Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ
ପୁରୀ : ପିପିଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟ ୧୯୯୫ ରୁ ୨୦୦୦ ମସିହା ଯାଏ କଂଗ୍ରେସ ଦଳ ର!-->…
Read More...
Read More...
ଆଦର୍ଶ ବିଦ୍ୟାଳୟ ପାଚିକା ମାନଙ୍କ ବେତନ ବୃଦ୍ଧି ଦାବି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକାମାନଙ୍କ ବେତନ ବୃଦ୍ଧି ସମ୍ବନ୍ଧରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ ଭଣ୍ଡାର ଘରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ଏହି ସଭାରେ ସଂଘର ଅଧ୍ୟକ୍ଷା ଗୁରୁବାରି ପୂଜାରୀ!-->…
Read More...
Read More...
ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦର ଜିଲାସ୍ତରୀୟ ପ୍ରତିଯୋଗିତା
ପୁରୀ : ପୁରୀର ସଂସ୍କୃତିକ ତଥା ସାମାଜିକ ଅନୁଷ୍ଟାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଚଳିତ ମାସ ୨୮ ଏବଂ ୨୯ ତାରିଖ ଦୁଇଦିନ ଧରି ପୁରୀ ସ୍ୱର୍ଣ୍ଣାଭ ବେଳାଭୂମୀ ଠାରେ ୪୪ ତମ କୁମାର ଉତ୍ସବ ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରରୁ କଳାକାର!-->…
Read More...
Read More...
ବୌଦ୍ଧ ଆଇଆରବି ପଞ୍ଚମ ବାଟାଲିଅନ ପରିସରରେ ନୂଆଁଖାଇ ଭେଟଘାଟ
ବୌଦ୍ଧ : ବୌଦ୍ଧ ଆଇଆରବି ପଂଚମ ବାଟାଲିଅନ ପରିସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମାଣ୍ଡେଣ୍ଟ ଦୁର୍ବାସା ନାୟକ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସବିତା ନାୟକ ଯୋଗଦେଇଥିଲେ । ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ମୁଖ୍ୟ!-->…
Read More...
Read More...
ଜିଲ୍ଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ
ବୌଦ୍ଧ : ବୌଦ୍ଧ ଜିଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଉସୀମା ସଭାଗୃହ ଠାରେ ଉଦଯାପିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ!-->…
Read More...
Read More...
ଜଗତ ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା ଆରମ୍ଭ
ସୁବର୍ଣ୍ଣପୁର : ସହରର ଥନାପତି ପଡ଼ାରେ ଅନୁଷ୍ଠିତ ହୋଇଯାଇଛି କଳସ ଶୋଭାଯାତ୍ରା । ଏହି କଳସ ଯାତ୍ରାରେ ଥନାପତି ପଡ଼ା ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ତେ ମିଶି ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ବାଦ୍ୟର ତାଳେ ତାଳେ!-->…
Read More...
Read More...
ନିମାପଡା ବିଧାୟକଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିବା ବିଜେଡି ନେତ୍ରୀ ସାଇବର ଥାନାର ହେଲେ ଦ୍ୱାରସ୍ଥ
ପୁରୀ : ନିମାପଡ଼ା ବିଧାୟକ ସମୀର ଦାଶଙ୍କ ବିରୋଧରେ ହତ୍ୟା ଉଦ୍ୟାମ ଅଭିଯୋଗ ଆଣିଥିବା ନିମାପଡ଼ାର ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ପୁଣି ପୁରୀ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ ସମୀର ଦାସଙ୍କ କିଛି ସମର୍ଥକ ତାଂକ ସୋସିଆଲ ମିଡ଼ିଆରୁ ଫଟୋ ନେଇ ସୋସିଆଲ ମିଡ଼ିଆରେ ଅଶ୍ଳୀଳ!-->…
Read More...
Read More...
ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଞ୍ଝାଲ ସମାଜର ବୈଠକ, ଦଶହରା ମହୋତ୍ସବ ପାଳନ ପାଇଁ ନିଷ୍ପତ୍ତି
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାହାଲ ଭଟଲି ଗ୍ରାମ ଠାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଞ୍ଝାଲ ସମାଜର ଏକ ବୈଠକ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟଦେବୀ ବିନ୍ଧ୍ୟବାସନୀଙ୍କ ପୂଜାର୍ଚ୍ଚନା ସହ!-->…
Read More...
Read More...
“ସମ୍ଭାବନା’ ସମର୍ଦ୍ଧନା ସଭାରେ ସମର୍ଦ୍ଧିତ କନ୍ଧମାଳ କବି
ଫୁଲବାଣୀ : ଗଞ୍ଜାମ ଜିଲ୍ଲାର ଆସ୍କା ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ୨୩ ତମ ସାଂସ୍କୃତିକ ସଂଯୋଗ ମହୋତ୍ସବ ଅବସରରେ ଆୟୋଜିତ ସମର୍ଦ୍ଧନା ସଭାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଯୋଗଦେଇ!-->…
Read More...
Read More...
କଳସ ଯାତ୍ରା ସହ ଲଛିପୁର ନବଦୁର୍ଗା ପୂଜା ଆରମ୍ଭ
ସୋନପୁର : ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ହାଟପଦା ନିକଟରେ ଦୁର୍ଗା ପୂଜା ଅବସରରେ ଆଜି ଅଙ୍ଗ ନଦୀ କୂଳରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ପୂଜାର୍ଚ୍ଚନା କରି ଶହେ ଆଠ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଲୋକନାଥ ପୂଜାରୀ, ଚଣ୍ଡୀ ପାଠକ ସନତ ଶତପଥୀ , ଜପକ ଗୁପ୍ତେଶ୍ୱର ମିଶ୍ର!-->…
Read More...
Read More...