Browsing Category

ରାଜ୍ୟ

ବନ୍ୟପ୍ରାଣୀ ବନଖଣ୍ଡ ଅଂଚଳରୁ ବିଭିନ୍ନ ସାମଗ୍ରୀ ଚୋରି,ପୋଲିସର ତଦନ୍ତ ଜାରି

ହରଭଙ୍ଗା :ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ଅଧିନସ୍ଥ କୁସଙ୍ଗ ରେଞ୍ଜ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହରୁ ବହୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । ଖବର ଅନୁଯାଇ ଉକ୍ତ କୁସଙ୍ଗ ବିଟ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହରେ ୭ମାସ ହେଲା ଏକ ଇନ୍‌ଭର୍ଟର, ସୋଲାର ବ୍ୟାଟେରୀ ୧ଟି , ସୋଲାର
Read More...

ଦଶପଲ୍ଲାରେ “ମୋ ଗୁରୁ ମୋ ଈଶ୍ୱର’ କାର୍ଯ୍ୟକ୍ରମ

ଦଶପଲ୍ଲା : ଆଜି ଦଶପଲ୍ଲାର ନେତାଜୀ ମୈଦାନରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାୟ ୨୫୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୩ବର୍ଷ ଜେଲ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଜଣେ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ୧୦ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଧର୍ମେନ୍ଦ୍ର ପାତ୍ର (୨୭),ପିତା ରବି ପାତ୍ର , ଶ୍ରୀରାମପୁର, କୋଟଗଡ଼କୁ ଦୋଷୀ ସାବ୍ୟସ୍ତ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ପାରଳାଖେମୁଣ୍ଡି,୪/୯- ଗଜପତି ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଆରକ୍ଷୀ
Read More...

ସୂର୍ଯ୍ୟନାରାୟଣ ପାତ୍ରଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଇକିଆ,୪/୯- କନ୍ଧମାଳ ଜିଲ୍ଲା ରାଇକିଆ ବିଜୁ ଜନତା ଦଳ ପକ୍ଷରୁ ଦିବଙ୍ଗତ ପୂର୍ବତନ ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପରେ ଆୟୋଜନ କରାଯାଇ ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,୪/୯- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ
Read More...

ଓଡିଶା ପୁନର୍ଗଠନ ପାଇଁ ରାଜ୍ୟସ୍ତରୀୟ ଯୁବ ଶିବିର ଉଦଯାପିତ

ହରଭଙ୍ଗା,୪/୯- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନିଦିନିଆ ରାଜ୍ୟସ୍ତରୀୟ ଯୁବଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ସକାଳୁ ଏକ ସଦଭାବନା ପଦଯାତ୍ରା କଲେଜ ପରିସରରୁ ବାହାରି ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ।
Read More...

ଜାଗା ମିଶନରେ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ପୂର୍ବତନ କାଉନସିଲରଙ୍କ ଦାବିପତ୍ର…

ପୁରୀ : ଜାଗା ମିଶନରେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର । ପୁରୀ ପୌରପାଳିକାର ପୂର୍ବତନ କାଉନସିଲରମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ
Read More...

ଗାଜିଆବାଦ୍‌ରେ ଓକିଲଙ୍କୁ ହତ୍ୟା ପ୍ରତିବାଦରେ ଜିଲ୍ଲା ଓକିଲ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି,୪/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି । ପ୍ରକାଶଥାଉକି ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ କାର୍ଯ୍ୟରତ ଓକିଲଙ୍କୁ ହତ୍ୟା କରିବା ଘଟଣାରେ ଜିଲ୍ଲା ଓକିଲ
Read More...

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଦାବିପତ୍ର ପ୍ରଦାନ କଲା ବିଜେପି

ନୂଆପଡ଼ା,୪/୯- ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ରାଜ୍ୟବ୍ୟାପି ଆନ୍ଦୋଳନ ମୁତାବକ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରାଉକରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ପାଇଁ ହୋଇଥିବା ନିଷ୍ପତ୍ତି ମୁତାବକ ନୂଆପଡା ଜିଲ୍ଲାରେ ମଧ୍ୟ
Read More...