Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଶାସନିକସ୍ତରରେ ବ୍ୟାପକ ଅଦଳବଦଳ,ନୟାଗଡ ତହସିଲଦାର ହେଲେ ରାଜେଶ କେଶରୀ ସ୍ୱାଇଁ
ଦଶପଲ୍ଲା : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଫଳରେ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କୁ ଖଜୁରୀପଡ଼ା ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବା ବେଳେ ନୟାଗଡ଼ର ଅତିରିକ୍ତ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କୁ ନୟାଗଡ଼!-->…
Read More...
Read More...
ଜମିରେ ପାଣି ମଡାଇବାକୁ ନେଇ ହତ୍ୟାକାଣ୍ଡ : ବାପ ମୃତ, ପୁଅ ଗୁରୁତର
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟା ଗାଁରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ମୃତକ ହେଲେ ଗାଁର ୭୫ ବର୍ଷୀୟ ବାସୁଦେବ ସାହୁ ଏବଂ ଗୁରୁତର ହେଲେ ତାଙ୍କ ପୁଅ ସୁରେନ୍ଦ୍ର ସାହୁ । ଗୁରୁତର ସୁରେନ୍ଦ୍ରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଜମିରେ ପାଣି ମଡ଼ାଇବାକୁ ନେଇ!-->…
Read More...
Read More...
ଆନନ୍ଦବଜାର ଶୃଙ୍ଖଳା ବୈଠକ: ଅବଢ଼ା ଦର ନେଇ ବାହାରିଲାନି ନିଷ୍କର୍ଷ
ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ୱତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ଭକ୍ତଙ୍କ ପାଇଁ ଆନନ୍ଦ!-->…
Read More...
Read More...
ଲଗାଣ ବର୍ଷାରେ ଭୁଶୁଡିଲା ସ୍କୁଲ୍ ଘର, ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
ବାଲିଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ୍ ଘର । ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତର କିଲୁପଡ଼ାରେ । ସୂଚନା ପ୍ରକାରେ ଗତକାଲି ସକାଳ!-->…
Read More...
Read More...
ନୂତନ ରାମ ମନ୍ଦିର ସକାଶେ ଭୂମି ପୂଜନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି: ନୂତନ ରାମ ମନ୍ଦିର ସକାଶେ ଭୂମି ପୂଜାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷାଣି ବ୍ଲକ ଗୋଷାଣି ଗ୍ରାମପଞ୍ଚାୟତର ଆଙ୍କୁଡୁ ଗ୍ରାମରେ ନୂତନ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି ରୁ ୧୦ ଲକ୍ଷ (ଦଶ ଲକ୍ଷ) ଟଙ୍କା!-->…
Read More...
Read More...
ସୋନପୁରରେ ସିନିଅର ଫୁଟବଲ ଲିଗ ଆରମ୍ଭ
ସୁବର୍ଣ୍ଣପୁର : ଜିଲ୍ଲା କ୍ରୀଡ଼ାସଂଘ ଦ୍ୱାରା ଆୟୋଜିତ ସିନିଅର ସୁପର ଲିଗର ଉଦଘାଟନୀ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ସୋନପୁର ରାମଧୁନ କ୍ଲବକୁ ୨-୧ ଗୋଲରେ ପରାଜିତ କରି ବୀରମହାରାଜପୁର ଫୁଲଝରା ଦଳ ବିଜୟୀ ହୋଇଛି । ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ!-->…
Read More...
Read More...
ଟ୍ରକ ଓ ବାଇକ ମୁହାଁମୁହିଁ, ବାପା ମୃତ ପୁଅ ଗୁରୁତର
ବୌଦ୍ଧ,୧୩/୯:- ଆଜି ଦିନ ପ୍ରାୟ ୨ଟା ସମୟରେ ବୌଦ୍ଧ ବାଇପାସ ଜଗଦୀଶପୁର ଛକରେ ଦୁର୍ଘଟଣା ଘଟି ବାପାର ଜୀବନ ଚାଲିଯାଇଥିବାବେଳେ ପୁଅକୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣକ!-->…
Read More...
Read More...
ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର
ଜହ୍ନାପଙ୍କ,୧୩/୯: ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଲାବେଡା ଷୋରିଷ ନାଳ ନିକଟରେ ବଜ୍ରାଘାତରେ ଜଣେ ମୃତ ଓ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବଲାକିରା ଗ୍ରାମର ବାପୁନ୍ ସାହୁ, କରନ୍ ମହାକୁଲ ଓ ଜଡାପାଲ୍ ଗ୍ରାମର ସୁମନ୍ତ ସାହୁ ବିଲରୁ ନିଜର!-->…
Read More...
Read More...
ତୃତୀୟ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକଙ୍କ ଧାରଣା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଶାଣୀ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚଲାଇଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି । ରାଜ୍ୟ ସଙ୍ଘ ଓ ଜିଲ୍ଲା ସଙ୍ଘର ନିର୍ଦ୍ଦେଶ କ୍ରମେ ତିନି ଦଫା ଦାବି ନେଇ ବ୍ଳକରେ!-->…
Read More...
Read More...
ଡକାୟତି ଯୋଜନା ପଣ୍ଡ, ୬ ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୁଲିସ
ପୁରୀ: ପୁରୀ ସମୁଦ୍ର କୂଳ ଥାନା ଦ୍ୱାରା ଡକାୟତି ଯୋଜନା ପଣ୍ଡ । ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା ତିଆରି କାରଖାନା ନିକଟ ବେହେରା ସାହିଠାରେ କିଛି ଦୁର୍ବୃତ୍ତ ଏକାଠି ହୋଇ ବଡଧରଣର ଡକାୟତି କରିବା ଲାଗି ଯୋଜନା କରୁଥିବା ବେଳେ ଖବର ପାଇ ସମୁଦ୍ର କୂଳ ଥାନା ପୋଲିସ ବେହେରା ସାହିରେ ଚଢ଼ାଉ!-->…
Read More...
Read More...