Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମାଜ କଲ୍ୟାଣ ପାଇଁ ରକ୍ତଦାନ ଶିବିର
ନୂଆଗାଁ : ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆଜି ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ତଥା ନୟାଗଡର!-->…
Read More...
Read More...
ବାଇକ ସହ କାର ମୁହାଁମୁହିଁ ଧକ୍କା,ଦୁଇ ପୋଲିସ କର୍ମଚାରୀ ଗୁରୁତର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେନିଗଡ ଫାଣ୍ଡି ଅଧିନସ୍ଥ କଖାରୁଫାଳ ନିକଟରେ ରବିବାର ଅପରାହ୍ନ ୪ଟା ସମୟରେ ଏକ ବାଇକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ ହାବିଲଦାର ଅନ୍ୟ ଜଣେ ହୋମଗାର୍ଡ ଗୁରୁତର ହୋଇଥିବା!-->…
Read More...
Read More...
ଏମକେଏସପିର ନୂତନ କର୍ମକର୍ତ୍ତା ଚୟନ
ଫୁଲବାଣୀ : ୧୯୬୧ମସିହା ଅକ୍ଟୋବର ଦୁଇ ତାରିଖର ଏକ ଶୁଭ ବେଳାରେ ଅବିଭକ୍ତ ବଉଦ ଓ କନ୍ଧମାଳ ଜିଲ୍ଳାରେ ଜନ୍ମ ନେଇଥିଲା ମୋହନଦାସ କରମଚାନ୍ଦ ସାଂସ୍କୃତିକ ଅନୁଷ୍ଠାନ । କନ୍ଧମାଳ ଜିଲ୍ଲାରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟ ପରିଚାଳନା କରିବାରେ ଏହା ଏକ ପ୍ରମୁଖ ଅନୁଷ୍ଠାନ । ସାହିତ୍ୟ,!-->…
Read More...
Read More...
ରାଜ୍ୟ କ୍ୟାବିନେଟରେ କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ,ମୁଖ୍ୟମନ୍ତ୍ରୀଙ୍କୁ…
ଭୁବନେଶ୍ଵର :କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ଜନପ୍ରତିନିଧି ନବୀନ!-->…
Read More...
Read More...
ପଦ୍ମଶ୍ରୀ ଡ଼.ସତ୍ୟନାରାୟଣ ରାଜୁଗୁରୁଙ୍କ ୧୨୧ତମ ଜୟନ୍ତୀ ପାଳିତ
ପାରଲାଖେମୁଣ୍ଡି : ପାରଲାଖେମୁଣ୍ଡି ସ୍ଥିତ ଡ.ସତ୍ୟନାରାୟଣ ରାଜୁଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଡ଼. ସତ୍ୟନାରାୟଣ ରାଜୁଗୁରୁ ୧୨୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଥିବା ରାଜୁଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପୂର୍ବତନ!-->…
Read More...
Read More...
ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ
ଗଣିଆ: ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗୋମୁଁହା କୁମ୍ଭୀରଟି ପତୁରିଆ ଗ୍ରାମ ସର ନାଳରେ ମହାନଦୀରେ ବନ୍ୟା ସମୟରେ ଚାଲିଆସିଥିବା ଜଣାପଡିଛି । ଗତ ଶନିବାର ଦିନ ଗ୍ରାମର ଦାଶରଥି ନୟାକଙ୍କ ଗୋଟିଏ ଛେଳିକୁ ଖାଇଦେଇଥିବା ଜଣାପଡିଛି ।!-->…
Read More...
Read More...
ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା
ସୁବର୍ଣ୍ଣପୁର: ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ପ୍ରମୁଖ ଗୋକର୍ଣ୍ଣେଶ୍ୱର ବାବା ମନ୍ଦିରରେ ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା ସହ ଏକ ଜଳଶାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଦେବ ପୂଜନ କାର୍ଯ୍ୟକ୍ରମରେ ଚଷା ସଂପ୍ରଦାୟର ମହିଳା!-->…
Read More...
Read More...
ସ୍ୱାଭିମାନ ମଞ୍ଚର ବିଶାଳ ବାଇକ୍ ଶୋଭାଯାତ୍ରା ଓ ସଂକଳ୍ପ ସମାବେଶ
ଦଶପଲ୍ଲା : ସାଧାରଣ ନିର୍ବାଚନକୁ ଆହୁରି ଅନେକ ଦିନ ବାକିଥିବା ବେଳେ ଏବେ କିନ୍ତୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ନିର୍ବାଚନୀ ଉଷ୍ମତା । ଏହି ପରିପ୍ରେକ୍ଷୀରେ ଦଶପଲ୍ଲାର ପ୍ରମୁଖ ସଂଗଠନ ଦଶପଲ୍ଲା ସ୍ୱାଭିମାନ ମଂଚ ତରଫରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା!-->…
Read More...
Read More...
ପୂଜା କରୁଥିବା ସମୟରେ ଟଳି ପଡ଼ିଲେ ପୂଜକ
କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଅଲରା ଗାଁରେ ଥିବା ଏକ ଶିବ ମନ୍ଦିରରେ ଆଜି ଅଘଟଣ ଘଟିଛି। ସବୁଦିନ ପରି ମନ୍ଦିରରେ ପୂଜା କରୁଥିବା ବେଳେ ଟଳି ପଡ଼ିଥିଲେ ପୂଜକ ପ୍ରଭାସ ଭାଇନା। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ତାଙ୍କୁ ମୃତ ଘୋଷଣା!-->…
Read More...
Read More...
ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଜିଲ୍ଲା କଂଗ୍ରେସ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଜି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କରାଯାଇଛି । ଓଡ଼ିଶାର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଘେରାଉ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି ।!-->…
Read More...
Read More...