Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟର ଲୋକାର୍ପିତ, ବେଦାନ୍ତ ସହଯୋଗରେ ହୋଇଛି ପ୍ରତିଷ୍ଠା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା!-->…
Read More...
Read More...
ନୂଆପଡା ଜିଲ୍ଲାରେ ବନ ବିଭାଗର ବିଟ୍ ହାଉସ୍ ଉଡାଇଲେ ମାଓବାଦୀ
ନୂଆପଡା: ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବୋମା ପକାଇ ବନ ବିଭାଗର ବିଟ୍ ହାଉସ୍ ଉଡାଇ ଦେଲେ ମାଓବାଦୀ । କିଛି ଦିନର ବ୍ୟବଧାନ ପରେ ଆଜି ସଦର ଥାନା ଗୋଳାବନ୍ଧ ଗାଁରେ ଲାଲବାହିନୀ ଏଭଳି ଉତ୍ପାତ କରିଛନ୍ତି । ବିଟ୍ ହାଉସ୍ ଉଡାଇବା ସହ ଏକ ଜେସବି ମେସିନ ଜାଳି ଦେଇଛନ୍ତି ।!-->…
Read More...
Read More...
ବିଜେପି ବୌଦ୍ଧ ଜିଲ୍ଲା ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ତେଲିବନ୍ଧ ଗ୍ରାମ ପଞ୍ଚାୟତଠାରେ ଆନ୍ଦୋଳନ
ଜହ୍ନ ।ପଙ୍କ,୨୫/୮: ବୌଦ୍ଧ ଜିଲ୍ଲା ବିଜେପି ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଧାରଣା ଦେବା ସହିତ ପଞ୍ଚାୟତ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଏକ ଦାବିପତ୍ର ସ୍ଥାନୀୟ ସରପଞ୍ଚଙ୍କ ପାଖରେ ମାନ୍ୟବର!-->…
Read More...
Read More...
ନୂଆଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ତରୀୟ ଭାଷଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ସୌମ୍ୟରଂଜନ
ସମ୍ବଲପୁର: ନିଷ୍ଠା ଓ ଇଚ୍ଛା ଶକ୍ତି ରହିଲେ ସଫଳତା ମିଳିଥାଏ, ଏଭଳି ସଫଳତା ଦେଖାଇବାରେ ସୌମ୍ୟରଞ୍ଜନ ବଡପଣ୍ଡା ରହିଛନ୍ତି ସର୍ବାଗ୍ରେ । ନୂଆଦିଲ୍ଲୀ ଠାରେ ଥିବା ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରରେ ଆୟୋଜିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଭାଷଣ!-->…
Read More...
Read More...
ବିଭିନ୍ନ ସ୍ଥାନରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ଓ କୋରଡା ଗ୍ରାମରେ ଯକ୍ଷ୍ମା ରୋଗର ସଚେତନତା କରାଯାଇଛି । ଓଡିଶା ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଦ୍ୱାରା ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଆଜି ଖଲମଡା ଓ ଭାତରଙ୍କା ଗ୍ରାମରେ ଦାଶକାଠିଆ ମାଧ୍ୟମରେ ଯକ୍ଷ୍ମା ସଚେତନତା!-->…
Read More...
Read More...
ମୁକ୍ତା ଓ ଜାଗା ମିଶନ ଯୋଜନାର ରାଜ୍ୟ ଉପଦେଷ୍ଟାଙ୍କ ଚମ୍ପୁଆ ଗସ୍ତ
ଚମ୍ପୁଆ: ଚମ୍ପୁଆ ବିଜ୍ଞପିତ ଅଂଚଳ ପରିଷଦରେ କାର୍ଯ୍ୟ କରୁଥିବା ମୁକ୍ତା ଓ ଜାଗାମିଶନର ଉନ୍ନୟନ କାର୍ଯ୍ୟକୁ ରାଜ୍ୟ ଉପଦେଷ୍ଟା ରାଜଶ୍ରୀ ମହାନ୍ତି ଓ ହରିଶଙ୍କର ରାଉତ ତଦାରଖ କରିଥିବା ଜଣାଯାଇଛି । ଏହି ପରିଦର୍ଶନ ସମୟରେ ମୁକ୍ତା ଟିମ ମୁଖ୍ୟ ଅନନ୍ତ ଚରଣ ସାହୁ ସମେତ ଅଧ୍ୟକ୍ଷ ଗିରିଜା ଶଙ୍କର!-->…
Read More...
Read More...
ମହୁଲି ମଦ ସହ ବାଇକ ଜବତ, ଜଣେ ଗିରଫ
ଚମ୍ପୁଆ:- ଚମ୍ପୁଆ ଅଂଚଳରେ ଦିନକୁ ଦିନ ଚୋରା ମହୁଲୀ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି । ଚମ୍ପୁଆ ଏକ ଉପାନ୍ତ ଅଂଚଳ ହୋଇଥିବା ହେତୁ ଏହି ଅଂଚଳକୁ ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ବିଭିନ୍ନ ମାଧ୍ୟମରେ ମହୁଲି ମଦ ଅନାୟସରେ ପ୍ରବେଶ କରିବା ସହ ଗାଁ!-->…
Read More...
Read More...
ଶାଳଗଣ୍ଡି ଜବତ, ୪ ଗିରଫ
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅଇଁଲାଛାଟ ଛକ ନିକଟରେ ଥିବା ଦଳଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ଆଜି ବନବିଭାଗ ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ବନବିଭାଗ ଚଢାଉ କରି ସେଠାରୁ ୭ଟି ଶାଳ ଗଣ୍ଡି, ୧୦ଖଣ୍ଡ ସାଇଜ କାଠ, ୨ଟି କରତ ଏବଂ ଗୋଟିଏ ବାଇକ୍ ଜବତ କରିବା ସହ ୪!-->…
Read More...
Read More...
ମକା ଚାଷ ଗୋରୁ ଖାଇଦେଲା ବୋଲି ଜଣଙ୍କୁ ଗୁଳିକରି ହତ୍ୟା
ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗା ପଞ୍ଚାୟତର ଖାରିଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମକା ଚାଷ ଗୋରୁ ଖାଇଦେଲା ବୋଲି ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସେ ହେଲେ ମାର୍ଦି ପଡ୍ରା (୫୫) । ସେ ସିଚା ମାଜୁ ପଦରକୁ!-->…
Read More...
Read More...
ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ସୋନପୁର :-ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ଆୟଭୀତିକ ମେଧାବୃତ୍ତି ପରୀକ୍ଷା ସମର୍ଦ୍ଧନା ଉତ୍ସବ ପାଳିତ ହୋଇଛି । ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ମୁଖ୍ୟ ଅତିଥି ଓ ସାଗରପାଲି ଉଚ୍ଚ!-->…
Read More...
Read More...