Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେବେ ନିର୍ମାଣ ହେବ ତିଲିଚାପଦର ମେହେର ସାହିକୁ ସ୍ଥାୟୀ ରାସ୍ତା
ହରଭଙ୍ଗା : ଗାଁର ବିକାଶ ହେଲେ ଦେଶର ବିକାଶ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ନାରା ଦେଉଛନ୍ତି । ଏନେଇ ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ଯୋଗାଇ ଦିଆଯାଉଛି । କିନ୍ତୁ ତୃଣମୂଳ ସ୍ତରରେ ଲୋକ ପ୍ରତିନିଧି ହେଉ ବା ବିଭାଗୀୟ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁ ଆଜି ପର୍ଯ୍ୟନ୍ତ ବହୁ ଗ୍ରାମକୁ ଭଲ!-->…
Read More...
Read More...
ଭାସିଗଲା କେରାଣ୍ଡି-ଡାଲିମ୍ବପୁର ଅସ୍ଥାୟୀ ପୋଲ, ବାହ୍ୟ ଜଗତରୁ ତିନୋଟି ଗ୍ରାମ ବିଚ୍ଛିନ୍ନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର କେରାଣ୍ଡି-ଡାଲିମ୍ବପୁର ରାସ୍ତାରେ ଥିବା ଅସ୍ଥାୟୀ ରାସ୍ତା ପୋଲଟି ଲଗାଣ ବର୍ଷା ଯୋଗୁଁ ଭାସି ଯାଇଛି । ଯାହା ଫଳରେ ତିନୋଟି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବାର ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ସହରକୁ!-->…
Read More...
Read More...
ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ, ବନ୍ଦ ରହିଲା ମହାପ୍ରଭୁଙ୍କ ବନକଲାଗି ନୀତି
ପୁରୀ : ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ଦେଖାଯାଇଛି ଅନିଶ୍ଚିତତା । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବୁଧବାର ଅର୍ଥାତ ଆଜି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ!-->…
Read More...
Read More...
ସାମ୍ୱାଦିକଙ୍କ ସ୍ୱାସ୍ଥବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲା ବ୍ରହ୍ମପୁର ପ୍ରେସ କ୍ଲବ
ବ୍ରହ୍ମପୁର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ଗୋପବନ୍ଧୁ ସ୍ୱାସ୍ଥ ବୀମା ଯୋଜନାର ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ!-->…
Read More...
Read More...
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ -୨ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ସରକାରଙ୍କ ନିର୍ମାଣ!-->…
Read More...
Read More...
ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଋଣ ଖିଲାପୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ହେଲା ଘର ସିଲ୍
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟାଳୟ ଠାରେ ଥିବା ବିଦ୍ୟାଧର ମେହେରଙ୍କ ଘରକୁ ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ କରିଛନ୍ତି । ଚମ୍ପାପୁର ନିବାସୀ ବିଦ୍ୟଧର ମେହେର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଠାରୁ ୬ଲକ୍ଷ ଟଙ୍କା ଋଣ ନେଇ ପରିଶୋଧ କରି ନପାରିବାରୁ ତାଙ୍କୁ ବ୍ୟାଙ୍କ ତରଫରୁ!-->…
Read More...
Read More...
ଆପ ପକ୍ଷରୁ ଏନଏସି ଘୋଷଣା ଦାବିରେ ବୀରମହାରାଜପୁର ବନ୍ଦ ସଫଳ
ଉଲୁଣ୍ଡା: ଆମ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଏନଏସି ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି । ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତାଙ୍କ ନେତୃତ୍ୱରେ ଦୀର୍ଘ ପନ୍ଦର ଦିନ ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ!-->…
Read More...
Read More...
ସୋନପୁର ବଡବଜାର ଅଞ୍ଚଳରେ ସ୍ୱତଃ ଜବରଦଖଲ ମୁକ୍ତ କଲେ ସ୍ଥାନୀୟ ବାସିନ୍ଦା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୧୪ ତାରିଖ ସକାଳେ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତିର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ପୌର ନିର୍ବାହୀ ଅଧିକାରୀ!-->…
Read More...
Read More...
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଧାରଣା
ପୁରୀ : ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଓ ନାରାବାଜି କରାଯାଇଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି ନେଇ ଏହି ଧାରଣା ଦିଆଯାଇଛି । କୋଭିଡ ମହାମାରୀ ଯୋଗୁ ଗତ ୨୦୨୦ ମାର୍ଚ୍ଚ ମାସରୁ!-->…
Read More...
Read More...
ନୂଆପଡ଼ା ଜିଲ୍ଲାକୁ ମିଳିଲା “ଭୂମି ସମ୍ମାନ-୨୦୨୩’
ନୂଆପଡ଼ା :ନୂଆପଡ଼ା ଜିଲ୍ଲାରେ ଅନେକ ଗୁଡ଼ାଏ ଉନ୍ନୟନମୂଳକ କାର୍ଯ୍ୟ ସହ ସରକାରଙ୍କ ଜମି ରେକର୍ଡକୁ ଅତ୍ୟାଧୁନିକରଣ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ତେଣୁ ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ଅବଦାନ ମନ୍ତ୍ରଣାଳୟ ତରଫରୁ ନୂଆପଡ଼ା!-->…
Read More...
Read More...