Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନରସିଂହପୁରରେ ଅଟୋ ଦୁର୍ଘଟଣା,୧୫ ଆହତ; ଚିକିତ୍ସାଧୀନ ଆହତଙ୍କୁ ଭେଟିଲେ ବିଧାୟକ ଦେବୀ ମିଶ୍ର
କଟକ: ଅଟୋ ଓଭର ଲୋଡିଂରୁ ଦୁର୍ଘଟଣା। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଓଲବ ଘାଟି ରାସ୍ତା ନିକଟରେ ଅଟୋ ଓଲଟି ୧୫ ଆହତ। ଅଟୋ ଓଭର ଲୋଡିଙ୍ଗ ପାଇଁ ଘଟିଲା ଦୁର୍ଘଟଣା । ଗୋଟିଏ ଅଟୋରେ ଡ୍ରାଇଭର ସହ ସମୁଦାୟ ୧୫ ଜଣ ବସି ଚମ୍ପେଶ୍ୱର ସାପ୍ତାହିକ ପରିବାହାଟକୁ ଆସୁଥିବା ବାଟରେ ଘଟିଲା ଅଘଟଣ ।!-->…
Read More...
Read More...
ପାଇଖାନାରେ ବୃଦ୍ଧ ଦମ୍ପତିଙ୍କ କଟୁଛି ଦିନ
ନୂଆପଡ଼ା : କେହି ଭଙ୍ଗା ଘରେ ରହିବେ ନାହିଁ, ଘର ଅଭାବରେ କାହାରିକୁ ଖୋଲା ଆକାଶ ତଳେ ରହିବାକୁ ଦିଆ ଯିବନି । ଏମିତି କେତେ କେତେ ଘୋଷଣା କରୁଛନ୍ତି ସରକାର । ଆବାସ ଯୋଜନାରେ ସମସ୍ତଙ୍କୁ ଗୃହ ଯୋଗାଇ ଦିଆଯାଉଥିବା କୁହାଯାଉଛି, କିନ୍ତୁ ବାସ୍ତବ ଚିତ୍ର ଯେ ସମ୍ପୂର୍ଣ୍ଣ ଓଲଟା ଏହା ସମସ୍ତେ!-->…
Read More...
Read More...
ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ
ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ନନ୍ଦପୁର ଠାରେ ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଦିନକୁ ଦିନ ସଂକୁଚିତ ହୋଇପଡୁଥିବା ଗ୍ରାମ ସଡକ ଗୁଡିକ ପାଇଁ ଯାତାୟତରେ ନାନା ସମସ୍ୟା ଉପୁଜାଉ ଥିବାବେଳେ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗ୍ରାମ ସଡକ ନିକଟବର୍ତ୍ତୀ!-->…
Read More...
Read More...
ପାଣିଘେରରେ ଗୋୟଲବେର୍ଣ୍ଣା ମଠ, ପାଣି ନିଷ୍କାସନ ଦାବି
ସୁବର୍ଣ୍ଣପୁର : ସୋନପୁର ସଦର ବ୍ଲକର ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋୟଲବେର୍ଣ୍ଣାଠାରେ ଥିବା ଅଲେଖ ମହିମା ମଠ ଏବେ ପାଣିଘେରରେ ରହିଛି । ଗତ କିଛିଦିନ ତଳର ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଏବେ ସଂପୂର୍ଣ୍ଣ ମଠଟି ପାଣିଘେରରେ ରହି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି!-->…
Read More...
Read More...
ନୂତନ ଥାନା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ସରପଞ୍ଚ ସଂଘ
ହରଭଙ୍ଗା,୨୨/୮:- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାରେ ନୂତନ ଭାବେ ଯୋଗଦେଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କୁ ହରଭଙ୍ଗା ବ୍ଲକ ସରପଂଚ ସଂଘ ପକ୍ଷରୁ ଆଜି ଶୁଭେଚ୍ଛା ଜଣାଯାଇଛି । ଶ୍ରୀ ମୁନି ସୋମବାର ଦିନ ପୁରୁଣାକଟକ ଥାନା ଅଧିକାରୀ ଭାବେ ଯୋଗଦାନ କରିଥିଲେ । ସଂଘ ପକ୍ଷରୁ!-->…
Read More...
Read More...
ଗଣମାଧ୍ୟମରେ ପ୍ରଚାର ପରେ ଗୁପ୍ତେଶ୍ୱରଙ୍କୁ ମିଳିଲା ବକେୟା ୧୭୦୦୦ ଭତ୍ତା ଟଙ୍କା
ହରଭଙ୍ଗା ୨୨/୮.- ହରଭଙ୍ଗା ବ୍ଲକ ସଂକୁଲେଇ ପଂଚାୟତ ମଲ୍ଲିକପଡା ଗ୍ରାମର ଭିନ୍ନକ୍ଷମ ଅସହାୟ ବୃଦ୍ଧ ଗୁପ୍ତେଶ୍ୱର ଗାଈଗୌରିଆ ପ୍ରାୟ ଏକବର୍ଷରୁ ଉଦ୍ଧ୍ୱର୍ ଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ପରବର୍ତ୍ତୀ ସମୟରେ ଗୋଡ଼ ଭାଙ୍ଗିଯିବା ଓ ଭିନ୍ନକ୍ଷମ ହେବା, ଅନ୍ୟପଟେ ଫିଙ୍ଗର!-->…
Read More...
Read More...
କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କୃଷି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ । ଖରିଫ ଋତୁରେ ଉଚ୍ଚ ମଧ୍ୟମ ଜମିରେ ଧାନ!-->…
Read More...
Read More...
ଶ୍ରୀମନ୍ଦିର ନାଟମଣ୍ଡପ ବିମର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଟିମ୍
ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଅସୁରକ୍ଷିତ ଥିବା ଆମିକସ୍ କ୍ୟୁରୀ ଏନ୍ କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଭିନ୍ନ ମହଲରେ ଏଏସଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ତତ୍ପର ହୋଇଛି ଏଏସଆଇ!-->…
Read More...
Read More...
ଅବଢ଼ା ଯୋଜନା ସମୀକ୍ଷା ବୈଠକ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ!-->…
Read More...
Read More...
ଓଡିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ, ଭିଡିଓ ଭାଇରାଲ
ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତ ଶ୍ରୀକାକୁଲମ ଜିଲା ଭାମିନି ମଣ୍ଡଳରେ ମହାବଳ ବାଘ ଚଳ ପ୍ରଚଳ ହେଉଥିବା ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଉଭୟ ରାଜ୍ୟର ଗ୍ରାମ ଗୁଡିକରେ ଆତଙ୍କ ଖେଳିଯାଇଛି । ଭାଇରଲ ଭିଡିଓ ରେ ଗୋଟିଏ ମହାବଳ ବାଘ ରାସ୍ତା ଉପରେ!-->…
Read More...
Read More...