Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମାଜସେବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ପୁରୀ: ସମାଜସେବୀ ତଥା ଧର୍ମପ୍ରାଣ ମହିଳା ଶକୁନ୍ତଳା ମିଶ୍ରଙ୍କ ପରଲୋକ ଗମନ ର ଏକାଦଶ ଦିବସରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବାସଭବନରେ ଆୟୋଜିତ ଏହି ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ସ୍ୱର୍ଗତା ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ!-->…
Read More...
Read More...
୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡ଼ା: ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ୭୭ତମ ସ୍ୱାଧୀନତା ଦିବସ କିଭଳି ସୁରୁଖୁରୁରେ ପାଳନ କରାଯିବ ଏବଂ!-->…
Read More...
Read More...
ଅର୍ଥ ସାଜିଛି ବାଧକ, କୋମାରେ ଲଲାଟେନ୍ଦୁ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ସରିଗଣ୍ଡା ଗ୍ରାମପଞ୍ଚାୟତ ରଂଗମାଟିଆ ଗାଁର ଲଲାଟେନ୍ଦୁ ଏବେ କୋମାରେ । ଜମିବାଡ଼ି ବିକ୍ରି, ଘର ବନ୍ଧା ପକାଇ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କଲା ପରେବି ସବୁ ନିଷ୍ଫଳ ।ଏବେ ସାହାଯ୍ୟ ଅପେକ୍ଷାରେ ଲଲାଟେନ୍ଦୁ ।ପ୍ରାପ୍ତ ସୂଚନା ଅନୁସାରେ, ଏକ ଠିକାଦାରି!-->…
Read More...
Read More...
ସାପ କାମୁଡ଼ାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ଫୁଲବାଣୀ : ସାପ କାମୁଡ଼ାରେ ସ୍ୱାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଚକାପଦ ବ୍ଲକର ଲାଇନ ପଡ଼ା ଗ୍ରାମରେ ଗତ ବିଲମ୍ବିତ ରାତିରେ ସ୍ୱାମୀ ବିମଳ ଓ ସ୍ତ୍ରୀ ଘରେ ଶୋଇଥିବା ସମୟରେ ଗୋଟିଏ ସାପ ଆସି!-->…
Read More...
Read More...
ଯୁବ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ, ୩ ଗିରଫ
ପୁରୀ: ଯୁବ ବିଜେଡି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କପ ସାହୁଙ୍କୁ ହତ୍ୟା ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛି ପୋଲିସ ।!-->…
Read More...
Read More...
ଶାଳଗଛ ପଡି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ
ଦଶପଲା : ଆଜି ସଂଧ୍ୟା ୫ଟା ୩୦ ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଟାକରା ଓ ବୁଗୁଡା ମଧ୍ୟବର୍ତ୍ତୀ ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଏକ ବିରାଟ ଶାଳଗଛ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରେ ପଡିଯିବାରୁ ଜାତୀୟ ରାଜପଥର ଦୁଇ!-->…
Read More...
Read More...
୬ ଡକାୟତଙ୍କୁ ବାନ୍ଧିଲା ପୁରୀ ପୁଲିସ
ପୁରୀ: ପୁରୀ ସଦର ଥାନା ପୋଲିସ ଦ୍ୱାରା ୬ ଡକାୟତ ଗିରଫ । ଗତକାଲି ବିଳମ୍ବିତ ରାତିରେ ୬ଜଣ ଅଭିଯୁକ୍ତ ମଙ୍ଗଳାଘାଟ ବାଇପାସ୍ ରାସ୍ତା ଜଳଭଣ୍ଡାର ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଏମାନଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପୁରୀ ସଦର ଗୋଲାସାହିର!-->…
Read More...
Read More...
ରାମଗଡ଼ରେ ସନ୍ଦୀଗ୍ଧ ପାରା ଠାବ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପରିସରରେ ଆଜି(ବୁଧବାର) ଏକ କଳା ପାରା ଠାବ କରାଯାଇଛ । ପାରାର ଦୁଇ ଗୋଡରେ ଦୁଇଟି ରିଙ୍ଗ ଲାଗିଥିବା ବେଳେ ଡାହାଣ ଗୋଡ଼ ରିଙ୍ଗରେ ୧୩୭୧,୩୨୧୧ନଂ ଓ ପିଜନ ଲୋଫ୍ଟ ମାମାସେନ ଲେଖାଯିବା ସହ ଦୁଇ ପାରା ଉଡୁଥିବାର ଚିତ୍ର ଅଛି । ବାମ ଗୋଡ଼!-->…
Read More...
Read More...
ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପାଇଁ ଦିଲ୍ଲୀରେ ସାଂସଦ ସପ୍ତଗିରିଙ୍କୁ ଭେଟିଲେ ପ୍ରତିନିଧି ଦଳ
ରାୟଗଡା : ଅନୁସୂଚିତ ଜନଜାତି ତାଲିକାରେ ଝଡିଆ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀମତୀ ସୁମାନି ଝଡିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ନୂଆଦିଲ୍ଲୀରେ ଥିବା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ସାଂସଦ ଶ୍ରୀ ଉଲାକା!-->…
Read More...
Read More...
ନାଗାବଳୀ ନଦୀ ପୋଲର ସୁରକ୍ଷା ପାଚେରୀରେ ଦିଶିଲାଣି ଫାଟ
ରାୟଗଡା: ରାୟଗଡା ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ଦୀର୍ଘ ଦୁଇ ବର୍ଷ ହେବ ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଶିକରପାଇଠାରୁ ବ୍ଲକ ହେଡ଼କ୍ୱାଟର ପର୍ଯ୍ୟନ୍ତ ନୂତନ ଭାବେ ରାସ୍ତା ସହ ଆବଶ୍ୟକସ୍ଥାନମାନଙ୍କରେ ବ୍ରିଜ କାମ ଚାଲି ଆସୁଥିବା ବେଳେ ବର୍ତମାନ ନୂତନ ଭାବେ ନିର୍ମାଣ ହୋଇଥିବା ନାଗାବଳୀ!-->…
Read More...
Read More...