Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର
ସୁବର୍ଣ୍ଣପୁର: ଚତୁଃପାର୍ଶ୍ୱ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୁତ୍ରିମ ବନ୍ୟାରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତେଲନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସହରରେ ପୌର ପ୍ରଶାସନର ଡ୍ରେନ୍ଜେ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସହରର ଆମ୍ବେଦକର!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା, ହଜାର ହଜାର ଏକର ଚାଷ ଜମି ପ୍ରଭାବିତ
ହରଭଙ୍ଗା: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ଅତ୍ୟଧିକ ପ୍ରଭାବ ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ବର୍ଷା ଜାରି ରହିଛି ।ସେପଟେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି ।ହୀରାକୁଦ!-->…
Read More...
Read More...
ବାଗ୍ଡେଗା ପୋଲ ଉପରେ ଆଣ୍ଠୁଏ ପାଣି, ଗମନାଗମନ ବାଧାପ୍ରାପ୍ତ
ଚମ୍ପୁଆ, ୨ା୦୮: ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଓ ପଡୁଆ ପଂଚାୟତକୁ ସଂଯୋଗ କରୁଥିବା ବାଗ୍ଡେଗା ପୋଲ ଉପରେ ଆଣ୍ଠୁଏ ପାଣି ଯାଉଥିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହି ପୋଲ ଦୀର୍ଘ ୪ ବର୍ଷ ହେବ ଦୁର୍ବଳ ହୋଇଯାଇଥିଲେ ମଧ୍ୟ, ସାମାନ୍ୟ ମରାମତି କରି ଗମନାଗମନ ବ୍ୟବସ୍ଥା କରାଯାଇଥିଲା!-->…
Read More...
Read More...
ବିଷାକ୍ତ ଛତୁ ଖାଇ ତିନି ଗୁରୁତର,ସିନାପାଲି ହସ୍ପିଟାଲରେ ଭର୍ତ୍ତି
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ମାଝୀପଡାର ତିନିଜଣ ଲୋକ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ଯେମନୀ ମାଝୀ (୪୨), ଚିତ୍ର ମାଝୀ (୧୩),!-->…
Read More...
Read More...
ଲୋୟର ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟା ଜଳ
ନୂଆପଡ଼ା : ନୂଆପଡା ଜିଲ୍ଲା ତିଖାଳି ସ୍ଥିତ ଲୋୟର ଇନ୍ଦ୍ର ଡ୍ୟାମରୁ ଛଡା ଗଲା ପ୍ରଥମ ବନ୍ୟା ଜଳ । ଡ୍ୟାମର ଦୁଇଟି ଗେଟରୁ ଛଡା ଗଲା ବନ୍ୟାଜଳ । ତିନି ନମ୍ବର ଗେଟରୁ ଦେଢ଼ ମିଟର ପାଣି ଛଡା ଯାଇଥିବା ବେଳେ ଚାରି ନମ୍ବର ଗେଟରୁ ଏକ ମିଟର ପାଣି ଛଡା ଯାଇଥିଲା । ଡ୍ୟାମର ଜଳରାଶି ୩୧୪.୨୫୨!-->…
Read More...
Read More...
ସୁବର୍ଣ୍ଣପୁରରେ ସମ୍ବଲପୁରୀ ଦିନ୍ ପାଳିତ
ସୁବର୍ଣ୍ଣପୁର: ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସାରା ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ ଭାବରେ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ସମ୍ବଲପୁରୀ ଦିନ୍ । ଜିଲ୍ଲାର ସମସ୍ତେ!-->…
Read More...
Read More...
ବୌଦ୍ଧରେ ସମ୍ବଲପୁରୀ ଦିନ ପାଳିତ
ବୌଦ୍ଧ: ପଶ୍ଚିମାଞ୍ଚଲ ଏକତା ମଞ୍ଚ ଓ ଆର୍ଟିଷ୍ଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ, ସଭାପତି ବିଶ୍ୱଜିତ ସାହୁ, ପୋଗ୍ରାମ କୋଡିନେଟର ସୀତାକାନ୍ତ ସିଂ, ସମ୍ପାଦକ ତ୍ରିଶୂଲ ଭାଇ ମା' ଭୈରବୀଙ୍କ ଠାରେ ପ୍ରଦୀପ ପଜ୍ଜ୍ୱଳନ!-->…
Read More...
Read More...
ସୋନପୁରର ସୁନା ଝିଅ ତୁଳସୀ ଓ ମୌସୁମୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ
ସୁବର୍ଣ୍ଣପୁର,୧/୮- ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୪୬ ନମ୍ବର ସ୍ଥାନରେ ସୋନପୁର ସହରର ସୁନା ଝିଅ ତୁଳସୀ ମେହେର (୨୫) ଓ ୩୧୪ ନମ୍ବର ସ୍ଥାନରେ ମୌସୁମୀ ପାତ୍ର ସଫଳତା ପାଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ସଫଳତା ନେଇ ତାଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛାର!-->…
Read More...
Read More...
ଭୁଶୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ,ତଦନ୍ତ ଦାବୀ କଲେ ଗ୍ରାମବାସୀ
ବାଲିଗୁଡା: ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ ନିର୍ମାଣ ହେଉଛି ନୂତନ ସ୍ମାର୍ଟ!-->…
Read More...
Read More...
ଗଛ ପଡି ଇନୋଭ ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ୬ ଯାତ୍ରୀ
ହରଭଙ୍ଗା,୧/୮. ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଅଦିନିଆ ବର୍ଷାରେ ଏକ ବିରାଟ ଗଛ ଭାଙ୍ଗିଯିବାରୁ ଏକ ଇନୋଭ ଦୁର୍ଘଟଣା ହୋଇଥିବା ସହ ଗାଡ଼ିରେ ଥିବା ୬ ଯାତ୍ରୀ ମରଣମୁହଁରୁୁ ଫେରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ଦିନତମାମ ହରଭଙ୍ଗା ବ୍ଲକରେ ଭୀଷଣ ବର୍ଷା!-->…
Read More...
Read More...