାଯାତ୍ରାରେ ମହାନଦୀକୁ ଯାଇ ପୂର୍ଣ୍ଣ ଜଳ କୁମ୍ଭ!-->…
Read More...
Read More...
ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା
ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି 'ପ୍ରଥା' ସିନେମାର ପ୍ରଯୋଜିକା ସନଲିସା।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା,!-->…
Read More...
Read More...