Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଭାଜନ ବିଭିଷୀକା ସୃତି ଦିବସ ପାଳିତ
ସୁବର୍ଣ୍ଣପୁର,୧୪/୮:- ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି । ସହରର ପ୍ରଭାସ ହୋଟେଲ ସମ୍ମିଳନୀ କକ୍ଷରେ ଏହି ଦିବସ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ପୌରହିତ୍ୟରେ ଏହି ସ୍ମୃତି ସଭାରେ ଜିଲ୍ଲାର!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି,୧୪/୮:- ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡାଙ୍କ ମାତା ଶକୁନ୍ତଳା ପଣ୍ଡା (୮୫) ଙ୍କ କେଉଟସାହି ସ୍ଥିତ ତାଙ୍କ ନିଜସ୍ୱ ବାସଗୃହ ଠାରେ ରବିବାର ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ଓ ମେଳାପି ଥିଲେ । ତାଙ୍କର ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ!-->…
Read More...
Read More...
ଧଳପୁରରେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ, ତହସିଲଦାରଙ୍କ ଉପସ୍ଥିତରେ ସମାଧାନ
ହରଭଙ୍ଗା୧୪/୮:- ହରଭଙ୍ଗା ବ୍ଲକ ଧଳପୁର -ପୁରୁଣାକଟ ପୂର୍ତ୍ତ ରାସ୍ତା ଧଳପୁର ପୁରୁଣା ଇଣ୍ଡିଆନ ବ୍ୟାଙ୍କ ନିକଟରେ ଥିବା କଲଭର୍ଟରେ ଡ୍ରେନେଜ ସମସ୍ୟାକୁ ନେଇ ଦୀର୍ଘଦିନ ହେଲା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଆସୁଥିବା ବେଳେ ତଳପାଖରେ ଥିବା ଜମି ମାଲିକ ନିଜସ୍ୱ ପଟା ଜମି କହି ପାଣି ସ୍ରୋତ!-->…
Read More...
Read More...
ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା ୧୪/୮:- ଭାରତୀୟ ଜନତା ପାର୍ଟି ତରଫରୁ ତ୍ରିରଙ୍ଗା ଯାତ୍ରା ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସିନାପାଲି ବ୍ଲକ ସ୍ଥିତ କାପସି ସମଲେଶ୍ୱରୀ ମନ୍ଦିରଠାରୁ ଆରମ୍ଭହୋଇ ସିନାପାଲି, ଯୁଗେନପଦର, ଚଟିଆଗୁଡ଼ା, ଗଡ଼ରାମାଲ, ନିଲଜି,!-->…
Read More...
Read More...
ନୂଆଗାଁ ବ୍ଲକରେ ମେରୀ ମାଟି ମେରା ଦେଶ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନୂଆଗାଁ :୭ ୫ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଉପଲକ୍ଷେ ନୂଆଗାଁ ବ୍ଲକରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଟି କୋ ନମନ୍ ଓ ବିରୋକ ବନ୍ଦନ୍ ନିମନ୍ତେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂଆଗାଁ!-->…
Read More...
Read More...
ଭୈରବୀ ଡିଗ୍ରୀ କଲେଜର “ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ
ପୁରୁଣାକଟକ: ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ ଅଧ୍ୟକ୍ଷତାରେ କଲେଜର ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଲଳିତ!-->…
Read More...
Read More...
୫-ଟି ସ୍କୁଲ ଭିତରେ ପରିତ୍ୟକ୍ତ ପୋଖରୀ, କୁସଙ୍ଗ ହାଇସ୍କୁଲର ବିକଳ ଚିତ୍ର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ କୁସଙ୍ଗ ୫-ଟି ହାଇସ୍କୁଲରେ ଫେଲ ମାରିଛି ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ । ସୂଚନା ଥାଉକି ସ୍କୁଲଟି ଅତି ପୁରାତନ, କିନ୍ତୁ ପରବର୍ତ୍ତୀ ସମୟ ସରକାରଙ୍କ ପକ୍ଷରୁ ୨୦୨୦-୨୧ ରେ ୫-ଟି ସ୍କୁଲରେ ପରିଣତ ହୋଇଥିଲା । ବିଦ୍ୟାଳୟ ଶ୍ରେଣୀ!-->…
Read More...
Read More...
୧୫ରୁ ବଢ଼ିବ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତର ଭାଗରେ ରହୁଛି। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହୁନାହିଁ। ପଶ୍ଚିମ ଭାଗ ହିମାଳୟ ପାଦଦେଶରେ ରହୁଥିବାବେଳେ ପୂର୍ବ ଭାଗ ଉତ୍ତର ପ୍ରଦେଶ ଦେଇ ବ୍ୟାପିଛି। ଏପଟେ ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ବଙ୍ଗୋପସାଗର!-->…
Read More...
Read More...
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗରେ ମୁହଁ ଖୋଲିଲେନି ଆଇନମନ୍ତ୍ରୀ
ପୁରୀ:ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆସନ୍ତାବର୍ଷ ରଥଯାତ୍ରା ସମୟରେ ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେବାକୁ ଏଡ଼ାଇ ଯାଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଯାହାକୁ ନେଇ ପୁଣି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ!-->…
Read More...
Read More...
ଲଳିତ ନାୟକ ଫାଉଣ୍ଡେସନ ପକ୍ଷରୁ ଶ୍ରମିକଙ୍କ ଚକ୍ଷୁ ପରୀକ୍ଷା ଶିବିର
ସୁବର୍ଣ୍ଣପୁର : ଆଜି ଓଡିଶା ରାଜ୍ୟ ପଣ୍ୟକ୍ଷଗାର ନିଗମ ସୋନପୁର ଠାରେ ଲଳିତ ନାୟକ ଫାଉଣ୍ଡେସନ ବଲାଙ୍ଗୀର ପକ୍ଷରୁ ଶ୍ରମିକମାନଙ୍କ ପାଇଁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି!-->…
Read More...
Read More...