Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭଡାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ସମସ୍ୟା ସମାଧାନ ପାଇଁ ଦୃଢ ଦାବି
ତେନ୍ତୁଳିଖୁଣ୍ଟି: ଦୁର୍ଭାଗ୍ୟଜନକ । ଭଡ଼ାଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍ଗନବାଡ଼ି ଗୃହ ଥିଲେ ମଧ୍ୟ ତାହା ଦୀର୍ଘ ଅଢେଇ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାରୁ,ଏଭଳି ଦୟନୀୟ ଓ ବିପଜ୍ଜନକ ଅବସ୍ଥାରେ ଭଡ଼ାଘରେ ଚାଳିଛି କେନ୍ଦ୍ର । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ!-->…
Read More...
Read More...
ଝାରସୁଗୁଡ଼ାରୁ ଏହି ଦୁଇ ସହରକୁ ଉଡ଼ିବ ବିମାନ, ନଭେମ୍ବର ୫ ରୁ ଆରମ୍ଭ ହେବ ସେବା
ଝାରସୁଗୁଡ଼ା: ଗତକାଲି ଦକ୍ଷିଣ ଓଡିଶାର ଲୋକଙ୍କ ଯାତାୟତ ପାଇଁ ଲକ୍ଷ୍ମୀ ଯୋଜନାର ଶୁବାରମ୍ଭ ପରେ ଆଜି ପଶ୍ଚିମ ଓଡ଼ିଶା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଲୋକଙ୍କ ଯାତାୟତକୁ ସୁଗମ ଏବଂ ସହଜ କରିବା ପାଇଁ ଝାରସୁଗୁଡ଼ାରୁ ଆଉ ୨ ସହରକୁ ଆରମ୍ଭ ହେବ ବିମାନ ସେବା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର!-->…
Read More...
Read More...
ଶ୍ରୀମନ୍ଦିର ଗଲେ କ’ଣ ପିନ୍ଧିବେ, କ’ଣ ପିନ୍ଧିବା ମନା, ଜାରି ହେଲା ଗାଇଡ଼ଲାଇନ୍
ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ପରାମର୍ଶବଳୀରେ ଦର୍ଶାଯାଇଛି।
ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ଆଜି ବିସ୍ତୁତ ଭାବେ ଜାରି ହୋଇଛି!-->!-->!-->…
Read More...
Read More...
ଫୁଲବାଣୀ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପାଇଁ ସମ୍ମାନ ଆଣିଲେ ଛାତ୍ରୀ ସଙ୍ଗୀତା ପ୍ରଧାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପାଇଁ ସମ୍ମାନ ଆଣିଲେ ଛାତ୍ରୀ ସଙ୍ଗୀତା ପ୍ରଧାନ ।ଏହି ଅନୁଷ୍ଠାନରେ ପ୍ଲମ୍ବର୍ ଟ୍ରେଡରେ ପଢୁଥିବା ଛାତ୍ରୀ ସଙ୍ଗୀତା ପ୍ରଧାନ ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ - ୨୦୨୩ ରେ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ!-->…
Read More...
Read More...
ବୌଦ୍ଧ ବ୍ଲକରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ”ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
ବୌଦ୍ଧ,୧୨/୧୦:- ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ବ୍ଲକଠାରେ ବ୍ଲକସ୍ତରୀୟ "ମୋ ମାଟି ମୋ ଦେଶକାର୍ଯ୍ୟକ୍ରମର ସମାପନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ସମସ୍ତ ଶକ୍ତିକେନ୍ଦ୍ରର ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମରେ ସଂଗୃହିତ ଅମୃତ ମାଟି କଳସ ଗୁଡ଼ିକ ଏକତ୍ର କରି ଏକ!-->…
Read More...
Read More...
ମହାନଦୀ ବିହାରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟିତ
କଟକ : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଟକ ସହରକୁ ବିକାଶ କରିବା ପାଇଁ ଯେଉଁଭଳି ପଦକ୍ଷପ ନେଉଛନ୍ତି ସେଥିମଧ୍ୟରୁ କଟକ ମହାନଗର ନିଗମର ୱାର୍ଡ ନଂ -୪୭, ମହାନଦୀ ବିହାରସ୍ଥିତ ୫ଟି ଅର୍ନ୍ତଭୁକ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ମଂଜୁର ପ୍ରା ପ୍ତ କଟକ!-->…
Read More...
Read More...
ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ: ସମବେଦନା ଜଣେଇଲା ଆଦିବାସୀ ସଂଘ
ପାଟଣାଗଡ,୧୨/୧୦:- ଦାଦନ ଦୁଃଖରେ ଜୀବନ ଚାଲିଯିବା ସହ ପରିବାର ଏବେ ବେସାହାରା । ଏମିତି ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଯୁବା ପଞ୍ଚାୟତର ଡଙ୍ଗରତଲ ଗ୍ରାମରେ । ଡଙ୍ଗରତଲ ଗ୍ରାମର ହେମରାଜ ଧରୁଆ (୪୦)ବିଗତ ଦିନରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଏକ କୁକୁଡ଼ା!-->…
Read More...
Read More...
ସଚେତନ ରହିଲେ ସୁରକ୍ଷିତ ରହିବା :ସାଇବର ଏକ୍ସପର୍ଟ
ଦାରିଙ୍ଗବାଡ଼ି ଥାନା ତରଫରୁ ସାଇବର କ୍ରାଇମ ସୁରକ୍ଷା ସଚେତନତା…
ବାଲିଗୁଡ଼ା/ଦାରିଙ୍ଗବାଡି,୧୨/୧୦: ରାଜ୍ୟ ସରକାରଙ୍କ ପକ୍ଷରୁ ସାଇବର କ୍ରାଇମ ନେଇ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ିସ୍ଥିତ ବିଭିନ୍ନ ସ୍କୁଲ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମହକ -୨୦୨୩
ନବରଙ୍ଗପୁର:- ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମହକ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ଶିଶୁ ଗୃହରେ ରହୁଥିବା ପିଲାମାନଙ୍କର ଲୁକ୍କାୟିତ ଥିବା କଳା ପ୍ରତିଭା ଯେପରି ନାଚ, ଗୀତ, ଚିତ୍ରାଙ୍କନକୁ ସମସ୍ତଙ୍କ!-->…
Read More...
Read More...
ହରଭଙ୍ଗା ବ୍ଲକରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ
ହରଭଙ୍ଗା,୧୨/୧୦:- ବିଭିନ୍ନ ସମୟରେ ସାଧାରଣ ଜନତା ସାଇବର ଠକାମିରେ ନିଜର ଅର୍ଜିତ ସମ୍ପତି ହରାଇ ବସୁଥିବା ସାଧାରଣରେ ଲୋକଲୋଚନକୁ ଆସିଛି । ଏହାର ସୁରକ୍ଷା ଉପରେ ସରକାର ପୋଲିସ ପ୍ରଶାସନକୁ ନେଇ ସାଇବର ଠକାଇ ସଚେତନତା କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆରମ୍ଭ କରିଥିବାବେଳେ ଆଜି ବୌଦ୍ଧ ଜିଲ୍ଲା!-->…
Read More...
Read More...