Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଭ୍ୟସଭ୍ୟାଙ୍କ ଗଜପତି ଜିଲ୍ଲା ପରିଦର୍ଶନ
ପାରଳାଖେମୁଣ୍ଡି : ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାରେ ସରକାରଙ୍କର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବୁଲି ଦେଖିଥିଲେ । ଏହି ଗ୍ରସ୍ତ ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ!-->…
Read More...
Read More...
୫୦ ଫୁଟ ଟାଙ୍କି ଉପରେ ଧାରଣା ଦେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟା
ପାଟଣାଗଡ଼: ପାଣି ପାଣି ଆନ୍ଦୋଳନ । ପିଇବା ପାଣି ମିଳୁନଥିବାରୁ ପାଣି ଟାଙ୍କି ଉପରେ ଚଢି ଅଭିନବ ପ୍ରତିବାଦ କରୁଛନ୍ତି ଦୁଇ ଜିଲ୍ଲାପରିଷଦ । ଘଟଣା ଘଟିଛି ବଲାଙ୍ଗୀର ବେଲପଡା ବ୍ଲକରେ । ଦୀର୍ଘ ଦିନ ହେବ ନିର୍ମାଣ ହୋଇ ପାଣି ଟାଙ୍କି ଚାଲୁ ନଥିବାରୁ ଗତ ୨ ତାରିଖ ରୁ ଧୂମାଭଟା ଗାଁରେ ଧାରଣାରେ!-->…
Read More...
Read More...
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି
ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ!-->…
Read More...
Read More...
ଏନରୋଲମେଣ୍ଟ ଫିସ୍ ବାବଦକୁ ଅଧିକ ଟଙ୍କା ଆଦାୟ ପ୍ରସଙ୍ଗ, କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନମିଳିଲେ ହେବ ଦୃଢ…
ହରଭଙ୍ଗା : ହରଭଙ୍ଗା ବ୍ଳକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଏନରୋଲମେଣ୍ଟ ଫିସ୍ ବାବଦକୁ ଅଧିକ ଟଙ୍କା ଆଦାୟ ପ୍ରସଙ୍ଗକୁ ନେଇ ଏବେ ବିବାଦ ଘେରରେ ଡିଇଓ, ଅଧ୍ୟକ୍ଷ ଓ ଡାଟା ଏଣ୍ଟ୍ରି ଅପରେଟର । ଘଟଣାକୁ ନେଇ ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ମହାବିଦ୍ୟାଳୟର ସମ୍ପୃକ୍ତ କାର୍ଯ୍ୟରତ!-->…
Read More...
Read More...
ତମାଖୁ ଦୋକାନଗୁଡିକରେ ଚଢାଉ, ୩ହଜାର ଜରିମାନା ଆଦାୟ
ପୁରୀ : ଆଜି ଜିଲ୍ଲା ପ୍ରଶାସନ ଓ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ପୁରୀ ମୁନିସିପାଳିଟିର ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନ ତମାଖୁ ଦୋକାନଗୁଡିକ ଉପରେ ଚଢ଼ାଉ କରାଯିବା ସହ ୩ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ସେହିପରି ବିପୁଳ ପରିମାଣର ତମାଖୁ ପଦାର୍ଥକୁ ନଷ୍ଟ!-->…
Read More...
Read More...
ସାଇବର ସୁରକ୍ଷା ସଚେତନତା
ଚମ୍ପୁଆ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ବର୍ଗର ଲୋକମାନେ ହୋଉଥିବା ସାଇବର ଠକେଇରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ଯାତ୍ରା ମାଧ୍ୟମରେ ଓଡିଶାର ୩୧୪ ଟି ବ୍ଲକ୍ରେ ତଥା ଥାନା ଅଂଚଳରେ ଜନସାଧରଣଙ୍କୁ ସଚେତନ କରିବା ଆରମ୍ଭ କରାଯାଇଛି । ଏକ ସଚେତନତା ବାର୍ତା ବହନ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଆଜି ଟାଉନ ହଲ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଥମେ କାର୍ଯକ୍ରମରେ ଯୋଗ ଦେଉଥିବା ବରିଷ୍ଠ ନାଗରିକ ମାନଙ୍କର!-->…
Read More...
Read More...
ରାସ୍ତା କଡକୁ ପଶିଗଲା ଟ୍ରଲର,ଅଳ୍ପକେ ବର୍ତ୍ତିଲା ଜନସେବା କେନ୍ଦ୍ର
ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତଗର୍ତ କାଳିକାପ୍ରସାଦଠାରେ ଆଜି ଅପରାହ୍ନରେ ରାସ୍ତା କଡକୁ ଏକ ଟ୍ରଲର ପଶିଯିବାରୁ ଅଳ୍ପକେ ନିକଟରେ ଥିବା ଜନସେବା କେନ୍ଦ୍ର ଓ ଜନ ସାଧାରଣ ବର୍ତ୍ତୀ ଥିବା ଜଣାଯାଇଛି । ମଦୁଆ ଟ୍ରଲର ଡ୍ରାଇଭର ଦ୍ୱାରା ଏହି ଦୁର୍ଘଟଣା ଘଟିଥିବା ବେଳେ ବାରମ୍ବାର କାଳିକାପ୍ରସାଦ ଠାରେ!-->…
Read More...
Read More...
ଆଠଗଡ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା
ଆଠଗଡ: ଆଠଗଡ଼ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା ଟାଙ୍ଗୀ ଚୌଦ୍ୱାର ବ୍ଲକର କଖଡି ପଂଚାୟତ ଠାରୁ ଆରମ୍ଭ ହୋଇ ମାହାଳପଡ଼ା, କାପ୍ତାବରାଇ, ଘଣ୍ଟିଖାଲ, ନିଧିପୁର, ଜେନାପୁର,ଗୋପାଳପ୍ରସାଦ, ଧୁରୁଷିଆ, ଗଜାମ୍ବ ,ଜଗମୋହନପୁର, କେଉଟପଡା, ବନ୍ଧହଟା, ବାଲିସାହି, କଟକିଆ ସାହି,!-->…
Read More...
Read More...
ସମ୍ବଲପୁର ଫୁଟବଲ୍ ଏକାଡେମୀରେ “ଫିଫା ଫୁଟବଲ୍ ଫର୍ ସ୍କୁଲ’ର ଦ୍ୱି-ଦିବସୀୟ କର୍ମଶାଳା
ସମ୍ବଲପୁର:ବିଦ୍ୟାଳୟ ସ୍ତରରେ ଫୁଟବଲକୁ ପ୍ରୋତ୍ସାହିତ କରିବା ପାଇଁ ଫୁଟବଲ ଆସୋସିଏସନର ଅନ୍ତଃରାଷ୍ଟ୍ରୀୟ ମହାସଂଘ ବା ଫିଫା ପକ୍ଷରୁ "ଫୁଟବଲ୍ ଫର୍ ସ୍କୁଲ' ନାଁ'ରେ ଆନ୍ତର୍ଜାତୀୟ ଯୋଜନା ହାତକୁ ନିଆଯାଇଛି । ଏଥିରେ ପୃଥିବୀର ବିଭିନ୍ନ ଦେଶର ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶାରୀରିକ!-->…
Read More...
Read More...