Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାଲୁ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ, ୩ ଗୁରୁତର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ୍ କୋନାବିରା ପଞ୍ଚାୟତ ବିରୁନପଦର ଗାଁ ବିଜାଖମନ୍ ଜଙ୍ଗଲରେ ଆଜି ପୁଣି ମଣିଷ ମାରିଲା ରକ୍ତମୁଖା ଭାଲୁ । ଗତ ରବିବାର ଦିନ ବାପାଙ୍କୁ ମାରି ପୁଅକୁ ଗୁରୁତର ଘାଇଲା କରିଥିଲା । ଆଜି କୋମନା ବନ ବିଭାଗ ତରଫରୁ ପେଟ୍ରୋଲିଂ କରୁଥିବା ସମୟରେ ୪ ଜଣ ବନ!-->…
Read More...
Read More...
ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ
ହରଭଙ୍ଗା : ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଚାରିଛକ ଉଚ୍ଚ ପ୍ରାଥମିକ ସ୍କୁଲ ସମ୍ମୁଖରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବଦଳି ପ୍ରତ୍ୟାହାର ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଦ୍ୟାଳୟ ବନ୍ଦ କରାଯିବାକୁ ଚେତାବନୀ ଦେଲେ ଅଭିଭାବକ । ସୂଚନା ଅନୁଯାୟୀ ଗତକାଲି!-->…
Read More...
Read More...
ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କଲେ ବିଜେପି ନେତା ରାଘବ ମଲ୍ଲିକ
ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଲଢୁଆ ବିଜେପି ନେତା ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ରାଘବ ମଲ୍ଲିକ ଆଜି ଦଶପଲ୍ଲା ମୈତ୍ରୀ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମୀଳନୀ କରି ରାଜ୍ୟ ବିଜେଡି ସରକାରଙ୍କ ଉପରେ ବିଷୋଦଗାର କରିଛନ୍ତି । ଆସନ୍ତାକାଲି ନୟାଗଡ଼!-->…
Read More...
Read More...
୬୧ କେଜି ଗଞ୍ଜେଇ ଜବତ
ଦଶପଲ୍ଲା:ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଦୁଇଟି ସ୍ଥାନରେ ଚଢ଼ାଉ କରି ୬୧ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇଟି କାର ଜବତ କରିଛି । ଘଟଣାରେ ୪ଜଣକୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ସୂଚନା ଅନୁଯାୟୀ, ନୟାଗଡ଼ ଓ ଦଶପଲ୍ଲା ଅବକାରୀ ବିଭାଗ ମିଳିତ ଭାବେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,କେନ୍ଦୁପତ୍ର ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟି ଟଙ୍କାର ବୋନସ୍ ଓ…
ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ ।ଏହି ବୋନସ୍ ଓ!-->…
Read More...
Read More...
ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କୁ ସମ୍ବର୍ଦ୍ଧନା
ପୁରୀ : ମନମୋହନ ଭଞ୍ଜ ପୁରୀ ଜିଲ୍ଲାର ଜଣେ ଉଦୟମାନ ଟାଏକୋଣ୍ଡୋ କ୍ରୀଡାବିତ । ସେ ଓଡିଶା ତଥା ପୁରୀ ଜିଲ୍ଲାରୁ ଏକ ମାତ୍ର ଟାଏକୋଣ୍ଡୋ ଖେଳାଳି ଭାବେ ବିଶ୍ୱ ଟାଏକୋଣ୍ଡୋ ମୁଖ୍ୟାଳୟ ଦକ୍ଷିଣ କୋରିଆ ସିଓଲ ସ୍ଥିତ କୁକିୟନ ଠାରେ ଚଳିତ ଜୁଲାଇ ମାସ ୬ ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ!-->…
Read More...
Read More...
ଗଜପତି ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ “ଭୂମି ସମ୍ମାନ’ ପ୍ରଦାନ
ପାରଳାଖେମୁଣ୍ଡି : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଜପତି ଜିଲ୍ଲାକୁ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନ ପ୍ଲାଟିନାମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଭୂମି!-->…
Read More...
Read More...
ଭୂମି ସମ୍ମାନ ପ୍ଲାଟିନମ ପୁରସ୍କାରରେ ସମ୍ମାନୀତ ହେଲା ନବରଙ୍ଗପୁର ଜିଲ୍ଲା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଜମିଜମା ରେକର୍ଡ ଓ ନକ୍ସାର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ "ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର’ ପାଇବା ପାଇଁ ସର୍ବଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି ।!-->…
Read More...
Read More...
ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯନ୍ତ୍ରୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଇଞ୍ଜିନିୟର ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାସମଲଙ୍କ ନାମକ ଜଣେ ଯୁବକ ଅତର୍କିତ ଭାବେ ପଥର ମାଡ କରିବାରୁ!-->…
Read More...
Read More...
ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା: ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ
ବାଲେଶ୍ୱର: ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା | ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କଲା ଖଡ଼ଗପୁର ରେଳ ଡିଭିଜନ | କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଖଡ଼ଗପୁର ରେଳ ଡିଭିଜନର ସିନିୟର ଡିସିଏମ ଏନେଇ ସୂଚନା!-->…
Read More...
Read More...