Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧବାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋର୍ଟ ଚାଲାଣ
ଘୁ ଉଦୟଗିରି: ସ୍ଥାନୀୟ ଥାନା ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସୁଜେଲୀ ଗ୍ରାମର ବିଶକେଶନ ପ୍ରଧାନ (୪୫)ଙ୍କୁ ଘୁ ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୮ ତାରିଖରେ ନନ୍ଦଗୀରି ନିକଟ ମାର୍ଗେଲି ମୁଣ୍ଡିଆ ଠାରେ ସୁଜେଲି ଗ୍ରାମର!-->…
Read More...
Read More...
ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନୁଆସାହି ଆମ୍ବସାହିରେ ଘଟିଛି ଏକ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତକ ନୁଆସାହି ଆମ୍ବ ସାହିର ବୃଦ୍ଧ ଦେବରାଜ ବାଗ ହୋଇଥିବା!-->…
Read More...
Read More...
ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ୩ଟି ନୂତନ ସେତୁ ଦ୍ୱାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ । ଏହାଦ୍ୱାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ!-->…
Read More...
Read More...
“ୱିଂ ହ୍ୟୁମାନ୍’ ତରଫରୁ ସେବାଶ୍ରମ ପାଇଁ ଭୂମି ପୂଜନ
ବଲାଙ୍ଗୀର : ପୁଇଁନ୍ତଲା ବ୍ଳକ ସାତମାଇଲ ଛକ ନିକଟରେ ସ୍ୱେଚ୍ଛାସେବୀ ସଂଗଠନ ୱିଂ ହ୍ୟୁମାନ୍ ତରଫରୁ ସେବାଶ୍ରମ ପାଇଁ ଭୂମି ପୂଜନ କରାଯାଇଛି । ସଂଗଠନ ସଭାପତି ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୁଇଁନ୍ତଲା ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ!-->…
Read More...
Read More...
ଝରାପଡାର କୁନିକୁନି ଛୁଆଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ଓଜେୟୁ ଟିମ୍
ସୁବର୍ଣ୍ଣପୁର : ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତର ଝରାପଡାର ଅଧିବାସୀ ଭାରତ ସ୍ୱାଧୀନତାର ୭୭ ବର୍ଷ ପରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡାଇ ଭାରତ ମାତାକି ଜୟର ଧ୍ୱନିରେ ସମଗ୍ର ଗଗନପବନ ପ୍ରକମ୍ପିତ କରିଥିଲେ । ହରଘର ତ୍ରିରଙ୍ଗାର ବାର୍ତ୍ତା ନେଇ ସୁବର୍ଣ୍ଣପୁର ଓଡ଼ିଶା!-->…
Read More...
Read More...
ସ୍ୱାଧୀନତା ଉତ୍ତମ ବୁଝାମଣା ଓ ବିକାଶ ଆଡକୁ ଯାତ୍ରାର ମନ୍ତ୍ର : ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ପୁରୀ :ସ୍ୱାଧୀନତା ଶୃଙ୍ଖଳା,ଶାନ୍ତି ଓ ଉତ୍ତମ ବୁଝାମଣା ମଧ୍ୟରେ ବିକାଶ ଆଡ଼କୁ ଯାତ୍ରା କରିବାର ମୂଳ ମନ୍ତ୍ର। ଏହା ସ୍ୱଛାଚାରିତା ନୁହେଁ। ଜାତୀୟତା, ସ୍ୱଦେଶ ପ୍ରୀତି, ସହଯୋଗ, ସଂପ୍ରୀତି ଓ ଦେଶର ଉନ୍ନତି ପାଇଁ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ପାଇଁ ଆହ୍ବାନ ଦେଇଛନ୍ତି ସଂସଦୀୟ ବ୍ୟାପାର!-->…
Read More...
Read More...
ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଫୁଲବାଣୀ :ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା । ଆଜି ସେହି ନିଖିଳ ଖଡୁରା ସମାଜ ନିଜ ସଂଗଠନର ପ୍ରତିଷ୍ଠା କରିଥିବା ନେଇ ଏକ ଅଭିନବ ପ୍ରୟାସରେ ସଂଘର କାର୍ଯ୍ୟାରମ୍ଭ କରିଛନ୍ତି । ଆଜି ସମାଜ ତରଫରୁ!-->…
Read More...
Read More...
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ବାଲିଗୁଡା: ସାରା ଦେଶ ପାଳିଛି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏଥିରେ ଉତ୍ସବ ପାଳନ କମିଟିର ସଭାପତି ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା!-->…
Read More...
Read More...
ପ୍ୟାରେଡ ସ୍ଥଳରୁ ନକଲି ଯବାନ ଅଟକ
ପୁରୀ: ପୁରୀ ଜିଲ୍ଲା ସ୍ୱାଧିନତା ଦିବସ ପ୍ୟାରେଡ ସ୍ଥଳରୁ ନକଲି ଯବାନ ଅଟକ । ସ୍ୱାଧୀନତା ଦିବସ ଅବସରରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍କୁ ଜଣେ ନକଲି ଯବାନ ପୋଷାକ ପିନ୍ଧି ପ୍ରବେଶ କରିଥିବାରୁ ତାଙ୍କୁ ଅଟକ ରଖାଯାଇଛି । ତାଙ୍କୁ ଚିହ୍ନଟ ପରେ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଅଟକ ନକଲି!-->…
Read More...
Read More...
ସର୍ପ ଦଂଶନରେ ମହିଳାଙ୍କ ଅକାଳ ମୃତ୍ୟୁ
ନୂଆପଡ଼ା : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଫରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଖଲିଖୁଣ୍ଟି ଗ୍ରାମରେ କଲେଟ ସର୍ପ ଦଂଶନରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ ସ୍ୱର୍ଗତା ଭାନୁମତି ଧରୁଆ ସ୍ୱାମୀ ଘନଶ୍ୟାମ ଧରୁଆ ରାତ୍ରି ଭୋଜନ ପରେ ତାଙ୍କ ନିଜ ଘରେ ଶୋଇଥିବା ଅବସ୍ଥାରେ!-->…
Read More...
Read More...