Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂଆଗାଁ ବ୍ଲକରେ ମୋ ଘର ଯୋଜନାରେ ପ୍ରଥମ ମଞ୍ଜୁର
ନୂଆଗାଁ : ଓଡିଶା ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମଧ୍ୟରୁ ମୋ ଘର ଏକ ସ୍ୱତନ୍ତ୍ର ଲୋକାଭିମୁଖୀ କାର୍ଯ୍ୟକ୍ରମ ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ମୋ ଘର ଯୋଜନାରେ ସମୁଦାୟ ୪୨୨ ଜଣ ଆବେଦନକାରୀ ଥିବାବେଳେ ଆଜି ଓଡିଶା ଗ୍ରାମ୍ୟ ବ୍ୟାଙ୍କ , ନୂଆଗାଁ ଶାଖା ତରଫରୁ ହିତାଧିକାରୀ!-->…
Read More...
Read More...
୧୧ ଦଫା ଦାବୀ ନେଇ ବେଲପଡ଼ା ବ୍ଲକ ଘେରିଲା ବିଜେପି
ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘେରିଲା ବିଜେପି । ପାଟଣାଗଡ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ ନେତୃତ୍ୱରେ ବେଲପଡ଼ା ସ୍ଥାନୀୟ ତାରିଣୀ ମନ୍ଦିରରୁ ରାଲିରେ ବାହାରି ବେଲପଡ଼ା ବ୍ଲକର ସମ୍ମୁଖରେ ବିଭିନ୍ନ ନାରା ଦେଇ ଧାରଣା ଦେଇଥିଲେ । ଆଜି ୧୧ ଦଫା!-->…
Read More...
Read More...
ତୃତୀୟ ଶ୍ରେଣୀ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା
ନୂଆପଡ଼ା : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଢାପଡା ଅପଗ୍ରେଡ଼ ହାଇସ୍କୁଲର ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ବୁଢାପରା ଗ୍ରାମର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ଜଗତ ଆଜି ବିଦ୍ୟାଳୟକୁ ପଢି ଯାଇଥିଲେ । ଖାଇବା ଛୁଟି ପରେ ସେ କିଛି!-->…
Read More...
Read More...
ମହାନଦୀରେ କୁମ୍ଭୀର ଆତଙ୍କ, ଗାଁ ଗାଁ ବୁଲି ସଚେତନତା କଲା ବନ ବିଭାଗ
ଗଣିଆ: ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ତରଫରୁ ମହାନଦୀରେ କୁମ୍ଭୀର ଆତଙ୍କ ଆଶଙ୍କା ନେଇ ଲୋକଙ୍କୁ ସତର୍କ କରିବା ପାଇଁ ଗାଁ ଗାଁ ବୁଲି ସଚେତନତା କରାଯାଇଛି । ଚଳିତ ବର୍ଷା ଋତୁରେ ମହାନଦୀରେ ଗୋଳିପାଣିରେ ସାତକୋଶିଆ ଗଣ୍ଡ ଅଞ୍ଚଳରୁ ତଳିଆ ଅଞ୍ଚଳକୁ କୁମ୍ଭୀର ଆସୁଥିବା!-->…
Read More...
Read More...
ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ
ପୁରୀ : ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି । ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ । ସସ୍ମିତା ତାଙ୍କ ଦୋକାନରେ!-->…
Read More...
Read More...
ବାଇକ୍କୁ ଧକ୍କା ଦେଲା କାର, ୩ ଗୁରୁତର
ପୁରୀ : ଆଜି ଦିନ ୪:୩୦ ସମୟରେ ପୁରୀ କୋଣାର୍କ ମେରେନ ଡ୍ରାଇଭ୍ ରାସ୍ତାରେ ଏକ ବାଇକକୁ ଏକ ଧକ୍କା ଦେବା ଫଳରେ ତିନିଜଣ ଗୁରୁତର ହୋଇଥିବା ଜଣାପଡିଛି । କାର ଡ୍ରାଇଭର ଜଣକ ମଦ୍ୟପାନ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡି ୦୨ ବିବି ୬୯୮୫ ନମ୍ବର ବିଶିଷ୍ଟ ଏକ କାର ୧୩ ଏଲ୫୮୦୩ ନମ୍ବର!-->…
Read More...
Read More...
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି,୧୦୧ କୋଟି…
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଟେଲିଯୋଗାଯୋଗ ଆଦି ଅନେକ ମୌଳିକ ସେବା ସୁବିଧାରେ ଉପଲବ୍ଧ!-->…
Read More...
Read More...
ବାଇକ୍-କାର ମୁହାଁମୁହିଁ ଧକ୍କା ଘଟଣା, ଗୁରୁତର ହୋମଗାର୍ଡଙ୍କ ଦେହାନ୍ତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେନିଗଡ ଫାଣ୍ଡି ଅଧିନସ୍ଥ କଖାରୁ ଫାଳ ନିକଟରେ ରବିବାର ଅପରାହ୍ନ ୪ଟା ସମୟରେ ଏକ ବାଇକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ ହାବିଲଦାର ଓ ଅନ୍ୟ ଜଣେ ହୋମ ଗାର୍ଡ ଗୁରୁତର ହୋଇଥିଲେ!-->…
Read More...
Read More...
ବାଇକ ସହ କାର ମୁହାଁମୁହିଁ ଧକ୍କା ଘଟଣା: ଜଣେ ମୃତ, ଜଣେ ଗୁରୁତର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେନିଗଡ ଫାଣ୍ଡି ଅଧିନସ୍ତ କଖାରୁ ଫାଳ ନିକଟରେ ରବିବାର ଅପରାହ୍ନ ୪ଟା ସମୟରେ ଏକ ବାଇକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ ହାବିଲଦାର ଅନ୍ୟ ଜଣେ ହୋମଗାର୍ଡ ଗୁରୁତର ହୋଇଥିିଲେ ।!-->…
Read More...
Read More...
ହୋମଗାର୍ଡ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ଆନୁକୁଲ୍ୟରେ ଦାରିଙ୍ଗବାଡ଼ି ଥାନା ପରିସରରେ ଏବଂ ମା ପାଟଖଣ୍ଡା ମନ୍ଦିର ପରିସରରେ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ!-->…
Read More...
Read More...