Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀରୁ ନିର୍ବାଚନ ଲଢିବେ ନରେନ୍ଦ୍ର ମୋଦି! ପୁରୀରୁ ଆରମ୍ଭ ଏବଂ ପୁରୀ ରେ ଶେଷ ହେଲା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
୨୦୨୪ ରେ ପୁରୀରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଗନ୍ନାଥ ଧାମ ପୁରୀରୁ ମୋଦି ପ୍ରତିଦ୍ୱନ୍ଦିତା କରିବା, ମୋଦିଙ୍କ ପୂର୍ବ ଭାରତ ଦଖଲର ରଣନୀତି ବୋଲି ଚର୍ଚ୍ଚା ହେଉଛି । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେଉଥିବାରୁ ମୋଦି ପୁରୀରୁ ନିର୍ବାଚନ!-->…
Read More...
Read More...
ହରଭଙ୍ଗା ବ୍ଲକରେ ବିଜେପି ତରଫରୁ”ମୋ ମାଟି ମୋ ଦେଶ’ ସମାପନ କାର୍ଯ୍ୟକ୍ରମ
ବୌଦ୍ଧ,୧୩/୧୦:- ବୌଦ୍ଧଜିଲ୍ଲା ବିଜେପି ତରଫରୁ ଆଜି ହରଭଙ୍ଗା ବ୍ଲକଠାରେ ବ୍ଲକସ୍ତରୀୟ "ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମର ସମାପନ ଅନୁଷ୍ଟିତ ହୋଇଯାଇଛି । ହରଭଙ୍ଗା ବ୍ଲକ ଅନ୍ତର୍ଗତ ସମସ୍ତ ଶକ୍ତିକେନ୍ଦ୍ରର ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମରେ ସଂଗୃହିତ ଅମୃତ ମାଟି କଳସ ଗୁଡ଼ିକ!-->…
Read More...
Read More...
ଆମ ଓଡିଶା ନବୀନ ଓଡିଶା:ପୁରୀ ଓ ନୟାଗଡ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ!-->…
Read More...
Read More...
ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଁ ସମଲେଶ୍ୱରୀ
ସମ୍ବଲପୁର: ଶନିବାର ଦିନ ଅମାବାସ୍ୟା ତିଥି ମହାଳୟା ରୂପେ ପାଳନ କରାଯାଉଛି । ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ!-->…
Read More...
Read More...
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା
ହରଭଙ୍ଗା :ବିଭିନ୍ନ ସମୟରେ ଶିକ୍ଷା ବିଭାଗ, ଶିକ୍ଷକ ଅଦଳ ବଦଳ ଓ ଶିକ୍ଷକ ନିଯୁକ୍ତି ଦାବି ନେଇ ଅନେକ ସ୍ଥାନର ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ!-->…
Read More...
Read More...
ଲକ୍ଷ୍ମୀ ଯୋଜନା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା ୩୬ ଗୋଟି ବସ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲକ୍ଷ୍ମୀ ଯୋଜନା ପାଇଁ ଆସି ପହଞ୍ଚିଲା ୩୬ ଗୋଟି ବସ । ସେଥିମଧ୍ୟରୁ ୪ ଗୋଟି ବସ ଏସି ବସ ହୋଇଥିବା ବେଳେ ଅନ୍ୟ ୩୨ ଗୋଟି ବିନା ଏସି ବସ । ଗଜପତି ଜିଲ୍ଲାର ପ୍ରତି ଗାଁରୁ ଜିଲ୍ଲା ମୁଖ୍ୟାଳୟ ସହିତ ରାଜଧାନୀ ଭୁବନେଶ୍ୱରକୁ ଯୋଡ଼ି ହେବ ଏହି!-->…
Read More...
Read More...
ମୁଗୁନି ପଥର ଚାଲାଣ ଖବର ପାଇ ପୋଲିସର ଚଢାଉ
ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ଗୁଣ୍ଡୁଣିଆ ଠାରେ ମୁଗୁନି ପଥର ଚାଲାଣ ହେଉଥିବା ବେଳେ ଚମ୍ପୁଆ ପୋଲିସ ଚଢାଉ କରି ପଥର ବୋଝେଇ ପିକ୍ଅପ ସହ ୩ ଜଣଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ତ୍ରିନାଥ ସେଠୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗୁଣ୍ଡୁଣିଆ ଠାରେ ଜଳସେଚନ ପାଇଁ ଖୋଳା ଯାଉଥିବା!-->…
Read More...
Read More...
ପାଟଣାଗଡ଼ ଏପିଓଙ୍କ ଭଡ଼ା ଘରେ ସେକ୍ସ ରାକେଟ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ଦୁଇ ଗ୍ରାହକକୁ ଗିରଫ କଲା ପୁଲିସ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କାଦୋପଡାରେ ଦେହ ବ୍ୟବସାୟ ନେଇ ପୁଲିସ ଚଢ଼ାଉ କରିଛି । ପାଟଣାଗଡ଼ ବ୍ଳକ ସହକାରୀ ପଞ୍ଚାୟତ ଅଧିକାରୀଙ୍କ ଭଡ଼ା ଘରେ ଉକ୍ତ ସେକ୍ସ ରାକେଟ ଚାଲିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଜଣେ ବଙ୍ଗୀୟ ଯୁବତୀଙ୍କ ସହ ଦୁଇ ଜଣ ଗ୍ରାହକକୁ ଗିରଫ କରି ଆଜି ଡାକ୍ତର!-->…
Read More...
Read More...
ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା
ପୁରୀ : ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା । ଖେଇକୁ ନେଇ ଜଣେ ପତ୍ରୀ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ପସରଦିଆ ଅଣସେବାୟତ ବାବୁଲି ପ୍ରଧାନଙ୍କ ନାକ ଫାଟି ଯାଇଥିବା ଜଣାପଡିଛି । ଅଘଟଣ ପରେ ଠାକୁରଙ୍କ ବଡ଼ ମହାସ୍ନାନ ହୋଇଛି । ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଘଟିଛି!-->…
Read More...
Read More...
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ଦିଗାଲକୁ ଦୋଷୀ ସାବ୍ୟସ୍ତ କରି ୨୦!-->…
Read More...
Read More...