Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି । ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ରକ୍ଷା ବନ୍ଧନ ଉତ୍ସବର ମହତ୍ତ୍ୱ ଆଲୋକପାତ କରିବା ଅବସରରେ ଏହାର ପଟ୍ଟଭୂମିରେ!-->…
Read More...
Read More...
ଜିଲ୍ଲା ପୋଲିସ ରିଜର୍ଭ ପଡିଆଠାରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ
ସୁବର୍ଣ୍ଣପୁର : ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଜି ପୋଲିସ ରିଜର୍ଭ ପଡିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଆରଆଇ ସରୋଜ ବେହେରା, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, କନେଷ୍ଟବଲ ସଂଘ ସମ୍ପାଦକ ସୁଧାଂଶୁ ମେଣ୍ଡଳୀ, ସମାଜସେବୀ!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି କାର୍ ଜବତ,ଜଣେ ଗିରଫ
ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣ ବେଳେ ବେଆଇନ୍ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ୍ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପୋଲିସ୍ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ୍ କରାଯାଉଥିବା ବେଳେ କୃଷ୍ଣନଗର ନିକଟରେ ଏକ କାରରୁ ମିଳିଲା ଗଂଜେଇ । ସୂଚନା ପ୍ରକାରେ କୋଟଗଡ଼!-->…
Read More...
Read More...
ଯୁବକଙ୍କୁ ନିର୍ମମ ଭାବେ ହତ୍ୟା
ପୁରୀ : ପୁରୀ ଜଟିଆବାବାଜୀ ଛକରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ମୁଣ୍ଡକୁ ସଣ୍ଡୁଆସି ଓ ଲୁହା ପାଇପରେ ଆଘାତ କରାଯାଇଛି ।!-->…
Read More...
Read More...
ବିଜେପି ଜିଲ୍ଲା ସଭାପତିଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଭାସ ଲଜରେ ଅନୁଷ୍ଠିତ ହୋଇଛି । ଏଥିରେ ବରିଷ୍ଠ ନେତା ବଳରାମ ସିଂହ ଯାଦବ ବିଜେପିର ପ୍ରାଥମିକ ସଦସ୍ୟ ନ ଥିବା ଓ ୨୦୧୯ ରେ ବଳଦେବ ପ୍ରସାଦ ବେଦବାକ୍ ବିଜେପି!-->…
Read More...
Read More...
ଦିନକ ପରେ ରକ୍ଷା ବନ୍ଧନ, ବଜାରରେ ପ୍ରବଳ ଭିଡ଼
ନୂଆପଡ଼ା : ଦିନକ ପରେ ରକ୍ଷା ବନ୍ଧନ, ଭାଇ ଭଉଣୀର ସ୍ନେହ ଶ୍ରଦ୍ଧାର ପବିତ୍ର ପର୍ବ । ଏଥିପାଇଁ ଏବେ ରାକ୍ଷୀ ବଜାରରେ ଭିଡ ଦେଖିବାକୁ ମିଳିଛି । ଖଡ଼ିଆଳ ଅଞ୍ଚଳରେ ଶତାଧିକ ରାକ୍ଷୀ ଷ୍ଟଲ ଖୋଲିଥିବା ବେଳେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଉଛି । ପକେଟ୍ କୁ ସୁହାଇଲା ପରି ଦାମରେ ଦୋକାନୀ!-->…
Read More...
Read More...
ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ
କଟକ:ଆଠଗଡ ବନଖଣ୍ଡ ଅନ୍ତର୍ଗତ ଡାଳୁଆ ଏବଂ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଦେଶୀମଦ କାରଖାନା ଉପରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀମଦ ଓ ମଦ ପ୍ରସ୍ତୁତ ପାଇଁ ରହିଥିବା ଗୁଡ଼ପୋଚ ଜବତ କରି ତାକୁ ଘଟଣା ସ୍ଥଳରେ ନଷ୍ଟ କରିଥିବା ଜଣାପଡିଛି । ଜିଲ୍ଲା!-->…
Read More...
Read More...
ଗତିକେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ +୩ ଡିଗ୍ରୀ କଲେଜର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଳିସାହି ଗତିକେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଅନୁଦାନ ରାଶିରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ!-->…
Read More...
Read More...
ଜାତୀୟ କ୍ରୀଡା ଦିବସ ପାଳିତ
ପୁରୀ : କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ । ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟରେ ଅଭିଭୂତ ହୋଇଥିଲା । ତେଣୁ ଯେବେ ଯାଏ ପୃଥିବୀରେ କ୍ରୀଡା ଚାଲିଥିବ ସେବେ ଯାଏ ଧ୍ୟାନଚାନ୍ଦ ଅମର ରହିଥିବେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ଜାତୀୟ!-->…
Read More...
Read More...
ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ୍ଙ୍କ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆସି ନୂତନ ଦାଥୁନାମା କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ କ୍ୟାମ୍ପ ଆସିଷ୍ଟାଣ୍ଟ କମାଣ୍ଡଡେଣ୍ଟ ଉପସ୍ଥିତ ରହିଥିଲେ । ଗତକାଲି ରାୟପୁର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ!-->…
Read More...
Read More...