Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତିଲେଶ୍ୱର-ରାମଗଡ ଆରଡି ରାସ୍ତା ଦବିଗଲା,ମରାମତି ଦାବି
ହରଭଙ୍ଗା : ତିଲେଶ୍ୱର -ରାମଗଡ ଆରଡି ରାସ୍ତାଟି ଦବିଯାଇଛି । ଏଣୁ ଏହାକୁ ଶୀଘ୍ର ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତାରେ ତିନୋଟି ଯାତ୍ରୀବାହୀ ବସ ନିତିଦିନିଆ ଯାତାୟତ କରିବା ସହ ଭାରୀଯାନ ଗାଡି ଚଳାଚଳ କରୁଛି । ଏହି ରାସ୍ତା ଉପରେ ତିଲେଶ୍ୱର, ରାମଗଡ ଓ ସାମ୍ପୋଚ!-->…
Read More...
Read More...
ଓଡ଼ିଶାକୁ ଭୂସ୍ଖଳନ ଆଶଙ୍କା, ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର : ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା । ଏନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାଦେଖାଦେଇଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ!-->…
Read More...
Read More...
ବିଦ୍ୟୁତ୍ ବିଭ୍ରାଟ ବିରୁଦ୍ଧରେ ସିପିଏମର ବିକ୍ଷୋଭ
ଦଶପଲ୍ଲା: ଆଜି ପ୍ରବଳ ବର୍ଷା ସତ୍ବେ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟିର କର୍ମୀ ମାନେ ଟାଟା କମ୍ପାନୀର ବିଦ୍ୟୁତ୍ ଅଫିସ ସମ୍ମୁଖରେ ବିଦ୍ୟୁତ୍ ଅବ୍ୟବସ୍ଥା ବିରୁଦ୍ଧରେ ନାରାବାଜି କରିବା ସହିତ ବିଭାଗୀୟ କର୍ମଚାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ଭିତରେ ଘନ!-->…
Read More...
Read More...
ସାଂସଦଙ୍କ ଦ୍ୱାରା ଜଗନ୍ନାଥପୁର ମା’ ଭଣ୍ଡାରଘରଣୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସଦର ପଞ୍ଚାୟତ ଗ୍ରାମଠାରେ ମାଁ ଭଣ୍ଡାର ଘରଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ!-->…
Read More...
Read More...
ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ସରକାରୀ ଅଧ୍ୟାଦେଶକୁ ମାନୁନାହାନ୍ତି ୫-ଟି ଉଚ୍ଚ…
ନୂଆପଡ଼ା : ରାଜ୍ୟ ସରକାର ଜାରି କରିଥିବା ଅଧ୍ୟାଦେଶକୁ ଖୋଦ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଏହି ପରି ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମର ମାଁ ଠାକୁରାଣୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର!-->…
Read More...
Read More...
ସୁଧୀର କହଁର ହତ୍ୟା ମାମଲା: ଜଣକୁ ଆଜୀବନ ଓ ଅନ୍ୟ ଦୁଇଜଣ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୧୮/୭:- ସୋମବାର ଦିନ ବହୁଚର୍ଚ୍ଚିତ ସୁଧୀର କହଁର ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ ବିକ୍ରମ କୁମାର ପ୍ରଧାନ । ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ େହୋଇଥିବାବେଳେ ଅନ୍ୟ ଦୁଇ ଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ମିଳିଥିବା ସୂଚନା!-->…
Read More...
Read More...
ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ, ଚାଲିଗଲା ୪ ଗୋରୁଙ୍କ ଜୀବନ
ଦଶପଲ୍ଲା : ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା,ବୁଗୁଡା ନିକଟସ୍ଥ ଖରଡ଼ାପିଟା ଘାଟିରେ ଓଲଟିପଡିଛି ଗୋରୁ ବୋଝେଇ ପିକଅପ ଗାଡି । ୫୭ନଂ ଜାତୀୟ ରାଜପଥ ଦେଇ ପିକଅପ ଗାଡି ବେଆଇନ୍ ଗୋରୁ ବୋଝେଇ କରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା!-->…
Read More...
Read More...
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ
ତିରୁଅନନ୍ତପୁରମ୍: କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କେ ସୁଧାକରନ ଏକ!-->…
Read More...
Read More...
ଭାରତୀୟ ଅଧିନାୟକ ରେସରେ ଏହି ତିନି ଖେଳାଳି, ରୋହିତଙ୍କ ପରେ ମିଳିପାରେ ଦାୟିତ୍ୱ
ନୂଆଦିଲ୍ଲୀ: ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେଇଛି। ୩୬ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍ ଖେଳିବ। ଏହାପରେ ରୋହିତଙ୍କୁ!-->…
Read More...
Read More...
ବୌଦ୍ଧ ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବୌଦ୍ଧ,୧୭/୭- ଆଜି ବୌଦ୍ଧ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ ଏହି ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଓ!-->…
Read More...
Read More...