Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଶାସକ୍ତ ସ୍ୱାମୀ ହାତରେ ସ୍ତ୍ରୀ ମୃତ
ନନ୍ଦାହାଣ୍ଡି : ମଦ୍ୟପ ସ୍ୱାମୀର ଉନ୍ମୁକ୍ତ କାଣ୍ଡ,ନିଶାସକ୍ତ ଅବସ୍ଥାରେ ହତ୍ୟା କଲା ସ୍ତ୍ରୀକୁ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତ ଅନ୍ତର୍ଗତ ବଡ଼ ଡାଇଭଟା ଗ୍ରାମରେ । ଘଟଣା ଅନୁସାରେ ବଡ଼ ଡାଇଭଟା ଗ୍ରାମର ରବି ଖିଲ ଓ ତାଙ୍କ!-->…
Read More...
Read More...
ରକ୍ତ ପାଇଁ ଜୟଦେବଙ୍କ ଦେଶ ଭ୍ରମଣ : ସାଇକେଲରେ ହର ଘର ରକ୍ତଦାତା ଅଭିଯାନ ସଚେତନତା
ବାଲିଗୁଡା : ସାଇକେଲ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପହଞ୍ଚିଛନ୍ତି । ଶ୍ରୀ ରାଉତ ଜଣେ ସ୍ୱେଚ୍ଛାସେବୀ । ରକ୍ତଦାତାଙ୍କ ସହ ରକ୍ତଦାନ ଏବଂ ହର ଘର ରକ୍ତଦାତା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସେ ସାଇକେଲରେ ଭାରତ ଭ୍ରମଣ!-->…
Read More...
Read More...
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର…
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସଙ୍ଗରେ ବିଭିନ୍ନ କିସମର ପ୍ରାୟ ୪୫୦୦ ବୃକ୍ଷ ରୋପଣ!-->…
Read More...
Read More...
ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକ ଡ଼.ଶ୍ୟାମସୁନ୍ଦର ଡାଙ୍ଗୁଆଙ୍କୁ ସମ୍ବର୍ଦ୍ଧନା
ବାଲିଗୁଡ଼ା : ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଅଧ୍ୟାପକ ଗୋଷ୍ଠୀ ପକ୍ଷରୁ ଡ଼. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼.!-->…
Read More...
Read More...
ନିଖିଳ ଉତ୍କଳ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏମ୍ ରବି କୁମାରଙ୍କ ସଂଯୋଜନାରେ ବ୍ଳକ ଶିକ୍ଷା ଅଧିକାରୀ ଟି.!-->…
Read More...
Read More...
୫-ଟି ସଚିବ ବେଲପଡ଼ା ଗସ୍ତ : ବିଶାଳ ଜନସମାବେଶରେ ଉଦ୍ବୋଧନ ଦେଲେ
ପାଟଣାଗଡ: ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେଇଛନ୍ତି ୫-ଟି ସଚିବ । ଲୋକଙ୍କ ଠାରୁ ଯାହା ଦରଖାସ୍ତ ଆସିଛି, ଆସନ୍ତା ୭ ଦିନ ମଧ୍ୟରେ ତାହାର ସମାଧାନ ହେବ ଏବଂ ଏଥିପାଇଁ ସିଧାସଳଖ ସିଏମ୍!-->…
Read More...
Read More...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସହିଦ ଜନସନଙ୍କ ଶେଷକୃତ୍ୟ ସମ୍ପନ୍ନ
କଟକ : ଭାରତୀୟ ନୌସେନାରେ କାର୍ଯ୍ୟରତ ତ୍ରିନାଥ ବେହେରାଙ୍କ ପୁଅ ସହିଦ ଜନସନ୍ ବେହେରା (୨୩)ଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି ସକାଳୁ ସହିଦ ଜନସନଙ୍କ ମରଶରୀର ନିଜ!-->…
Read More...
Read More...
ବୃତ୍ତଙ୍ଗ ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ
ଦଶପଲ୍ଲା: ଘୁଗୁଡିପଡା ପଞ୍ଚାୟତ ଘୁଗୁଡିପଡା ଗ୍ରାମର ଗୋବିନ୍ଦ ଚନ୍ଦ୍ର ମିଶ୍ର (୯୬) ଗତକାଲି ଅପରାହ୍ନ ୪ ୩୦ ମିନିଟ ସମୟେ ବୃତ୍ତଙ୍ଗ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଛନ୍ତି । କୂଳରେ ବାଡ଼ି, ଚପଲ ଏବଂ ଗାମୁଛା ରହିଥିବା ବେଳେ ନଦୀର ପ୍ରଖର ତ୍ସୋତରେ ଅସାବଧାନତା ହେତୁ ଭାସି ଯାଇଥିବା!-->…
Read More...
Read More...
ରିଜର୍ଭ ପୁଲିସ ଲାଇନରେ ରକ୍ତଦାନ ଶିବିର
ସମ୍ବଲପୁର :ନିଜର କର୍ତ୍ତବ୍ୟ ରୂପେ ବିଧି ଓ ବିଧାନ ରକ୍ଷା ବ୍ୟତୀତ ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପୁଲିସ ବିଭାଗ ଆଗେଇ ଆସିଛି । ଗତ ଦିନ ବୁର୍ଲା ରକ୍ତଭଣ୍ଡାରରେ ରକ୍ତର ଘୋର ସଙ୍କଟ ରହିଛି ବୋଲି ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା । ତେଣୁ ସମ୍ବଲପୁର!-->…
Read More...
Read More...
ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ପୋଡିଦେଲେ ଥାନା
ଫୁଲବାଣୀ,୫/୮:- କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଠାରେ ଫିରିଙ୍ଗିଆ ବାଲିଗୁଡା ମୁଖ୍ୟରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି । ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍ଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍ ଅନୁରାଧାଙ୍କୁ ଲୋକେ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏହାପରେ!-->…
Read More...
Read More...