ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0 38

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱରର ଝାରପଡା ସ୍ପେଶାଲ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ ସୁକାନ୍ତ ଭୋଇ ବୋଲି ଜଣାପଡିଛି ।ମିଳିଥିବା ଖବର ଅନୁସାରେ, ଯୌତୁକ ନିର୍ଯ୍ୟାତନ ଓ ହତ୍ୟାମାମଲାରେ ସୁକାନ୍ତ ଭୋଇ ଦୀର୍ଘଦିନ ହେବ ଝାରପଡା ଜେଲରେ ବିଚାରାଧୀନ ଥିଲେ । ତେବେ ଗତ କିଛି ଦିନ ହେବ ସୁକାନ୍ତ ଭୋଇ କୌଣସି ଏକ ରୋଗରେ ପୀଡିତ ହୋଇଥିବାବେଳେ, ତାଙ୍କର ଚିକିତ୍ସା ଚାଲିଥିଲା ।

hiranchal ad1
Leave A Reply

Your email address will not be published.

3 × 4 =