Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାର ସହିତ ଗଞ୍ଜେଇ ଜବତ, ଜଣେ ଗିରଫ
ବାଲିଗୁଡ଼ା: ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା ଦାରିଙ୍ଗବାଡି ପୋଲିସ । ୪୦ କିଲୋ ୩୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର ଓ ଚୋରା ଚାଲାଣ ରେ ସଂପୃକ୍ତ ଥିବା ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଜଣକ!-->…
Read More...
Read More...
ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଜବତ, ମାଫିଆ ଚମ୍ପଟ
ବାଲିଗୁଡ଼ା : ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଜବତ । ଗଞ୍ଜେଇ ଚୋରାଚାଲାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଜଙ୍ଗଲ ମଧ୍ୟରୁ ୩୦୨ କେଜି ୨୨୫ ଗ୍ରାମ୍ ଓଜନର ବେଆଇନ୍ ଗଞ୍ଜେଇ ପୋଲିସ୍ ଜବତ କରିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା!-->…
Read More...
Read More...
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ…
ଭୁବନେଶ୍ୱର:ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ!-->…
Read More...
Read More...
୧୯ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର: ଓଡ଼ିଶାରେ ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ବର୍ଷା ସତର୍କତାନେଇ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ!-->…
Read More...
Read More...
ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ
ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଉଭୟ ମୋକିମ୍ ଓ ବିଶ୍ବାଳଙ୍କୁ ନିଲମ୍ବନ କରିଛି। ଓଡ଼ିଶା କଂଗ୍ରେସର ଦୁଇ ବରିଷ୍ଠ!-->…
Read More...
Read More...
୩୮ଲିଟର ଦେଶୀ ମଦ ଜବତ,୨ଗିରଫ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅବକାରୀ ବିଭାଗ ପକ୍ଷରୁ ବ୍ଲକର ଦୁଇଟି ସ୍ଥାନରେ ପୃଥକ ପୃଥକ ଚଢ଼ାଉ କରି ୩୮ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ଥାନା ମହାଳିକପଡା ଗ୍ରାମର ସୁଲୋଚନା ବେହେରାଙ୍କ ନିକଟରୁ!-->…
Read More...
Read More...
ବୌଦ୍ଧରେ ମୋ ଘର ଯୋଜନା ପ୍ରଥମ କିସ୍ତି ଶୁଭାରମ୍ଭ
ବୌଦ୍ଧ,୧୪/୭:- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ‘ମୋ ଘର’ ଯୋଜନା ଶୁଭାରମ୍ଭ କରାଯାଇ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନାରୁ ୩ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରଥମ ହିତାଧିକାରୀ ଭାବେ ବୌଦ୍ଧ ବ୍ଲକ ଅଇଁଳାପାଲି ପଞ୍ଚାୟତର ପ୍ରହଲ୍ଲାଦ!-->…
Read More...
Read More...
ସୁବର୍ଣ୍ଣପୁର ସହର ଡ୍ରେନେଜ୍ ସ୍ଥିତିର ପରିଦର୍ଶନ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର: ବର୍ଷାକୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର ଡ୍ରେନେଜ୍, ପରିମଳ ତଥା ପିଇବା ପାଣି ବ୍ୟବସ୍ଥା ସ୍ଥିତିର ସରଜମିନ ସମୀକ୍ଷା କରିଛନ୍ତି । ଆଜି ସକାଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ସହରର!-->…
Read More...
Read More...
ଶିକ୍ଷକ ସଂଘ ତରଫରୁ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ତରଫରୁ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ ବିଇଓଙ୍କୁ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଦାୟିତ୍ୱ ଗ୍ରହଣ କରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘ ତରଫରୁ ସଭାପତି ଶାନ୍ତନୁ କୁମାର ପ୍ରଧାନ,!-->…
Read More...
Read More...
ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ନୟାଗଡ଼ ପୋଲିସ
ଦଶପଲ୍ଲା : କାରରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ନୟାଗଡ଼ ଟାଉନଥାନା ପୋଲିସ । କାର ସହ ୭୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ନୟାଗଡ ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ କନ୍ଦମାଳର ଆଶିଶ୍ କୁମାର ପ୍ରଧାନ । ସୂଚନା ଅନୁଯାୟୀ ନୟାଗଡ଼ ଲେଙ୍କୁଡିପଡା ଠାରେ!-->…
Read More...
Read More...