Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୁଣାକଟକ ଥାନା ଅଧିକାରୀ ଭାବେ ଯୋଗଦେଲେ ରଞ୍ଜିତ କୁମାର ମୁନି
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋତ୍ସା କାଉଁରୀଙ୍କ ବଦଳି ପରେ ଉକ୍ତ ଥାନାର ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ରଞ୍ଜିତ କୁମାର ମୁନି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ସୋମବାର ଦିନ ଶ୍ରୀ ମୁନି!-->…
Read More...
Read More...
ଦୁର୍ଘଟଣାରେ ଗାଡି ଚାଳକ ଗୁରୁତର
ନୂଆଗାଁ : ନୟାଗଡ ଜିଲ୍ଲା (ନୂଆଗାଁ )ଜାତୀୟ ରାଜପଥ ୫୭ ସୋରଡା ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ଗାଡି ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାମୁତବକ ଆଜି ଏକ ଟାଟା ମିନିଟ୍ରକ (ନଂ-ଓଡି୦୨ବିଜେଡ୍୯୮୬୭) ପରିବା ନେଇ ବାରଗଡରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ!-->…
Read More...
Read More...
କଣ୍ଟାମାଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
ବୌଦ୍ଧ,୨୧/୮:- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଅତିରିକ୍ତ ଆରକ୍ଷୀ!-->…
Read More...
Read More...
ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ସ୍ୱାସ୍ଥ୍ୟ ଶିବିର
ନନ୍ଦାହାଣ୍ଡି :ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଠାରେ District Early Intervention centre ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି!-->…
Read More...
Read More...
ଦିନ ଦ୍ୱିପହରରେ ରାସ୍ତା ମଝିରେ ଭାଲୁ
ନନ୍ଦାହାଣ୍ଡି,୨୧/୮:- ଆଜି ଦିନ ଦ୍ୱିପହରରେ ରାସ୍ତା ମଝିରେ ଭାଲୁ ଦେଖିବାକୁ ମିଳିଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ପଞ୍ଚାୟତ ଅନ୍ତର୍ଗତ ପଠାନଗୁଡା ରାସ୍ତାରେ । ଏହି ରାସ୍ତା ଦେଇ ଲୋକେ ଯିବା ସମୟରେ ଆତଙ୍କ ଖେଳାଇଛି ଏହି ଭାଲୁ ।!-->…
Read More...
Read More...
ଛାତ୍ରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ
ପାରଳାଖେମୁଣ୍ଡି,୨୧/୮:- ଗଜପତିର ୯୧ ଜଣ ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ଉନ୍ନୟନ ଅନୁଷ୍ଠାନ ପରିଦର୍ଶନ କାର୍ଯ୍ୟକ୍ରମକୁ ଗତକାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରକାଶଥାଉକି ଉକ୍ତ ୯୧ ଜଣ!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି!-->…
Read More...
Read More...
ବୁଲୁରା ପ୍ରାଥମିକ ବିଦ୍ୟାଳୟରେ ଶୁଭାରମ୍ଭ ହେବ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ଉପାନ୍ତ ଅଂଚଳର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ପଞ୍ଚାୟତର କାର୍ଯ୍ୟକ୍ଷମ ହେଉନଥିବା ବୁଲୁରା ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ୨୧/୮/୨୦୨୩ ପତ୍ର ସଂଖ୍ୟା ୫୦୪ ରେ ଉକ୍ତ!-->…
Read More...
Read More...
ଅନ୍ୱେଷା ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଖାଇ ୪୭ଜଣ ଛାତ୍ରଛାତ୍ରୀ ଅସୁସ୍ଥ
ପାଟଣାଗଡ : ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢ଼ାଇବାର ବ୍ୟବସ୍ଥା କରୁଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ଅର୍ଥକୁ ଲୁଟ୍ କରି ଅଧିକାରୀ ଓ କର୍ତ୍ତୃପକ୍ଷ ମାଲେମାଲ ହେଉଛନ୍ତି । ସେମାନଙ୍କୁ ଉଚିତ ପରିମାଣରେ ଖାଦ୍ୟ ଯୋଗାଇ!-->…
Read More...
Read More...
ଗାଁରେ ପହଞ୍ଚିଲା ପାର୍ଥିବ ଶରୀର, ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ
ହରଭଙ୍ଗା,୨୧/୮:- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେଣିଗଡ ଫାଣ୍ଡିରେ କାର୍ଯ୍ୟରତ ଥିବା ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ଗୃହରକ୍ଷୀ ଟୁକୁନା ବେହେରା ଉଭୟ ବାଇକ ଯୋଗେ ଫାଣ୍ଡିକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ କାର୍ ସହ ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ!-->…
Read More...
Read More...