Browsing Category

ରାଜ୍ୟ

ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼,ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଡକାୟତି । ବାଲିଗୁଡ଼ା ବଜାର ନେହେରୁ ଛକ ସ୍ଥିତ ମା'ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳିକରି ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ । ବ୍ୟବସାୟୀ ସୁବାଷ ଆଚାରୀ ଗୁରୁତର
Read More...

ମୁହାଁମୁହିଁ ଧକ୍କା ହେଲା ଦୁଇ ବାଇକ୍‌, ସମିତି ସଭ୍ୟାଙ୍କ ସ୍ୱାମୀ ମୃତ,୫ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ପତୋରା ପାଣିଟାଙ୍କି ନିକଟରେ ଦୁଇ ବାଇକ ମୁହାଁମୁହିଁ ହୋଇଛି । ଏଥିରେ ଚୁଲାଭାଟ ସମିତିସଭ୍ୟାଙ୍କ ସ୍ୱାମୀ ଜୟ ସାହୁଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୫ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ପତୋରା ପାଣିଟାଙ୍କି ନିକଟରେ ବାଇକ
Read More...

ଦ୍ୱାରବନ୍ଧ ଓ ଝରକା ବୋଝେଇ କାଠ ପିକଅପ ଭ୍ୟାନ ଜବତ, ଦୁଇ ଗିରଫ

ପାଟଣାଗଡ : ପାଟଣାଗଡ଼ ରେଞ୍ଜ ଲରମ୍ଭା ଅନ୍ତର୍ଗତ ଦମକିପାଲି ଓ ଡଙ୍ଗବାହଲ ରାସ୍ତାରେ ଗତକାଲି ରାତ୍ରୀ ସମୟରେ ଲରମ୍ଭା ସେକସନ ଫରେଷ୍ଟର ପ୍ରିୟବ୍ରତ ନାୟକ ଓ ତାଙ୍କ ଷ୍ଟାପ ପେଟ୍ରୋଲିଂ କରୁଥିବା ସମୟରେ ବନ ବିଭାଗ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ମିନି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ
Read More...

ପାରଳା ବିଧାୟକଙ୍କ ତେଲେଙ୍ଗାନା ରାଜ୍ୟରେ ବିଜେପି ପାଇଁ ପ୍ରଚାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ଦ୍ଦେଶ ଅନୁସାରେ ଓଡିଶାରୁ ଯାଇ ତେଲେଙ୍ଗାନାରେ ବିଜେପି ପାଇଁ ପ୍ରଚାର କରିବା ସହ ଆସନ୍ତା ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରୁଛନ୍ତି ।
Read More...

କୂଅରେ ପଡି ଯୁବକ ମୃତ

ବୌଦ୍ଧ,୨୮/୮:- ବୌଦ୍ଧ ଥାନା ଦେବଗଡ ଗ୍ରାମରେ ଆଜି ଅପରାହ୍ନ ସମୟରେ ଏକ ଅଘଟଣ ଘଟିଯାଇଛି । ବାଡି ପଟରେ ଥିବା କୂଅକୁ ଗାଧୋଇବାକୁ ଯାଇଥିବାବେଳେ କୂଅରେ ଖସିପଡି ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଗ୍ରାମର ବିଭୁଧେନ୍ଦ୍ର ମାଝୀ (୫୦
Read More...

ସ୍କୁଟି ଉପରେ ମାଡିଗଲା ଟ୍ରକ, ସ୍କୁଟି ଚାଳକ ମୃତ

ଦଶପଲ୍ଲା : ସ୍କୁଟି ଉପରେ ମାଡିଗଲା ଟ୍ରକ, ସ୍କୁଟି ଚାଳକ ମୃତ । ମୃତ ସ୍କୁଟି ଚାଳକ ଜଣକ ତାରସିଂ ଥାନା ଅନ୍ତର୍ଗତ ଗେରଡ଼ା ଗ୍ରାମର ପିତାମ୍ବର ପଣ୍ଡା ବୋଲି ଜଣାପଡିଛି । ଦଶପଲ୍ଲା ଥାନା ଅନ୍ତର୍ଗତ ରେଭ୍ୟୁନୁ ବଙ୍ଗଳା ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ । ୫୭ ନଂ ଜାତୀୟ ରାଜପଥ ଦେଇ
Read More...

ଆଡିବନ୍ଧକାମ ନିମ୍ନମାନର ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ବୌଦ୍ଧ,୨୮/୮:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତ ସାନବାଗବର ଗ୍ରାମବାସୀ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କ ଗାଁ ମୁଣ୍ଡରେ ହୋଇଥିବା ନିମ୍ନମାନର ଆଡିବନ୍ଧ ନିର୍ମାଣର ତଦନ୍ତ ଦାବି କରିଛନ୍ତି । ଗ୍ରାମବାସୀଙ୍କ
Read More...

ବେଆଇନ ମାଟି ଖୋଳି ଚାଲିଛି ନୂତନ ବସଷ୍ଟାଣ୍ଡ କାର୍ଯ୍ୟ

ହରଭଙ୍ଗା,୨୮/୮:- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ନିର୍ମାଣଧୀନ ଥିବା ନୂତନ ବସଷ୍ଟାଣ୍ଡ କାର୍ଯ୍ୟରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ପୁରୁଣାକଟକ ଗ୍ରାମର ଶ୍ମଶାନ ଘାଟ ନିକଟରୁ ରାତିଅଧିଆ ମାଟିଖୋଳି ବେଆଇନ୍‌ ଭାବେ ୬
Read More...

ମୋକିମ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ବନ୍ଧୁମିଳନ

କଟକ: ମୋକିମ ଫାଉଣ୍ଡେସନ ପକ୍ଷରୁ “ଆଭାସ -୨୦୨୩” ସିଡିଏ-ମର୍କତନଗର ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସିଡିଏସ୍ଥିତ ୱିଣ୍ଡସର ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଏ-ମର୍କତନଗର ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକ କ୍ଲବ, ଆବାସିକ ସଂଘର ବରିଷ୍ଠ
Read More...

ଦୁର୍ନୀତି ବିରୁଦ୍ଧରେ ବିଜେପିର ବିକ୍ଷୋଭ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର,୨୮/୮:- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ବିବରଣୀ ଅନୁଯାୟୀ ଆଜି ତରଭା ପେଟ୍ରୋଲ ପମ୍ପଠାରୁ
Read More...