Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଊନବିଂଶ ଜିଲ୍ଲା ଯୋଜନା କମିଟି ବୈଠକ
ନୂଆପଡ଼ା : ନୂଆପଡା ଜିଲାପାଳଙ୍କ ସବଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ଊନବିଂଶ ବୈଠକ ଜିଲ୍ଲା ଅନୁଷ୍ଠିତ କମିଟି ହୋଇଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷା ତଥା ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ!-->…
Read More...
Read More...
ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଫୁଲବାଣୀ : ତୁମୁଡିବନ୍ଧ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ ବିଦ୍ୱତ ପରିଷଦର ସଭାପତି ବିଭୁତି ଭୂଷଣ ମଲ୍ଲିକ, ମାତୃ ଭାରତୀର ସଭାପତି ଶ୍ରୀମତୀ!-->…
Read More...
Read More...
ଦେଶୀ ମଦ ଜବତ, ଜଣେ ଗିରଫ
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଯାଲୋଏ ପଞ୍ଚାୟତର ଖିରପୁର ନିକଟସ୍ଥ ଆଡିଆପଡା ରାସ୍ତାରୁ ଦେଶୀ ମଦ ଚାଲାଣ ବେଳେ ଜଣେ ଗିରଫ ହୋଇଛି । ଉକ୍ତ ଯୁବକ ପାଖରୁ ଶହେ ଲିଟର ଦେଶୀ ମଧ୍ୟ ଜବତ ହେବା ସହିତ ଏକ ବାଇକକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଗିରଫ ଯୁବକ!-->…
Read More...
Read More...
ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୮ତାରିଖଠାରୁ ଧାରଣାରେ ବସିବା ବେଳେ ତାଙ୍କୁ ପାରଳା ବିଧାୟକ କେ ନାରାୟଣ ରାଓ ଧାରଣା ସ୍ଥଳକୁ ଯାଇ ସଂଘ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି । ୨ଦଫା ଦାବିକୁ ନେଇ ରାଜ୍ୟ ସଘର!-->…
Read More...
Read More...
ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି,୬/୯:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଗଭୀର ଶୋକପ୍ରକାଶ କରାଯିବାସହ ତାଙ୍କ ଅମର ଆତ୍ମାର ସଦଗତି କାମନାକରି!-->…
Read More...
Read More...
ଶୋଚନୀୟ ରାସ୍ତାକୁ ନେଇ ଅଭିନବ ପ୍ରତିବାଦ: ରାସ୍ତାରେ ରୋଇଲେ ଧାନ ଓ କାଦୁଅରେ ବସିଲେ ଜନତା
ହରଭଙ୍ଗା,୬/୯:- ବହୁପୁରାତନ ଜଗନ୍ନାଥ ସଡକ ଏବେ ଶୋଚନୀୟ ହୋଇପଡିଛି । ନୂତନ ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ଅପ୍ରୋଚରାସ୍ତାକୁ ଲାଗି ସେତୁ ତଳେ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଛି । ବହୁ ସମୟରେ ବ୍ଲକ ପ୍ରଶାସନ, ନେତା ମନ୍ତ୍ରୀ ଓ ପୂର୍ତ୍ତର୍!-->…
Read More...
Read More...
ଆଜି ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି
ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ । ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଗତକାଲି ପ୍ରସବ!-->…
Read More...
Read More...
ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ, ଶବକୁ ଗାଁକୁ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ
ହରଭଙ୍ଗା : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା କୋଡାପଡା ଗ୍ରାମର ବିଛନ୍ଦ ବାଘ (୩୭) ଦାଦନ ପାଇଁ ୭ ବର୍ଷ ହେଲା ତାମିଲନାଡୁର କୋଇମାତୁର ଜିଲ୍ଲା ଲକ୍ଷ୍ମୀ!-->…
Read More...
Read More...
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ୫୯ ନଂ ଜାତୀୟ ରାଜପଥ ଅବରୋଧ
ବାଲିଗୁଡ଼ା: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ୫୯ ନଂ ଜାତୀୟ ରାଜପଥ ଅବରୋଧ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମରେ । ମୃତକ ମହାସିଙ୍ଗି ଗ୍ରାମର ଯୁବକ!-->…
Read More...
Read More...
ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ
ଭୁବନେଶ୍ୱର :କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା 5 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ!-->…
Read More...
Read More...