Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଟ୍ରାକ୍ଟର ଧକ୍କାରେ ମୃତ
ନୂଆପଡ଼ା :ନୂଆପଡା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସୱେରୁ ମହଗାଁ ଯିବା ରାସ୍ତାରେ ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ କିରେଝୋଲା!-->…
Read More...
Read More...
ମଣିପୁର ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ ଓ ବିଶ୍ୱ ହସ୍ତୀ ଦିବସ ପାଳନ
ହରଭଙ୍ଗା,୧୨/୮:- ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ କମ୍ଭୁ ପ୍ରସାଦ ଲୁହାଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ଓ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ବନ ଅଧିକାରୀ ଦେବପ୍ରିୟ କମ୍ପ ଯୋଗଦାନ କରି!-->…
Read More...
Read More...
ତପନ କୁମାର ନାହାକଙ୍କୁ ନିଲମ୍ବିତ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
ଫୁଲବାଣୀ,୧୨/୮:- ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଥାନା ଅଧିକାରୀ ତପନ ନାହାକଙ୍କୁ ନିଲମ୍ବିତ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ । କର୍ତ୍ତବ୍ୟରେ ଅବହେଳା ସାଙ୍ଗକୁ ଥାନା ପୋଡ଼ି ବେଳେ ଥାନା ଛାଡ଼ି ଚାଲି ଯାଇଥବା!-->…
Read More...
Read More...
ଡିଜିଟାଲ ଲଢେଇ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି
କେନ୍ଦ୍ର ସରକାରଙ୍କ ବିଫଳତା ଓ ଅପପ୍ରଚାର ବିରୁଦ୍ଧରେ ଜାଗରଣ ସୃଷ୍ଟି କର…
ଓଡ଼ଗାଁ, ୧୨/୮:- ଲୋକଙ୍କ ପାଖରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ । ଯାହା ଘରେ ଘରେ ଗ୍ରହଣୀୟ ହୋଇଛି । ଏବେ ଏହାକୁ ଆହୁରି ଗ୍ରହଣୀୟ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ନୀରିକ୍ଷଣ ପାଇଁ ଲୋକଙ୍କୁ ସୁଯୋଗ ଦେବ ବିଜେଡି । ବିଶେଷକରି ସାଧାରଣ!-->…
Read More...
Read More...
ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମ
ଫୁଲବାଣୀ,୧୨/୮:- ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ଏବଂ ୧୨୭ ସିଆରପିଏଫ ବାଟାଲିୟନ ବାଲିଗୁଡାର ମିଳିତ ଅନୁକୂଲ୍ୟରେ ମେରୀ ମାଟି ମେରୀ ଦେଶ କାର୍ଯକ୍ରମ କେବିହିଷ୍ଟ କଲେଜ ବାଲିଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ସିଆରପିଏଫ କମାଣ୍ଡେଣ୍ଟ ଆନନ୍ଦ!-->…
Read More...
Read More...
କୁସଙ୍ଗ ରେଞ୍ଜ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ
ହରଭଙ୍ଗା,୧୨/୮:- ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁଶଙ୍ଗ ତରଫରୁ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ରେଞ୍ଜ ଅଫିସ ପରିସରରେ ରେଞ୍ଜ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିବସ ଅବସରରେ ମହାନଦୀ ବନ୍ୟପ୍ରାଣୀ କୁଶଙ୍ଗ ରେଞ୍ଜର ଏଗାର ବିଟର ଫରେଷ୍ଟର,!-->…
Read More...
Read More...
ଆଇଆରବି ବାଟାଲିୟନରେ ମେରା ମିଟି ମେରା ଦେଶ କାର୍ଯ୍ୟକ୍ରମ
ବୌଦ୍ଧ,୧୧/୮ - ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ରହିଥିବା ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ମେରା ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ତହସିଲଦାର ତଥା!-->…
Read More...
Read More...
ନବନିର୍ମାଣ ସ୍ୱରାଜ ସରକାର ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ
ସୁବର୍ଣ୍ଣପୁର : ନବନିର୍ମାଣ ସ୍ୱରାଜ ସରକାର ଓଡିଶାର କୃଷକ ମାନଙ୍କ ଆର୍ଥିକ ଦୂରବସ୍ଥା ଦୁରକରି ଚାଷୀକୁ ତାର ହକ ଦେବାପାଇଁ ଆଜି ସମଗ୍ର ଓଡିଶାରେ ଆଗକୁ ଆସି ଆଜି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଆରମ୍ଭ କରିଛି । ସେ ହିସାବରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ!-->…
Read More...
Read More...
ମୂର୍ତ୍ତି ସ୍ଥାପନ ବିବାଦ ଘଟଣା, ହିନ୍ଦୁ ସମାଜ ଓ ପ୍ରଶାସନର ବୁଝାମଣାରେ ଧାରଣା ପ୍ରତ୍ୟାହୃତ
ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଛକରେ ପର୍ଶୁରାମ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ହିନ୍ଦୁସମାଜ ପକ୍ଷରୁ ପ୍ରସ୍ତାବିତ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଦାବିରେ ଦୀର୍ଘ ଦିନ ଧରି ପର୍ଶୁରାମ ଛକରେ ଧାରଣା ଦେବା ସହ ବନ୍ଦ ପାଳନ ମଧ୍ୟ କରାଯାଇଥିଲା । ଆଜି ହିନ୍ଦୁ ସମାଜ ଓ ପ୍ରଶାସନର!-->…
Read More...
Read More...
ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
ହରଭଙ୍ଗା : ପ୍ରାଥମିକ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ପାଇଁ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ପ୍ରସ୍ତାବିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି!-->…
Read More...
Read More...