Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାରୁତି ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ
ଜହ୍ନ ।ପଙ୍କ,୧୦/୯:- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜହ୍ନ ।ପଙ୍କ ପରିସରରେ ମାରୁତି ଯୁବକ ସଂଘ ଆନକୂଲ୍ୟରେ ଓ ପତଞ୍ଜଳି ଯୁବା ଭାରତ, ସଚେତନ ଯୁବ ସମାଜ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟଅତିଥି ଭାବେ ୬ ନଂ ଜିଲ୍ଲା!-->…
Read More...
Read More...
ପୁରୀରେ ଇଣ୍ଟରନ୍ୟାସନାଲ୍ ପରଫରମିଂ ଆର୍ଟସ୍ ଫେଷ୍ଟିଭାଲ୍ର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ
ପୁରୀ : ପୁରୀରେ ଦ୍ୱିତୀୟ ବର୍ଷ ପାଇଁ ଇଣ୍ଟରନ୍ୟାସନାଲ୍ ପରଫରମିଂ ଆର୍ଟସ୍ ଫେଷ୍ଟିଭାଲ୍ (ଆଇପିଏଏଫ୍ ) ଆୟୋଜନ କରାଯାଇଛି । ଟାଉନ୍ ହଲ୍ରେ ଆୟୋଜିତ ଏହି ଉତ୍ସବକୁ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଶ ଚିତ୍ତାକର୍ଷକ ସାଂସ୍କୃତିକ!-->…
Read More...
Read More...
ବସନ୍ତ ପାଢୀ ହେଲେ ଡିସିସି ସାଧାରଣ ସମ୍ପାଦକ
ଫୁଲବାଣୀ: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା କଂଗ୍ରେସକୁ ସଂଗଠିତ କରାଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ, ଏନ୍ଏସି ଏବଂ ପୌରପାଳିକାର କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ଦ୍ୱାରା ଅନୁମୋଦିତ!-->…
Read More...
Read More...
ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ପାଳିତ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ଦ୍ୱାରଗାଁଠାରେ ପ୍ରତିଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା!-->…
Read More...
Read More...
ପୁରୀ ଅର୍ବାନ୍ କୋ ଅପରେଟିଭ ବ୍ୟାଙ୍କର ସାଧାରଣ ସଭାକୁ ବର୍ଜନ କଲେ ନିର୍ଦ୍ଦେଶକ ମଣ୍ଡଳୀ
ପୁରୀ: ଶନିବାର ଦିନ ପୁରୀ ଅର୍ବାନ୍ ବ୍ୟାଙ୍କର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ନିର୍ଦ୍ଦେଶକ ମଣ୍ଡଳୀମାନେ ବର୍ଜନ କରିବା ସହ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଥିଲେ । ଜାତୀୟକରଣ ବ୍ୟାଙ୍କ ପରିବର୍ତ୍ତେ ମୋଟା ଅଙ୍କର କମିସନ୍ ନେଇ ପ୍ରାଇଭେଟ ବ୍ୟାଙ୍କରେ ଟଙ୍କା ଜମା!-->…
Read More...
Read More...
ବୌଦ୍ଧ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ପ୍ରେସମିଟ୍
ବୌଦ୍ଧ,୧୦/୯:- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ପୌରହିତ୍ୟରେ ଏକ ଜରୁରୀ କାଳୀନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୩ ତାରିଖ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣରେ ବ୍ୟାପକ ଅନିୟମିତତା, ଯୋଗ୍ୟ ହିତାଧିକାରୀ ଚୟନ ଓ!-->…
Read More...
Read More...
ନକଲି ବିଦେଶୀ ମଦ ଜବତ, ୫ଜଣକୁ କୋର୍ଟ ଚାଲାଣ
ନୂଆପଡ଼ା:ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଇ ହୀରାବତୀ ଥାର୍ଟୀ ଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟା ପାଖା ପାଖି ୬ଟା ବେଳେ ଅବକାରୀ ବିଭାଗର ପେଟ୍ରୋଲିଙ୍ଗ ଟିମ ତରବୋଡ ଥାନାଏରିଆ ପାଖାପାଖି ପଇଁତରା ମାରୁଥିବା ବେଳେ ଏକ ବିଶ୍ୱସ୍ତ ସୁତ୍ରରୁ ଜଡଗଡ ଠାରେ ନକଲି ଦେଶ!-->…
Read More...
Read More...
ପବିତ୍ର କାଳୀୟ ଦଳନ ଏକାଦଶୀରେ ଲବଣି ଖିଆ ନୀତି
ପୁରୀ : ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବେଶରେ ତିନି ଖଣ୍ଡ ଆଜ୍ଞା ମାଳ ଶ୍ରୀଜୀଉମାନେ ଲାଗି ହୁଅନ୍ତି । ଧୂପ ସରି ଭିତରେ ପାଣି ପଡିବା ପରେ, ଦକ୍ଷିଣୀ ଘର ଭୋଗ ସରିଥାଏ । ଶ୍ରୀମଦନମୋହନ, ରାମ, କୃଷ୍ଣ ତିନି ଚଳନ୍ତି ପ୍ରତିମା ଭିତର ରତ୍ନସିଂହାସନକୁ ବିଜେ!-->…
Read More...
Read More...
ଟ୍ରକ ଦୁର୍ଘଟଣାରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ବାଲିଗୁଡା : ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ପଡ଼ିରହିଛି ବୃଦ୍ଧଙ୍କ ମୃତଦେହ । ଆଖିପିଛୁଳାକେ ବୃଦ୍ଧଙ୍କ ଉପରେ ଚଢିଗଲା ମାଲବୋଝେଇ ଟ୍ରକ । ପରିବାର ଲୋକଙ୍କ କହିବାନୁଯାଇ ମାଙ୍କଡ଼ ଘଉଡ଼ାଇବାକୁ କ୍ଷେତକୁ ଯାଉଥିବା ବେଳେ ଡ୍ରହଲା ଶୁକମାଝିଙ୍କ ଉପରେ ଅଚାନକ ଚଢ଼ି ଯାଇଥିଲା!-->…
Read More...
Read More...
ସରକାରୀ ପଦାଧିକାରୀମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ : ସାଂସଦ
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି (ଚତୁର୍ଥ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯେତେଗୁଡ଼ିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଗୁଡ଼ିକୁ!-->…
Read More...
Read More...