Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାରରେ ଛେଳି ଚୋରି, ଆସାମୀକୁ ଧରି ପୋଲିସର ଜିମା ଦେଲେ ଲୋକ
ଚମ୍ପୁଆ: ଚମ୍ପୁଆ ବଜାର ମଧ୍ୟରୁ ଘର ଆଗରେ ବନ୍ଧା ହୋଇଥିବା ଏକ ଛେଳିକୁ ଚୋରି କରି ଲୋକଙ୍କ ହାତରେ ଧରାପଡିଥିବା ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସରେ ଜିମା ଦେବା ସହିତ ପୋଲିସ କେଶ ନଂ୧୧୧/୨୦୨୩ ରଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଘଟଣା ଅନୁସାରେ ଗତ ଗୁରୁବାର ସକାଳ ୯!-->…
Read More...
Read More...
ଦାନ ବାକ୍ସ ଲୁଟ୍ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଗୁମୁଟରେ ଥିବା ଦାନ ବାକ୍ସ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନ ବାକ୍ସକୁ ତଡାଯାଇ ଦାନ ବାକ୍ସରେ ଥିବା ଟଂକାକୁ ଲୁଟ କରାଯାଇଛି । ତେବେ ଆଜି ସକାଳେ!-->…
Read More...
Read More...
ବାଇକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କେଗାଁ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ବାଇକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସାନଚେରଗାଁ ଗ୍ରାମର ମଦନା ମାଝି (୬୫) । ସେ କୌଣସି କାମରେ କେଗାଁ ଆସୁଥିବା ବେଳେ କେଗାଁ ବନାଞ୍ଚଳ କାର୍ଯ୍ୟାଳୟ!-->…
Read More...
Read More...
ପୋଖରୀରେ ବୁଡି ଦୁଇ ବାଳକଙ୍କ ମୃତ୍ୟୁ
ନୂଆଗାଁ: ନୟାଗଡ ଜିଲ୍ଲା ସୋରଡା ଭୋଇସାହି ଗ୍ରାମର ଦୁଇଜଣ ନାବାଳକ ପୋଖରୀରେରେ ବୁଡି ମୃତ୍ୟୁକରଣ କରିଛନ୍ତି । ଗାଁ ମୁଣ୍ଡରେ ଥିବା ପୋଖରୀରେ ବୁଡି ଦୁଇବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ସୋରଡା ଭୋଇ ସାହିର ମହେଶ ନାୟକକଙ୍କ ପୁଅ ରିତେଶ ନାୟକ (୬ ବର୍ଷ) ଓ ବାବୁ ନାୟକଙ୍କ ପୁଅ ରାକେଶ!-->…
Read More...
Read More...
ବର୍ଷା ନେଇ ୬ ଜିଲ୍ଲାକୁ ସତର୍କତା ଜାରି
ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଆଜି ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।!-->…
Read More...
Read More...
୩୧ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟ ସଭା ସ୍ଥଗିତ
ନୂଆଦିଲ୍ଲୀ: ରାଜ୍ୟ ସଭାରେ ମଣିପୁର ଘଟଣାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସ୍ଲୋଗାନ ଓ ହଙ୍ଗାମା ପରେ ରାଜ୍ୟ ସଭାର କାର୍ଯ୍ୟକୁ ସୋମବାର ଅର୍ଥାତ୍ ୩୧ ଜୁଲାଇ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
Read More...
Read More...
ବଲାଙ୍ଗୀରରେ କୃଷି ରଥର ଶୁଭାରମ୍ଭ
ବଲାଙ୍ଗୀର: ଓଡ଼ିଶା ସରକାର କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି । ସରକାରଙ୍କ ଲୋକାଭିମୁଖୀ ଯୋଜନା ସଫଳ ହେବାସହ କୃଷି ଏବଂ କୃଷକ ମାନଙ୍କ ମଧ୍ୟ ଉନ୍ନତି ହେଉଥିବା ପରିଲକ୍ଷିତ ହୁଏ । କୃଷି ଏବଂ କୃଷକ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାର ସଦା ତତ୍ପର । ରାଜ୍ୟ ସରକାରଙ୍କ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଗଣିଆ ଅତିରିକ୍ତ ତହସିଲଦାର
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଗଣିଆ ତହସିଲ୍ରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚନେବା ଅଭିଯୋଗରେ ଧରାପଡିଛନ୍ତି । ଆଜି ସକାଳ ୧୦ ଘଟିକା ସମୟରେ ଗଣିଆ ତହସିଲ୍ କଲୋନୀରୁ ଉଠାଇ ଆଣିଛି ଭିଜିଲାନ୍ସ । ଗୋଟିଏ ବାଲି ଗାଡ଼ିକୁ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ତୁଟିଥିଲା ।!-->…
Read More...
Read More...
ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍
ଭୁବନେଶ୍ୱର: ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଉଥିବାରୁ ଆଉ ୬ଟି ଗେଟ୍ ଶୁକ୍ରବାର ବନ୍ଦ ହୋଇଛି। ବର୍ତ୍ତମାନ ୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଚାଲିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ଫୁଟ୍ ରହିଛି।
ହୀରାକୁଦକୁ!-->!-->!-->…
Read More...
Read More...
ସହିଦ୍ ସପ୍ତାହ ପୂର୍ବରୁ କନ୍ଧମାଳରେ ମାଓ ବ୍ୟାନର
ଫୁଲବାଣୀ: ମାଓବାଦୀ ମାନଙ୍କ ସହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମାଓ ବ୍ୟାନର । ଆସନ୍ତାକାଲି ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ୍ ସପ୍ତାହ ପାଳନ କରୁଛି । ଏହି ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାନ୍ତି ।ଏହି ସପ୍ତାହ ପୋଲିସ ପାଇଁ ଏକ!-->…
Read More...
Read More...