Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମାଣ କୃଷକ ସଙ୍ଗଠନର ଗଜପତି ଜିଲ୍ଲା ପ୍ରଭାରୀ ରଣଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ!-->…
Read More...
Read More...
ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ପଟ୍ଟନାୟକଙ୍କ ପରଲୋକ
ବୌଦ୍ଧ,୧୧/୮: - ବୌଦ୍ଧରେ ସୁନାମ ଅର୍ଜନ କରି ଅବସର ଗ୍ରହଣ କରିଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ପଟ୍ଟନାୟକଙ୍କ ଗତ ରାତିରେ ଭୁବନେଶ୍ୱର ବାସଭବନରେ ପରଲୋକ ହୋଇଯାଇଛି । ବୌଦ୍ଧରେ ଆଜି ଖବର ପ୍ରଚାର ହେବାପରେ ତାଙ୍କର ସହକର୍ମୀ, ଛାତ୍ରୀ ଓ ବୁଦ୍ଧିଜୀବୀ!-->…
Read More...
Read More...
ବୌଦ୍ଧ ଓଷ୍ଟା ପରିବାର ତରଫରୁ ଡିଇଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ
ବୌଦ୍ଧ,୧୧/୮:- ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ, ବୌଦ୍ଧ ତରଫରୁ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ କରାଯାଇଥିଲା । ସାକ୍ଷାତ ସମୟରେ ଓଷ୍ଟା ଜିଲ୍ଲା ସଭାପତି ପୀତବାସ!-->…
Read More...
Read More...
ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ
ଜହ୍ନ । ପଙ୍କ,୧୧/୮:- ଜିଲ୍ଲା ପ୍ରାଣୀ କଲ୍ୟାଣ ମଞ୍ଚ ଆନୁକୁଲ୍ୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିର । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରାଣୀ କଲ୍ୟାଣ ମଞ୍ଚର ସଭାପତି ସୁରେନ୍ଦ୍ର କର୍ଣ୍ଣଙ୍କ!-->…
Read More...
Read More...
ଅଧପନ୍ତରିଆ ଘି ମୁହାଣୀ – ବୁରୁବୁଡା ରାସ୍ତା ଓ ପୋଲ
ହରଭଙ୍ଗା ୧୧/୮:- ଠିକାଦାରଙ୍କ ମନମାନି ବିଭାଗୀୟ ଅବହେଳା ପାଇଁ ଅଧପନ୍ତରିଆ ଭାବେ ପଡିରହିଛି ରାସ୍ତା ଓ ପୋଲ କାମ । ଯାତାୟତରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତର ଘି!-->…
Read More...
Read More...
ପ୍ରେସ କ୍ଲବ ପକ୍ଷରୁ ସ୍ୱାବଲମ୍ବୀ ଭାରତ ସମ୍ପର୍କିତ କର୍ମଶାଳା
କଣ୍ଟାମାଳ,୧୧/୮ : ଶିକ୍ଷା ସହ ସ୍ୱରୋଜଗାର ପାଇଁ ଆଜିର ଯୁବପିଢି ନିଜକୁ ସ୍ୱାବଲମ୍ବୀ ଭାବେ ଗଢିବା ସହ ଆତ୍ମ ନିର୍ଭରଶୀଳ ହେଲେହିଁ ଏକ ସମୃଦ୍ଧ ଓ ସ୍ୱାବଲମ୍ବୀ ଭାରତ ଗଠନ ହୋଇପାରିବ ବୋଲି ଆଜି ଘଣ୍ଟାପଡା ଡ଼ିଗ୍ରୀ କଲେଜରେ ଅନୁଷ୍ଠିତ କର୍ମଶାଳାରେ ମତପ୍ରକାଶ ପାଇଛି । ଜିଲ୍ଲା ପ୍ରେସ କ୍ଳବ,!-->…
Read More...
Read More...
୨ ଦଫା ଦାବିନେଇ ଗୁନ୍ଦୁଳିଆ ଆର୍ଆଇ ଅଫିସ୍ ଘେରାଉ
ବୌଦ୍ଧ,୧୧/୮:- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦୁଇ ଦଫା ଦାବି ନେଇ ବୌଦ୍ଧ ବ୍ଲକର ଗୁନ୍ଦୁଳିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।!-->…
Read More...
Read More...
ଉଠାଜଳସେଚନରେ ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀଙ୍କ ଧାରଣା
ଗଣିଆ,୧୧/୮:- ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖଲିସିରା ଗ୍ରାମର ୩୦ ରୁ ଅଧିକ ଲୋକ ଆଜି ଗଣିଆସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାରେ ବିଭାଗୀୟ ଅଧିକାରୀଙ୍କ ଲିଖିତ ପ୍ରତିଶୃତି ପରେ ଅପରାହ୍ନରେ ଅନଶନରୁ ଓହରିଥିଲେ!-->…
Read More...
Read More...
ଗଞ୍ଜେଇ ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କଣାସ ଥାନା ଅଧୀନ ବେଣାଗାଁ ଦୟାବିହାର କଲେଜ ନିକଟରେ ଚଢ଼ାଉ କରି ରଙ୍କନିଧି ପ୍ରଧାନ(୪୪)ଙ୍କୁ ଗିରଫ କରିଛନ୍ତି । ତାଙ୍କ!-->…
Read More...
Read More...
ବିଦ୍ୟୁତ ତାର ଲାଗି ଜଣେ ମୃତ, ଜଣେ ଗୁରୁତର
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସହର ଗଣ୍ଡାବାହାଳ ସ୍ଥିତ ନିଜ ବାସଭବନର ଛାତ ଉପରେ ମୁଖ୍ୟ ଲାଇନ ତାର ଯାଇଥିବା ବେଳେ ତାଙ୍କ ଘରେ ଲାଗିଥିବା ଷ୍ଟିଲ ବାଡା ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଗଣ୍ଡାବାହାଳର!-->…
Read More...
Read More...