Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନାଗସାପ ଉଦ୍ଧାର
ପୁରୀ : ଚକ୍ରତୀର୍ଥ ରୋଡ ନୂଆସାହି କ୍ଲବ ପରିସରରୁ ଏକ ନାଗସାପ ଉଦ୍ଧାର କରାଯାଇଛି । ୫ ଫୁଟର ନାଗସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନର ସଂଗ୍ରାମ । ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ଚକ୍ରତୀର୍ଥ ନୂଆସାହିର ଯୁବକମାନେ କ୍ଲବ ପରିସରରେ ସଫା କରୁଥିବାବେଳେ ନାଗ ସାପକୁ ଦେଖିଥିଲେ,!-->…
Read More...
Read More...
ବିଧାୟକ ବିଜୟ ଶଙ୍କର ବିବାହ ମାମଲା: ଆବେଦନକୁ ରୋକିବାକୁ ପହଞ୍ଚିଲେ ସୋମାଲିକା
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲା । କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହେଲେ ସୋମାଲିକା । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ପାଇଁ ହେଲେ ହାଜର । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବ ରେଜିଷ୍ଟ୍ରାର ଅଫିସକୁ କଲେ ଅବଗତ ।ଗତକାଲି ସୋମାଲିକା ହାଇକୋର୍ଟଙ୍କ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ନେଲେ ଐତିହାସିକ ନିଷ୍ପତି , ଜମିଜମା ସମସ୍ୟାର ତୁରନ୍ତ ସମାଧାନ ପାଇଁ ନେଲେ ନୀତିଗତ ନିଷ୍ପତି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଝାରସୁଗୁଡ଼ାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍, ପୁରୀ ପୌରପାଳିକାରେ ଜମିଜମା!-->…
Read More...
Read More...
ବାଘ ଓ ହାତୀଙ୍କ ସଂଖ୍ୟା ଗଣନା କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଥିବା ବାଘ ଓ ହାତୀଙ୍କ ସଂଖ୍ୟା ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ ଏସ କେ ପୋପଲି। ସେ କହିଛନ୍ତି, ନଭେମ୍ବର ୧ ତାରିଖରୁ ବାଘ ଗଣନା ଆରମ୍ଭ ହେବ। ଏଥିଲାଗି ସବୁଠି ଲାଗିବ କ୍ୟାମେରା। ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଏକକାଳୀନ ୯ ଟି ଜାଗାରେ ଚଢାଉ
ଭୁବନେଶ୍ବର (ହୀପ୍ର ) ୧୮/୧୦/୨୦୨୩,ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ପ୍ରସନ୍ନ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଅନୁଗୁଳ,!-->…
Read More...
Read More...
ବିଜେପି କୃଷକ ମୋର୍ଚ୍ଚା ତରଫରୁ ନୂଆଖାଇ ଭେଟ୍ଘାଟ୍
ବୌଦ୍ଧ,୧୭/୧୦:- ଆଜି ସ୍ଥାନୀୟ ଟାଉନହଲ୍ ଠାରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସହିତ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ରବି କୁମାର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ବରିଷ୍ଠନେତା ସୁକାନ୍ତ!-->…
Read More...
Read More...
ବଲାଙ୍ଗିର ଜିଲ୍ଲା ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
ପାଟଣାଗଡ଼ : ବଲାଙ୍ଗିର ପରିଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ବଲାଙ୍ଗିର ଗସ୍ତର ପ୍ରଥମ ଦିନରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ଗୁରୁତ୍ୱ ଦେଇ ସହାୟତା!-->…
Read More...
Read More...
ଷୋଡ଼ଶୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ
ସୁବର୍ଣ୍ଣପୁର :ସୋନପୁରର ଇଷ୍ଟ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଛି ଆଜି ଷୋଡ଼ଶୀ ( ତ୍ରିପୁରା ସୁନ୍ଦରୀ ) ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ!-->…
Read More...
Read More...
ଏସିଆନ ଗେମ୍ସ ମେଡାଲ ବିଜେତା କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ
ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ!-->…
Read More...
Read More...
ରକ୍ତହୀନତା ପରୀକ୍ଷା ଶିବିର
ଚମ୍ପୁଆ: ଚମ୍ପୁଆ ସ୍ୱସ୍ଥ୍ୟ ବିଭାଗ ଓ ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରିମୁଳି ପଂଚାୟତର ଟଡୁଆବାହାଳ ଠାରେ ଏକ ରକ୍ତହୀନତା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସିଏଚ୍ଓ ଲିଲିଲତା ବେହେରା, ଏଏନ୍ଏମ ପଦ୍ମିନୀ ମହାନ୍ତ, ଆଶା ଦିଦି ପ୍ରମିଳା ମହାନ୍ତ, ଅଙ୍ଗନୱାଡି ଶେବିକା!-->…
Read More...
Read More...