Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଲିଠୁ ଚାଲିବନି ବସ, ପୁଣି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ
କାଲିଠୁ ଚାଲିବନି ବସ୍ । ପୁଣି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି । ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟଙ୍କ ସୂଚନା।ପୂର୍ବରୁ ଗତ ୧୦ ତାରିଖରୁ!-->…
Read More...
Read More...
ଆସନ୍ତାକାଲି ରିଲିଜ୍ ହେବ ଓଡ଼ିଆ ଫିଲ୍ମ “ମାଲ୍ୟଗିରି’
ପୁରୀ: ଦଶହରାରେ ଦର୍ଶକଙ୍କୁ ନୂଆ ଭେଟି । ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ମାଲ୍ୟଗିରି । ଦଶହରାରେ ଦର୍ଶକ ମାନଙ୍କ ପାଇଁ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଫିଲ୍ମ ରିଲିଜ ହେବା ପୂର୍ବରୁ ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଆଜି ପୁରୀ ଆସି!-->…
Read More...
Read More...
ବିଜେଡି ଯୁବ ସଭାପତିଙ୍କ ମହାନତା
ଫୁଲବାଣୀ : ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ମଲିକଙ୍କ ମହାନତା ତିନି ଯୁବକକୁ ବାଇକ ଦୁର୍ଘଟଣାରୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଗୋଚ୍ଛାପଡା ପଞ୍ଚାୟତର ଡାଡିଲାଇ ଛକ ନିକଟରେ ବାଇକ ଭାରସାମ୍ୟ ହରାଇ ୩ଜଣ ଯୁବକ ପଡିଥିବାର ଦେଖିବାକୁ!-->…
Read More...
Read More...
୫-ଟି ବିଦ୍ୟାଳୟ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ
ନୂଆଗାଁ : ନୂଆଗାଁ ବ୍ଲକ ୫-ଟି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ତଦାରଖ କଲେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ । ଉକ୍ତ ସମୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ୫-ଟି ବିଦ୍ୟାଳୟ!-->…
Read More...
Read More...
ଦାସିଆ ଅଜାଙ୍କ ସଂଗ୍ରହାଳୟ ପାଇଁ ପୁରାତନ ସମାଗ୍ରୀ ସଂଗ୍ରହ
ନୂଆଗାଁ : ପ୍ରଖ୍ୟାତ ସଂଗ୍ରାହକ, ସାରସ୍ୱତ ସାଧକ, ଦାଶରଥୀ ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ନୂଆଗାଁର ଉଦୟପୁର ଗାଁରେ ପ୍ରତିଷ୍ଠିତ ସୁପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ, ଗବେଷଣା କେନ୍ଦ୍ର ପାଇଁ ନୟାଗଡ଼, ଇଟାମାଟି ଦେଉଳ ସାହିର ବାସିନ୍ଦା ଡାକ୍ତର ପ୍ରମୋଦ କୁମାର ଦାସଙ୍କ ବାସଗୃହରୁ ଅନେକ!-->…
Read More...
Read More...
ମିଲେଟ୍ସ ମିଶନର ମହିଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପରିସରର ସମ୍ମିଳନୀ କକ୍ଷରେ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମିଲେଟ୍ସ ଅର୍ଥାତ୍ କ୍ଷୁଦ୍ର ଶସ୍ୟ ଦ୍ୱାରା ନିର୍ମିତ ଖାଦ୍ୟ ଖାଇଲେ କେଉଁ କେଉଁ ଭିଟାମିନ ମିଳିଥାଏ ସେ ବିଷୟରେ ଅତିଥିମାନେ ବୁଝାଇଥିଲେ । ନିୟମିତ!-->…
Read More...
Read More...
ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ମହକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ,ଗଜପତି ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କୁ ନେଇ ଶିଶୁ ମହୋତ୍ସବ ମହକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଡ଼ଷ୍ଟାର!-->…
Read More...
Read More...
ଶିଶୁ ପ୍ରତିଭାର ଉନ୍ମେଷକ ସୁରଭି, ସିନାପାଲି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଏବିଇଓ ପ୍ରଭାତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବିଇଓ ଯତୀଂଦ୍ର କୁମାର ସେଠ ଓ!-->…
Read More...
Read More...
ଏନରୋଲମେଣ୍ଟ ଫି ପ୍ରସଙ୍ଗ,କାର୍ଯ୍ୟାନୁଷ୍ଠାନ ଶିଥିଳତା
ହରଭଙ୍ଗା : ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକରେ ଛାତ୍ରଛାତ୍ରୀଙ୍କ ଠାରୁ କଲେଜର ଡାଟା ଏଣ୍ଟ୍ରି ଅପରେଟର ଅଧିକ ଫି ଅସୁଲ କରିଥିବା ପ୍ରସଙ୍ଗରେ ଉପଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଥିଲେ । ଉକ୍ତ ପ୍ରସଙ୍ଗର ତଦନ୍ତ କରି ଉପଜିଲ୍ଲାପାଳ ସମ୍ପୃକ୍ତ ଡାଟା ଏଣ୍ଟ୍ରି!-->…
Read More...
Read More...
ଭୈରବୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ, ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ କୁଷ୍ମାଣ୍ଡା ବେଶ
ସୁବର୍ଣ୍ଣପୁର : ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ବୁଧବାର ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଭୈରବୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ!-->…
Read More...
Read More...