Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସୁବର୍ଣ୍ଣପୁର ନୂଆଁ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ
ସୁବର୍ଣ୍ଣପୁର : ଆଜି ସନ୍ଧ୍ୟାରେ ସୋନପୁର ନୂଆଁ ଟାଉନ ହଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତରର ଶୁଭ ଉଦଘାଟନ କରାଯାଇଛି । ଏହି ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଆଜି ଏକ ଭବ୍ୟ!-->…
Read More...
Read More...
ଘର ପଟ୍ଟା ଦାବି ନେଇ ଗ୍ରାମବାସୀ ତହସିଲଦାରଙ୍କ ଦ୍ୱାରସ୍ଥ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ସଦର ଗ୍ରାମ ପଞ୍ଚାୟତ ଗ୍ରାମବାସୀ ଘର ପଟ୍ଟା ନିମନ୍ତେ ଏକ ଲିଖିତ ଦାବିପତ୍ର ନନ୍ଦାହାଣ୍ଡି ତହସିଲଦାର ବନମାଳୀ ମେହେରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୪୦ ରୁ ୫୦ ବର୍ଷ ଧରି ମେଣ୍ଟ୍ରୀ ସଦର ପଞ୍ଚାୟତ!-->…
Read More...
Read More...
ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଳିଙ୍ଗା ପଞ୍ଚାୟତ ଗସ୍ତ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା
ଘୁ.ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ଆଜି କଳିଙ୍ଗା ଗ୍ରାମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି । ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗୃହ ନିର୍ମାଣ କାର୍ଯ୍ୟ!-->…
Read More...
Read More...
ଜିଲ୍ଲାପାଳଙ୍କୁ ଗାଁ ସାଥୀଙ୍କ ସ୍ମାରକ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ବିଭିନ୍ନ ଦାବୀ ନେଇ ଗଜପତି ଜିଲ୍ଲା ଗାଁ ସାଥୀ ମେଟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ଗାଁ ସାଥୀଙ୍କୁ ତାଲିମ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶନାମାକୁ ବିଭିନ୍ନ ବ୍ଲକରେ ସଠିକ ଭାବେ ଲାଗୁ କରିବାକୁ!-->…
Read More...
Read More...
ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସମୂହ ଛୁଟି ଚେତାବନୀ
ହରଭଙ୍ଗା: ଓଡ଼ିଶାର କୃଷି କ୍ଷେତ୍ରରେ ଉଦ୍ୟାନ କୃଷି କୃଷକର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ ମୁଖ୍ୟ ଅଙ୍ଗ ଅଟେ । କିନ୍ତୁ ଦିନକୁ ଦିନ ସରକାରଙ୍କ ବିଭିନ୍ନ ଯୋଜନା ଉଦ୍ୟାନ କୃଷି ବିଭାଗ ଉପରେ ଦାୟିତ୍ୱ ଦେଉଥିବା ଓ ଅଧିକାରୀ ମାନେ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବା ବେଳେ ଦୀର୍ଘ ବର୍ଷ ଧରି!-->…
Read More...
Read More...
ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ୱାମୀ
ପୁରୀ : ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ମମ ଭାବେ କଟୁରୀରେ ହାଣି ହତ୍ୟା କରିଥିଲା ସ୍ୱାମୀ । ଗତ ୨୧ ତାରିଖ ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମରେ ରଶ୍ମିତା ବରାଳ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ!-->…
Read More...
Read More...
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଆସାମୀ ଗିରଫ
ହରଭଙ୍ଗା: ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ ସାଂପୋଚ ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାମତେ ଏକ ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ଦିନପ୍ରାୟ ୧୧ଘଣ୍ଟା ସମୟରେ ଗ୍ରାମର!-->…
Read More...
Read More...
ଜଙ୍ଗଲରେ ଚାଲିଛି ଅବାଧ ଜନ୍ତୁ ଶିକାର, ଭାଲୁର ମୃତଦେହ ଜବତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ବୌଦ୍ଧ ବନଖଣ୍ଡ ଦେବଗଡ଼ ବିଟ ବାଙ୍କଦେଇ ସଂରକ୍ଷିତ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତ୍ରିରେ ବନ ବିଭାଗର ପେଟ୍ରୋଲିଂ ସମୟରେ ଏକ ଭାଲୁର ମୃତଦେହ ଠାବ କରାଯାଇଥିବା ସୂଚନା ମିଳିଛି । ପେଟ୍ରୋଲିଂ ଟିମ୍ ସନ୍ଧାନ କରିବା ସମୟରେ ଅନ୍ୟ ଏକ ସଦ୍ୟ ଅନ୍ତନାଡି ପୁଟା ଜବତ!-->…
Read More...
Read More...
ହରଭଙ୍ଗା ଗଣମାଧ୍ୟମ ପ୍ରତିନିଧିମାନଙ୍କ ତରଫରୁ ନୂତନ ଥାନା ଅଧିକାରୀଙ୍କୁ ଶୁଭେଚ୍ଛା
ହରଭଙ୍ଗା :ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କୁ ହରଭଙ୍ଗା ବ୍ଲକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ତରଫରୁ ସ୍ୱାଗତ ଶୁଭେଚ୍ଛା ଜଣାଯାଇଛି । ଶ୍ରୀ ମୁନି ସୋମବାର ଦିନ ପୁରୁଣାକଟକ ଥାନା ଅଧିକାରୀ ଭାବେ ଯୋଗଦାନ କରିଥିଲେ ।!-->…
Read More...
Read More...
ଖଡ଼ିଆଳର ନୂତନ ଥାନାଧିକାରୀଙ୍କୁ ସାକ୍ଷାତ କଲେ ନୂଆପଡ଼ା ଡିଷ୍ଟ୍ରିକ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ନୂତନ ଭାବରେ ଯୋଗଦାନ କରିଥିବା ଥାନାଧିକାରୀ ପ୍ରଦୀପ ଧରୁଆଙ୍କୁ ନୂଆପଡ଼ା ଡିଷ୍ଟ୍ରିକ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଙ୍ଘ ତରଫରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା । ଏହି ସାକ୍ଷାତ ସମୟରେ ସଙ୍ଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ମହାନନ୍ଦ,!-->…
Read More...
Read More...