Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଲାଞ୍ଜିଗଡରେ଼ ନୂତନ ଜୀବିକା ପ୍ରକଳ୍ପର ଶୁଭାରମ୍ଭ, ଛେଳି ଚାଷ ଆୟବୃଦ୍ଧିରେ ସହାୟକ ହେବ
ଭବାନୀପାଟଣା: ବେଦାନ୍ତ ଆଲୁମିନିୟମ ଲିମିଟେଡ଼ ଲାଞ୍ଜିଗଡ଼, ଲାଞ୍ଜିଗଡ ବ୍ଲକର ଭଟାଙ୍ଗପଦର ଗ୍ରାମ ପଂଚାୟତରେ ଏକ ନୂତନ ଛେଳି ଚାଷ ପ୍ରକଳ୍ପ ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଟାଙ୍ଗପଦରରେ ୨୬ ଟି ଗାଁର ଲୋକଙ୍କୁ ୨୦୦ରୁ ଅଧିକ ଛେଳି!-->…
Read More...
Read More...
୧୩ ବର୍ଷ ପରେ ବି ଆସିଲେନି ବିଭାଗୀୟ ଡାକ୍ତର, ଆଟେଣ୍ଡାଣ୍ଟ ହାତରେ ୟୁନାନୀ ଡାକ୍ତରଖାନା
ଚମ୍ପୁଆ: ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ୟୁନାନୀ ଡାକ୍ତରଖାନାର ଡାକ୍ତର ନିଯୁକ୍ତ ହୋଇନଥିବା ବେଳେ ଆଟେଣ୍ଡାଂଟ ହାତରେ ଚାଲିଛି ଡାକ୍ତରଖାନା । ଏପରିକି ଆର୍ୟୁବେଦିକ ଡାକ୍ତରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା କେବଳ ନାମକୁ ମାତ୍ର । ଫଳରେ ୟୁନାନୀ ସେବା ପାଇବାରୁ ଦୀର୍ଘ ୧୩!-->…
Read More...
Read More...
ନୂଆପଡା-ହାଟଗାଁ କେନାଲ ରାସ୍ତା ଶୋଚନୀୟ,ମରାମତି ପାଇଁ ଦାବି
ହରଭଙ୍ଗା :ଦୀର୍ଘ ୫କିଲୋମିଟର ରାସ୍ତା ପିଚୁ ଉଠିବା ସହିତ ମେଟାଲ ବାହାରିବା ଓ ବିଭିନ୍ନ ସ୍ଥାନରେ ଖଳଖମା ହୋଇ କାଦୁଅରେ ଜନସାଧାରଣ ଯାତାୟତ କରିବା ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ହରଭଙ୍ଗା ବ୍ଲକ ବୀରନରସିଂ ପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା -ହାଟଗାଁ କେନାଲ ରାସ୍ତା । ସୂଚନା!-->…
Read More...
Read More...
ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ପ୍ରବେଶିକା ଉତ୍ସବ
ବୌଦ୍ଧ : ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷର ନୂତନ ଛାତ୍ର ଛାତ୍ରୀ ଓ ଅଭିବାବକମାନଙ୍କୁ ନେଇ ସମସ୍ତ ଶିକ୍ଷକମାନଙ୍କ ଗହଣରେ ପ୍ରବେଶିକା ଉତ୍ସବ ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁଶାନ୍ତ କୁମାର ନାୟକ, ଜିଲ୍ଲା ନିୟୋଜନ ଅଧିକାରୀ!-->…
Read More...
Read More...
ଶ୍ରୀଜୀଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ
ପୁରୀ : ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା, ପାର୍ଶ୍ୱ ଦେବାଦେବୀ ଓ ବିମଳା ମନ୍ଦିରରେ କଲେ ଦର୍ଶନ । ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ କିଛି ଦାନ ମଧ୍ୟ ପ୍ରଦାନ କରିଛନ୍ତି ।!-->…
Read More...
Read More...
ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ବିଭାଗ ଏଗାର କେଭି ଟ୍ରାନ୍ସଫର୍ମର
ବୌଦ୍ଧ : ବୌଦ୍ଧ ସହରର ଚନ୍ଦ୍ରଚୂଡ଼ ମହାନଦୀ ଆଳତୀ ଘାଟ ପୂର୍ତ୍ତ ବିଭାଗ ରାସ୍ତା କଡରେ ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମର ରହିଛି । ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୁଲଭ ଶୌଚାଳୟ କରିବା ପାଇଁ ଗାତ ଖୋଳାଯାଇ ଅଧାରେ କାମ ବନ୍ଦ ରହିଛି । ଗାତରେ ଗାଈଗୋରୁ ପଡି କ୍ଷତ ବିକ୍ଷତ ହେଉଥିବା!-->…
Read More...
Read More...
୮୭ ଗ୍ରାମ ହିରୋଇନ୍ ଜବତ, ଜଣେ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନରେ ଥିବା ତାରା ମଣ୍ଡପ ଅଂଚଳରେ ଚଢ଼ାଉକରି ଆସାମୀ ଜଗନ୍ନାଥ ସେଠୀ(୨୬)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ!-->…
Read More...
Read More...
ସିଆରସିସି ମହାଦେବ ସାହୁଙ୍କ ହୃଦଘାତରେ ପରଲୋକ
ବୌଦ୍ଧ : ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମ ବାସିନ୍ଦା ଶିକ୍ଷକ ମହାଦେବ ସାହୁଙ୍କ ହୃଦଘାତ ପରଲୋକ ହୋଇଯାଇଛି । ଆଜି ସକାଳେ ତାଙ୍କୁ ହୃଦଘାତ ହୋଇଥିଲା । ପରେ ପରିବାର ଲୋକ ତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ସାହୁଙ୍କୁ!-->…
Read More...
Read More...
ନୂଆଗାଁ ବ୍ଲକ ବିଭିନ୍ନ ସ୍ଥାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ!-->…
Read More...
Read More...
୧୮ରେ ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ଘେରିବ ଜିଲ୍ଲା କଂଗ୍ରେସ
ପୁରୀ : ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ । ଆସନ୍ତା ୧୮ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ । ପୁରୀ ଭିଆଇପି ରୋଡ ଇନ୍ଦିରା ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା!-->…
Read More...
Read More...