Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରେସ କ୍ଳବର ଷଷ୍ଠତମ ପ୍ରତିଷ୍ଠା ଦିବସ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପ୍ରେସକ୍ଳବର ଷଷ୍ଠତମ ବାର୍ଷିକ ଉତ୍ସବ ଅବସରରେ ରବିବାର ଦିନ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ପରିସରରେ ପ୍ରେସ କ୍ଳବ ଆନୁକୂଲ୍ୟରେ ପଣ୍ଡାପାଲି ନେତ୍ର ଚିକିତ୍ସାଳୟ ଆୟୋଜନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଉପାନ୍ତ!-->…
Read More...
Read More...
ନାରାୟଣନଗରରେ ବୁଣାକାର ସଚେତନତା କାର୍ଯ୍ୟକ୍ରମ
ଜହ୍ନାପଙ୍କ,୧୩/୮: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣନଗରର ଗଙ୍ଗାଧର ମେହେର ଛକଠାରେ ଅଞ୍ଚଳର ବୁଣାକାରମାନଙ୍କୁ ନେଇ ଏକ ସଚେତନତା ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ, ପାନୀୟ ଜଳ!-->…
Read More...
Read More...
ଓଡ଼ିଶା ଲାଇବ୍ରେରୀ ଏକାଡେମୀରୁ ରାଜ୍ୟ ସ୍ତରୀୟ ସମ୍ମାନୀତ ହେଲେ ସଂଗ୍ରହାକ ସଞ୍ଜୟ
ନୂଆଗାଁ : ନୟାଗଡ଼ ଜିଲ୍ଲାର ଦୁର୍ଦ୍ଦୁରା ଗାଁର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂଗ୍ରହାକ ସଞ୍ଜୟ କୁମାର ସାହୁଙ୍କୁ ଆଇଆଇଟି ଅରୁଗଳୁ ଭୁବନେଶ୍ୱର ଠାରେ ଜାତୀୟ ଲାଇବ୍ରେରୀରାଆନ୍ ଦିବସରେ ରାଜ୍ୟ ସ୍ତରୀୟ ସମ୍ମାନୀତ କରାଯାଇଛି । ଏହି ସଂଗ୍ରହାଳୟରେ!-->…
Read More...
Read More...
ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାଲାଜୀ ବିହାର ଠାରେ ଆଜି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ନଅଟି ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଉଦଘାଟନ!-->…
Read More...
Read More...
ଅଜାଦି କା ଅମୃତ ମହୋତ୍ସବ ତ୍ରିରଙ୍ଗା ଯାତ୍ରା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ଠାରୁ ଅଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ପ୍ରାୟ ହଜାର ହଜାର ଛାତ୍ର ଛାତ୍ରୀ,ଏନ୍ସିସି କ୍ୟାଡେଟ୍, ଜେଆରସି, ସ୍କାଉଟ୍,!-->…
Read More...
Read More...
ଜିଲ୍ଲା ଡିଜିଟାଲ୍ ମିଡିଆ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ,ସକରାତ୍ମକ ଖବର ଦ୍ୱାରା ସମାଜର ସାମଗ୍ରିକ ବିକାଶ…
ନୟାଗଡ : ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ(ୱେବ୍) ସାମ୍ବାଦିକ ସଂଘ ଦ୍ୱିତୀୟ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଅନୱାର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ,କ୍ଷତିପୂରଣ ଦାବିରେ ରାସ୍ତାରୋକ
ରାୟଗଡା : ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବା ଜଣାପଡିଛି । ଘଟଣାଟି ଘଟିଛି ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଥାନା ଅଧିନସ୍ଥ ଡଙ୍ଗାସିଲ ଗ୍ରାମ ପଂଚାୟତର ପାଣ୍ଡକାପଦର ଛକରେ ।!-->…
Read More...
Read More...
ଦିଲ୍ଲୀରୁ ଡାକରା, ସ୍ୱାଧୀନତା ଦିବସରେ ଯୋଗଦେବେ ଚାକୋଟିଆ ଭୁଞ୍ଜିଆ ଦମ୍ପତି
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ା ଅଭୟାରଣ୍ୟରୁ ଚାକୋଟିଆ ଭୁଞ୍ଜିଆ ଜନଜାତି ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀରେ ହେବାକୁ ଥିବା ସ୍ୱାଧିନତା ଦିବସରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର!-->…
Read More...
Read More...
ପୁରୀ ଜିଲ୍ଲାର ୪ ନୂଆ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି
ପୁରୀ : ରାଜ୍ୟ ସରକାର ଜଳ ଜୀବନ ମିଶନ(ଜେଜେଏମ୍ ) ଜରିଆରେ ପୁରୀ ଜିଲ୍ଲାରେ ନୂଆକରି ୪ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ପୁରୀ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ପ୍ରେସ୍ମିଟ୍ କରି!-->…
Read More...
Read More...
କୋଣାର୍କରେ ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର
ପୁରୀ: କୋଣାର୍କରେ ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବିଜେପିର ନିର୍ବାଚିତ ଜିଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ନେଇ ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବିଜେପି ଦଳର ଇତିହାସ, ଏହାର!-->…
Read More...
Read More...